ଶ୍ରମିକଙ୍କୁ ଟ୍ରକ୍ ଚାପିଦେବା ଘଟଣା, କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ପକ୍ଷରୁ ରାସ୍ତାରୋକ
ବଣାଇ: ରାସ୍ତା କାମ ବେଳେ ୩ ଶ୍ରମିକଙ୍କୁ ଟ୍ରକ୍ ଚାପିଦେବା ଘଟଣା । କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ପକ୍ଷରୁ ରାସ୍ତାରୋକ । ଏନଏଚ ୫୨୦ ରଜାମୁଣ୍ଡା ନିକଟରେ ୩ ଶ୍ରମିକଙ୍କ ପରିବାର ପକ୍ଷରୁ ରାସ୍ତାରୋକ କରାଯାଇଛି । ଫଳରେ ଅଟକି ରହିଛି ରାତ୍ରୀକାଳୀନ ବସ୍ ସହ ଟ୍ରକ । ଯାତାୟାତ…