Latest Odisha News

BREAKING NEWS

ପାରଳାଖେମୁଣ୍ଡି ଅପହରଣ ମାମଲାରେ ୪ ଗିରଫ; ନକଲି ନୋଟ୍ ପ୍ରିଣ୍ଟିଂ ମେସିନ୍ ଜବତ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଅଞ୍ଚଳର ପାରଳା ସାହିରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦୀପକ ବେହେରା, କବିରାଜ ମଲ୍ଲି, ଚୈତନ୍ୟ ମଲ୍ଲି ଓ ସିବାଜୀ ମଲ୍ଲି। ଅଭିଯୁକ୍ତଙ୍କ ନିକଟରୁ ନକଲି ନୋଟ୍ ଛପା ମେସିନ୍ ବୋଲି…

ଅଗଷ୍ଟ ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି !

ନୂଆଦିଲ୍ଲୀ: ଅଗଷ୍ଟ ମାସ ଅନେକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ସାରା ଦେଶରେ ଅନେକ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଏ। ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଅପରପକ୍ଷେ ଏହି ମାସରେ ରକ୍ଷାବନ୍ଧନ ମଧ୍ୟ ରହିଛି । ଅଗଷ୍ଟ ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ…

ପ୍ରବଳ ବର୍ଷା ଯୋଗୁ ମାଲକାନଗିରିରେ ଭୁସ୍ଖଳନ

ମାଲକାନଗିରିରେ ଭୁସ୍ଖଳନ, ଯୋଗାଯୋଗରୁ ବିଚ୍ଛିନ୍ନ ୧୮ ଗାଁ ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ଭୁସ୍ଖଳନ। ଯାହା ଫଳରେ ୧୮ଟି ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛନ୍ତି। ସୂଚନା ଅନୁଯାୟୀ, କୋରୁକୋଣ୍ଡା ବ୍ଲକର ବାୟାପଡା ଘାଟିରେ ବଡ଼ ଧରଣର ଭୂସ୍ଖଳନ…

ଗୋଟିଏ ଟେବୁଲରେ ପିଏମ୍, ବିଜେପି ଶାସିତ ରାଜ୍ୟର ସିଏମ୍ ଓ ସାଂଗଠନିକ ନେତା ଏକାଠି ହେଉଛନ୍ତି!

ନୂଆଦିଲ୍ଲୀ: ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଦିଲ୍ଲୀରେ ବୈଠକ କରିବାକୁ ଯାଉଛନ୍ତି। ନୀତି ଆୟୋଗଙ୍କ ବୈଠକ ପରେ କିମ୍ବା ଆସନ୍ତାକାଲି ବୈଠକ ଆରମ୍ଭ ହେବାର ସମ୍ଭାବନା ରହିଛି। ବିଜେପି ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ବିଜେପି…

ମାଇକ୍ ବନ୍ଦ କରି ଦିଆଗଲା ନା ଶ୍ରୀଘ୍ର ଫେରିବେ ବୋଲି କମ୍ କହି ବୈଠକରୁ ପଳାଇ ଆସିଲେ ମମତା?

ନୂଆଦିଲ୍ଲୀ: ଯେତେବେଳେ ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଛାଡି ଅନ୍ୟମାନେ ବହିଷ୍କାର କରିଛନ୍ତି। ସେହିସମୟରେ ମମତାଙ୍କ ମୁଡ ବଦଳୁଛି କି ଚର୍ଚ୍ଚା ହେଉଥିବା ବେଳେ ବୈଠକ ମଝିରେ ମମତାଙ୍କ ହାବଭାବ ପୁଣି ବଢୁଥିବା ଚର୍ଚ୍ଚାରେ ବିରାମ ଲଗାଇଛି।…

ବାଲେଶ୍ୱରରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ସୋର: ବାଲେଶ୍ୱରର ସୋର ବ୍ଲକ କେଦାରପୁର ପଂଚାୟତ ବାଣୀସିଆ ପ୍ରାଥମିକ ବିଦ୍ୟଳୟରେ ଶନିବାର ମଧ୍ୟାହ୍ନ ଭୋଜନ ଖାଇ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି। ସଙ୍ଗେସଙ୍ଗେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଆଜି…

ପଶ୍ଚିମବଙ୍ଗରୁ ଆସିଲାଣି ଆଳୁ ଟ୍ରକ୍, ସ୍ଵାଭାବିକ ହେବ ଦର : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ସ୍ଵାଭାବିକ ହେଉଛି ଆଳୁ ଦର । ତେବେ ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା କିନ୍ତୁ ଏବେ ଆସିବା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆଳୁ ଆସିବା ଆରମ୍ଭ ହୋଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି…

ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଳୁ ସମସ୍ୟାର ସମାଧାନ ନେଇ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଳୁ ଯୋଗାଣ ସମସ୍ୟାର ସମାଧାନ ନେଇ ଆଲୋଚନା କରିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀରେ ଅଛନ୍ତି। ତେବେ…

ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ଯିବେ ଇସ୍ରୋର ଗଗନଯାତ୍ରୀ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ଆଇଏସ୍ଏସ୍) ଯିବେ ଇସ୍ରୋର ଗଗନଯାତ୍ରୀ। ଲୋକସଭାରେ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ କହିବାନୁସାରେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଗଗନଯାନ ପାଇଁ…

ବେଙ୍ଗାଳୁରୁ ହଷ୍ଟେଲରେ ନିର୍ମମ ହତ୍ୟା, ସିସିଟିଭିରେ କଏଦ ଦୃଶ୍ୟ

ବେଙ୍ଗାଳୁରୁ: ରାତି ୧୧ଟାରେ ଗାର୍ଲସ ହଷ୍ଟେଲରେ ପଶିଲା ଯୁବକ, ଗାର୍ଲଫ୍ରେଣ୍ଡର ସାଙ୍ଗକୁ ନିର୍ମମ ହତ୍ୟା । ସିସିଟିଭିରେ କଏଦ ହତ୍ୟାର ଛାତିଥରା ଦୃଶ୍ୟ । ବେଙ୍ଗାଳୁରୁର ଜନଗହଳିପୂର୍ଣ୍ଣ କୋରମଙ୍ଗଳା ଅଞ୍ଚଳରେ ଥିବା ଗାର୍ଲସ ହଷ୍ଟେଲରେ ଏହି ଲୋମହର୍ଷକାରୀ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବତୀ…