Latest Odisha News

BREAKING NEWS

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪; ଭାରତୀୟ ଖେଳାଳିଙ୍କ ଡିଜାଇନର ପୋଷାକକୁ ନାପସନ୍ଦ କଲେ ଜନତା

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଧୁମଧାମରେ ଆରମ୍ଭ ହୋଇଛି। ଗୋଟିଏ ପଟେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ଭାରତୀୟ ଖେଳାଳିଙ୍କୁ ଦେଖି ଗର୍ବ ଅନୁଭବ କରୁଥିବା ବେଳେ ଅନ୍ୟ ପଟେ ଭାରତୀୟ ଖେଳାଳିଙ୍କ ପୋଷାକକୁ ସମାଲୋଚନା କରାଯାଉଛି। ଉଦଘାଟନୀ ସମାରୋହରେ ୭୮ଜଣ ଆଥଲେଟ୍ ଏବଂ…

୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବେ ଏହି ମହିଳା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଚିଲିର ଟେବୁଲ ଟେନିସ ଖେଳାଳି ଝେଙ୍ଗ ଝିୟିଙ୍ଗଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି । ଚୀନରେ ଜନ୍ମ ଗ୍ରହଣ କରିଥିବା ଏହି ଆଥଲେଟ ୧୯୮୯ରେ ଦେଶ ଛାଡି ପଳାଇ ଯାଇଥିଲେ । ସେ ସମୟରେ ଟିଆନମେନ…

ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କଲେ ମନୁ ଭାକର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ଦିବସରେ ଶୁଟର ମନୁ ଭାକର ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ୮ ଜଣ ଫାଇନାଲିଷ୍ଟ ମଧ୍ୟରେ ଏଥର ମୁକାବିଲା ହେବ । ମନୁ ମହିଳା ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ୬୦୦ରୁ ୫୮୦ ପଂଏଟ ସ୍କୋର କରି ୪୫ ଶୁଟର୍ସଙ୍କ…

ଖାଇକୁ ଖସିଲା ଟାଟା ସୁମୋ, ୫ ଶିଶୁଙ୍କ ସମେତ ୮ ମୃତ

ଅନନ୍ତନାଗ: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଡାକସୁମ୍ ଅଞ୍ଚଳରେ ଶନିବାର ଦିନ ଏକ ଗାଡି ଖାଇକୁ ଖସି ପଡ଼ିବା ଫଳରେ ଦୁଇ ନାବାଳକଙ୍କ ସମେତ ଗୋଟିଏ ପରିବାରର ଆଠଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ପୀଡିତଙ୍କ ମଧ୍ୟରେ ଜଣେ ପୁରୁଷ, ଦୁଇ ମହିଳା ଏବଂ ପାଞ୍ଚ ଜଣ ଶିଶୁ ଅଛନ୍ତି ଏବଂ ସେମାନେ…

ଖାଦ୍ୟ ଥାଳିରେ ଭୁଟାନ ଆଳୁ !

ଭୁବନେଶ୍ବର: ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ । ଗତ ୪-୫ ଦିନରେ ଆଳୁ କିଲୋ ପିଛା ୪୫ ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ଅନ୍ୟ ପନିପରିବା ଦର ବଢିଥିବା ବେଳେ ଆଳୁ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ଭାରି ବାଧିଛି । ରାଜ୍ୟ ସରକାର ରାଜ୍ୟରେ ପର୍ଯ୍ୟାପ୍ତ ଆଳୁ ମହଜୁଦ ଅଛି ବୋଲି ଦାବି କରିଛନ୍ତି ।…

ପୁଣି ମମତା ଦିଦିଙ୍କ ରାଗ  

ନୂଆଦିଲ୍ଲୀ: ଆଉ ଆସିବେନି ବୋଲି କହି ଆସିଲେ । ନୀତି ଆୟୋଗ ବୈଠକ ଅଧାରୁ ଉଠି ଚାଲିଗଲେ । ଆମେ କହୁଛୁ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା । ପୁଣି ଦେଖିବାକୁ ମିଳିଛି ଦିଦିଙ୍କ ଗରମ ମିଜାଜ୍ । ମମତାଙ୍କ ଅଭିଯୋଗ ହେଲା ଯେ, ସବୁ ବିରୋଧୀ ଦଳ ପକ୍ଷରୁ ସେ…

ତିହାର ଜେଲରେ ୧୨୫ କଏଦୀ ଏଚଆଇଭି ପଜିଟିଭ୍

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ୧୨୫ କଏଦୀ ଏଚ.ଆଇ.ଭି. ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୨୦୦ କଏଦୀଙ୍କୁ ସିଫିଲିସ୍ ହୋଇଥିବା ଜଣାପଡିଛି। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାୟୀ, ୧୦,୫୦୦ କଏଦୀଙ୍କ ଚେକଅପ କରାଯିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଏହି ଜେଲରେ ମୋଟ…

ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା; ଫରେନ୍‌ସିକ୍‌ ଲ୍ୟାବ ପଠାଯିବ ମୋବାଇଲ

ଭୁବନେଶ୍ୱର: ଭୁବନେଶ୍ୱରରେ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ମାମଲାରେ ବଢୁଛି ସସପେନ୍ସ। ମଧୁମିତାଙ୍କ ସ୍ବାମୀ ଶ୍ରୀଧରଙ୍କ ଆଉ କାହା ସହିତ ସମ୍ପର୍କ ଅଛି କି ନା ସେନେଇ ଖୋଳତାଡ ଜାରି ରହିଛି। ଏଥିପାଇଁ ଶ୍ରୀଧରଙ୍କ ଫୋନ୍‌ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯିବ ବୋଲି କମିଶନରେଟ୍‌…

କାହା ପାଇଁ ଓଡିଶାକୁ ଆସିଲା ଆଳୁ? ତେଜିଲା ରାଜନୀତି

ଭୁବନେଶ୍ବର: କାହା ପାଇଁ ଓଡିଶାକୁ ଆସିଲା ଆଳୁ? କାହା ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗରୁ ଆସିଲା ଆଳୁ ଗାଡ଼ି ? ଆଳୁକୁ ନେଇ ତେଜିଲା ଶ୍ରେୟ ରାଜନୀତି । ଶାସକ, ବିରୋଧୀ ମୁହାଁମୁହିଁ । ବିଜେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛି ତ ଖାଦ୍ୟ ଯୋଗାଣ…

ଜୀବନକୁ ପାଣି ଛଡାଇ ନଈ ପାରି ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ

ଢେଙ୍କାନାଳ: ଥମୁନି ଜନନୀ ଯନ୍ତ୍ରଣା । ତା ଉପରେ ପୁଣି ଦାଉ ସାଧୁଛି ଲଗାଣ ବର୍ଷା । ରାସ୍ତା ନଥିବାରୁ ଜୀବନକୁ ପାଣି ଛଡାଇ ଖଟିଆରେ ବୁହା ହୋଇ ଉଛୁଳା ନଈ ପାର ହେଲେ ଗର୍ଭବତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କରଡ଼ାବଣି ଗାଁରେ । ସେହି ଗାଁର ହରିହର…