ବୁଧ ଗ୍ରହରେ ବିସ୍ତୃତ ହୋଇପଡିଛି ହୀରାର ଚାଦର
ନୂଆଦିଲ୍ଲୀ: ବୁଧ ଗ୍ରହରେ ମିଳିଲା ହୀରା । ଗୋଟେ କିମ୍ବା ଦୁଇଟି ନୁହେଁ ୧୫ କିମି ପର୍ଯ୍ୟନ୍ତ ଏକ ମୋଟା ଚାଦର ଭଳି ବିଛାଡି ହୋଇ ପଡିଛି ହୀରା । ବୈଜ୍ଞାନିକମାନେ ବୁଧ ଗ୍ରହର ପରିସର ତଳେ କିଛି ଏମିତି ଖଜାନାର ସନ୍ଧାନ କରିଛନ୍ତି ।
ବୁଧଗ୍ରହ ବା ମର୍କ୍ୟୁରୀରେ ୯ ମିଲିମିଟର ପର୍ଯ୍ୟନ୍ତ…