ବସ୍ ରୁ ଗାଏବ ହେଲା ୫ଲକ୍ଷ ଟଙ୍କା ସହ ୧୭ କେଜି ରୂପା, ଥାନାରେ ଏତଲା
ଖଲ୍ଲିକୋଟ: ରୂପା ବ୍ୟବସାୟୀଙ୍କ ଠାରୁ ରୂପା ଲୁଟି ନେଲେ ଚୋରା। ବ୍ରହ୍ମପୁର ଠାରୁ କୋଲକାତା ଅଭିମୁଖେ ଯାଉଥିବା ଖମ୍ବେଶ୍ବରୀ ବସ୍ ରେ ଜଣେ ରୂପା ବ୍ୟବସାୟୀ ୧୭କେଜି ରୂପା ସହ ୫ଲକ୍ଷ ଟଙ୍କା ନେଇ କୋଲକାତା ଯାଉଥିବା ବେଳେ ବାଟରେ ହେଲା ଚୋରି। ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।…