Latest Odisha News

BREAKING NEWS

କାଳ ହେଲା ରିଲ୍ସ ସୁଟ୍ କରିବା; ୩୦୦ ଫୁଟ୍ ଖାଇକୁ ଖସି ଟ୍ରାଭେଲ ଇନଫ୍ଲୁଏନ୍ସର ମୃତ

ମୁମ୍ବାଇ: ମୁମ୍ବାଇର ଜଣେ ୨୭ ବର୍ଷୀୟ ଟ୍ରାଭେଲ ଇନଫ୍ଲୁଏନ୍ସର ଅନଭି କାମଦାର ଇନଷ୍ଟାଗ୍ରାମ ରିଲ ସୁଟିଂ କରୁଥିବା ସମୟରେ ଏକ ଖାଇରେ ପଡିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା କୁମ୍ଭେ ଜଳପ୍ରପାତ ନିକଟରେ ଘଟିଛି ଏହି ଅଘଟଣ। ଜୁଲାଇ ୧୬ରେ ଅନଭି ସାଙ୍ଗମାନଙ୍କ…

ଖୋଲୁଛି ବିବାଦୀୟ ଆଇଏଏସଙ୍କ ଗୁମର, ଭିନ୍ନକ୍ଷମ ସାର୍ଟିଫିକେଟ୍ ପାଇଁ ଦେଇଥିଲେ ଭୁଲ୍ ଠିକଣା

ନୂଆଦିଲ୍ଲୀ: ଧୀରେ ଧୀରେ ଖୋଲୁଛି ବିବାଦୀୟ ଟ୍ରେନି ଆଇଏଏସ ପୂଜା ହେଡକରଙ୍କ ସବୁ ଚାଲାକି । ଯାଞ୍ଚବେଳେ ଏବେ ପୁଣି ଏକ ନୂଆ ଖୁଲାସା ହୋଇଛି । ଭିନ୍ନକ୍ଷମ ସାର୍ଟିଫିକେଟ ତିଆରି ପାଇଁ ଦେଇଥିଲେ ଭୁଲ୍ ଠିକଣା । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିପାଇଁ…

ଜବରଦଖଲ ଉଚ୍ଛେଦ ବେଳେ ନକଲି ଚା’ପତି କାରଖାନା ଠାବ

ଚୌଦ୍ୱାର: ଜବରଦଖଲ ଉଚ୍ଛେଦ ବେଳେ ନକଲି ଚା'ପତି କାରଖାନା ଠାବ। ଜଗତପୁର ଲକ୍ଷ୍ମଣପୁରରୁ ନକଲି ଚା'ପତି କାରଖାନା ଠାବ କଲା ସିଏମସି। ବିପୁଳ ଚା'ପତି ସହ ଯନ୍ତ୍ରାଂଶ ଓ ଦାମୀ ବ୍ରାଣ୍ଡର ଷ୍ଟିକର, ଲେବଲ୍ ଜବତ ହୋଇଛି। ସୂଚନା ଅନୁସାରେ, ଜଗତପୁର ଲକ୍ଷ୍ମଣପୁରରେ ଚାଲିଥିଲା ଜବରଦଖଲ ଉଚ୍ଛେଦ।…

ରତ୍ନଭଣ୍ଡାର ପରିଦର୍ଶନ କରି ଫେରିଲେ ଗଜପତି ମହାରାଜ, ଜାଣନ୍ତୁ କ’ଣ କହିଲେ….

ପୁରୀ: ଚାଲିଛି ଅଳଙ୍କାର ସ୍ଥାନାନ୍ତରଣ । ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରିତ ପ୍ରକ୍ରିୟା ସବୁକୁ ଅନୁଧ୍ୟାନ କରି ବାହାରକୁ ଫେରିଛନ୍ତ ଗଜପତି ମହାରାଜ । ଏହାପରେ ଭିତର ରତ୍ନଭଣ୍ଡାର ସ୍ଥାନାନ୍ତରଣ ନେଇ ସୂଚନା ଦେଇଛନ୍ତି ଗଜପତି । ଏନେଇ ଗଜପତି କହିଛନ୍ତି, ଭିତର ରତ୍ନଭଣ୍ଡାରର ଅଳଙ୍କାର…

ନିଟ୍ ପେପର୍ ଲିକ୍ ମାମଲାରେ ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ପାଟନା ଏମ୍ସର ତିନି ଡାକ୍ତର ଅଟକ

ନୂଆଦିଲ୍ଲୀ: ଆଜି ନିଟ୍ ପେପର୍ ଲିକ୍ ମାମଲାରେ ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାକୁ ଯାଉଛି। ଏହା ପୂର୍ବରୁ ସିବିଆଇକୁ ମିଳିଛି ବଡ଼ ସଫଳତା। ଏହି ଘଟଣାର ତଦନ୍ତ କରୁଥିବା ସିବିଆଇ ପେପର୍ ଲିକ୍ ଗ୍ୟାଙ୍ଗର ମୁଖ୍ୟ କନେକସନ ପାଖକୁ ପହଞ୍ଚିଛି। ଏହି ସମୟରେ ଅନୁସନ୍ଧାନକାରୀ…

ନିର୍ଦ୍ଧାରଣ ଶୁଭ ମୁହୂର୍ତ୍ତରେ ଖୋଲିଲା ଭିତର ଦ୍ବାର, ଖୋଲିବ ସବୁ ରହସ୍ୟ

ପୁରୀ: ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତ ୯. ୫୧ରେ ଖୋଲିଛି ଭିତର ରତ୍ନଭଣ୍ଡାର ଦ୍ବାର । ନିର୍ଦ୍ଧାରିତ ସମୟରେ ଭିତର ଦ୍ବାର ଖୋଲି ପ୍ରବେଶ କରିଛନ୍ତି କମିଟି ସଦସ୍ୟ । ରତ୍ନଭଣ୍ଡାର ତଦନ୍ତ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦପାଢୀଙ୍କ ସମେତ ୧୧…

ଆଜି ଶ୍ରୀଜିଉଙ୍କ ଅଧରପଣା: ରଥ ଉପରେ ଅନୁଷ୍ଠିତ ହେବ ନୀତିକାନ୍ତି, କାଲି ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ: ଶେଷ ହେଲା ଶ୍ରୀଜିଉଙ୍କ ସୁନାବେଶ । ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି। ଆସନ୍ତାକାଲି ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ। ଆଜି ଦ୍ୱାଦଶୀ ତିଥି । ପରମ୍ପରା ଅନୁୟାୟୀ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧରପଣା ନୀତି ହେବ। ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା…

୯ଟା ୫୧ରେ ଖୋଲିବ ଭିତର ରତ୍ନଭଣ୍ଡାର, ଉପସ୍ଥିତ ରହିବେ ଗଜପତି ମହାରାଜା !

ପୁରୀ: ଆଜି ଖୋଲିବ ଭିତର ରତ୍ନ ଭଣ୍ଡାର। ଏନେଇ ମାହେନ୍ଦ୍ର ବେଳା ସ୍ଥିର ହୋଇଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏନେଇ ସୂଚନା ଦେଇଛନ୍ତି। ସକାଳ ୯ଟା ୫୧ରେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ସମୟ ଧାର୍ଯ୍ୟ ହୋଇଛି ଜଷ୍ଟିସ ରଥ କହିଛନ୍ତି। ସେ ଆହୁରି କହିଛନ୍ତି, ଭିତର…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି କରୋନା

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି କରୋନା। ୮୧ ବର୍ଷ ବୟସ୍କ ରାଷ୍ଟ୍ରପତି ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଠାରେ କୋଭିଡ-19ର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ୨ ବର୍ଷ ପରେ ପୁଣି ଥରେ ବାଇଡେନ୍ କରୋନାରେ…

ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ; ୨ ଯବାନ ସହିଦ, ୪ ଗୁରୁତର

ରାୟପୁର: ପୁଣି ମାଓବାଦୀଙ୍କ ବର୍ବରତା। ଛତିଶଗଡ଼ ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ଏହି ଘଟଣାରେ ୨ ଯବାନ ସହିଦ ହୋଇଥିବା ବେଳେ ୪ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି। ତାରେମ ଥାନା ମାଣ୍ଡିମାର୍କା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ସିଆରପିଏଫ୍ ଓ ଡିଆର୍‌ଜି ଯବାନଙ୍କ…