ୟୁଟ୍ୟୁବରଙ୍କ ଉପରେ କଟକଣା ଲଗାଇବା ପାଇଁ ବିଲ୍ ଆଣିବେ ମୋଦୀ ସରକାର
ନୂଆଦିଲ୍ଲୀ: ୟୁଟ୍ୟୁବରଙ୍କ ଉପରେ କଟକଣା ଲଗାଇବା ପାଇଁ ବିଲ୍ ଆଣିବେ ମୋଦୀ ସରକାର, ତିଆରି ହେବ ନିୟମ। ଯେଉଁମାନେ ନିୟମିତ ଭାବେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ କରନ୍ତି, ପଡକାଷ୍ଟ ତିଆରି କରନ୍ତି କିମ୍ବା ଅନଲାଇନ୍ କରେଣ୍ଟ ଆଫେୟାର୍ସ ବିଷୟରେ ନ୍ୟୁଜ ଲେଖିଥାନ୍ତି ସେମାନଙ୍କୁ ଡିଜିଟାଲ…