ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ, ତେଣୁ ଡରିବାର ପ୍ରଶ୍ନ ଉଠୁନି: ପ୍ରତାପ ଷଡଙ୍ଗୀ
ଭୁବନେଶ୍ବର: ଆମେ ଅତ୍ୟନ୍ତ ଖୁସି ଯେ ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି । ସେମାନେ ଆମକୁ ଜଗନ୍ତୁ ବୋଲି ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ବାସ୍ତବରେ ବିଜେଡିର ଛାୟା କ୍ୟାବିନେଟକୁ ନେଇ ଏପରି କିଛି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ।
ସେ ଆହୁରି ମଧ୍ୟ…