Latest Odisha News

BREAKING NEWS

ନବବିବାହିତ ସ୍ତ୍ରୀର ରହସ୍ୟଜନକ ମୃତ୍ୟୁ ପରେ ଥାନାରୁ ଛୁ ମରିଲା ସ୍ୱାମୀ, ପୋଲିସ ଜଳକା

ବ୍ରହ୍ମପୁର: ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ନବ ବିବାହିତ ମହିଳାଙ୍କ ସ୍ୱାମୀ ବ୍ରହ୍ମପୁର ମେଡ଼ିକାଲରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଗୋଳନ୍ଥରା ଥାନା ଓଡିଆରପି କଲୋନୀରେ ରହୁଥିବା ଲକ୍ଷ୍ମୀ ମହାରଣା ୪ ମାସ ତଳେ ରାଣୀ ମହାରଣାଙ୍କୁ ବିବାହ କରିଥିଲେ। ରାଣୀଙ୍କ…

ମନ୍ତ୍ରୀଙ୍କ ଆଗରେ ରାସ୍ତା ଓ ପରିମଳ ବ୍ୟବସ୍ଥା କଥା ଉଠାଇ ମେୟରଙ୍କୁ ଘେରିଲେ ଲୋକେ

ଭୁବନେଶ୍ୱର: ନିଜ ଅଞ୍ଚଳର ସମସ୍ୟା ଏବଂ ବିକାଶ କିଭଳି ହୋଇଛି ଜଣାଇବାକୁ ରାଜଧାନୀସ୍ଥିତ ଲକ୍ଷ୍ମୀସାଗର-ଚିନ୍ତାମଣିଶ୍ୱର ଅଞ୍ଚଳର ଲୋକେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଆମନ୍ତ୍ରଣ କରିଥିଲେ। ଆଉ ଲୋକେ ନୂଆ ମନ୍ତ୍ରୀଙ୍କୁ ଦେଖି ଯେପରି ଦୀର୍ଘ ଦିନର…

ନୂଆ ଏଜି ନିଯୁକ୍ତିରେ ବିଳମ୍ବ: ଲେଖାଶ୍ରୀଙ୍କ ସମାଲୋଚନାକୁ ମନୋଜ ଦେଲେ ମୁହଁତୋଡ ଜବାବ

ଭୁବନେଶ୍ୱର: ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାରର ମାସେ ପୂରିବା ସତ୍ତ୍ୱେ ଆଡଭୋକେଟ ଜେନେରାଲ (ଏଜି) ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବାରୁ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସମାଲୋଚନା ଆରମ୍ଭ ହୋଇଛି। ବିଳମ୍ବ ଯୋଗୁଁ ଅସନ୍ତୋଷ ବଢିବା ସହ ଏହି ପଦ ପାଇଁ ଆଶାୟୀଙ୍କ…

୩୭ ବର୍ଷ ପରେ ପୂନର୍ବାର ଆଉ ଏକ ସତୀ କେସ

ରାୟଗଡ: ୪ ସେପ୍ଟମ୍ବର ୧୯୮୭ରେ ରାଜସ୍ଥାନ ସୀକର ଜିଲ୍ଲାରେ ପତି ମାଲ ସିଂଙ୍କ ଦେହାନ୍ତ ପରେ ପତ୍ନୀ ରୂପ କଓଁର ଚିତାକୁ ଡେଇଁ ସତୀ ହୋଇ ଯାଇଥିଲେ । ସେ ସମୟରେ ତାଙ୍କୁ ମାତ୍ର ୧୮ ବର୍ଷ ବୟସ ହୋଇଥିଲା । ଏହା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଅନ୍ଧବିଶ୍ୱାସ ଏବେ ବି ବଂଚି ରହିଥିବା ନେଇ…

ଭାରତରେ ଅଣଦେଖା ହେଉଥିବା ଏହି ଖେଳାଳିଙ୍କୁ ହକି ୱାନ ପାଇଁ ସାଇନ କଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର: ୨୦୨୨ ପରଠାରୁ ପ୍ରତିଭାବାନ ଫରୱାର୍ଡ ଖେଳାଳି ଶୀଲାନନ୍ଦ ଲାକ୍ରା ବାରମ୍ବାର ଅଣଦେଖା ହୋଇ ଆସୁଛନ୍ତି । ନିକଟରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ହକି ୱାନ ଲିଗ ପାଇଁ ଏଚସି ମେଲବୋର୍ଣ୍ଣ ତାଙ୍କୁ ସାଇନ କରିଛି । ସେ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଏହି ଲିଗ ଖେଳିବେ । ଏହା ତାଙ୍କ…

ଏହି ଖେଳାଳି ସଚିନ ଆଉ ଲାରାଙ୍କଠାରୁ ଥିଲେ ଅଧିକ ପ୍ରତିଭାବାନ

ନୂଆଦିଲ୍ଲୀ:ୱେଷ୍ଟଇଣ୍ଡିଜର ମହାନ ଖେଳାଳି ବ୍ରାଏନ ଲାରାଙ୍କ ଏକ ବୟାନ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ଲାରା ଏକ ସାକ୍ଷାତକାରେରେ କହିଥିଲେ ସଚିନ ତେନ୍ଦୁଲକର ଓ ମୋଠାରୁ ଆଉ ଜଣେ ଖେଳାଳି ଅଧିକ ପ୍ରତିଭାବାନ ଥିଲେ । ଲାରା ତାଙ୍କ ପୁସ୍ତକ ଦି ଇଂଲଣ୍ଡ କ୍ରୋନିକଲ୍ସରେ ଏହି ଖେଳାଳିଙ୍କ ନାମ…

ରତ୍ନଭଣ୍ଡାର ଖୋଲାଯାଇଥିବା କଥାରେ ଅପପ୍ରଚାର କରାନଯାଉ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ପରେ ରତ୍ନଭଣ୍ଡାର ଖୋଲା ହୋଇଛି। ଏବେ ଏହାକୁ ନେଇ ଆପତ୍ତି ଉଠାଇଛି କଂଗ୍ରେସ। ଦଳର ବରିଷ୍ଠ ନେତା ନିରଞ୍ଜନ ପୂଜାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ…

ପ୍ୟାରିସ ଅଲିମ୍ପିକ୍ସ: ଟିଟିରେ ଭାରତର ଖେଳାଳିଙ୍କ ଅପେକ୍ଷା ସହଯୋଗୀ ଷ୍ଟାଫଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ପଦକ ହାସଲ କରିବା ପାଇଁ ଭାରତୀୟ ଆଥଲେଟମାନେ ଜୋରସୋରରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଭାରତର ଉଭୟ ପୁରୁଷ ଓ ମହିଳା ଟିମ ଏଥର ଅଂଶଗ୍ରହଣ କରୁଛନ୍ତି । ସବୁଠାରୁ ମଜାର କଥା ଖେଳାଳିଙ୍କ ତୁଳନାରେ ଅଧିକ କୋଚ ଏହି ଟିମ ସହିତ ଯାଉଛନ୍ତି । ଷ୍ଟାର ଖେଳାଳି…

୨୧ରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ଵର: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖରେ ଶେଷ ହେବ । ୮୩ଟି ପରିକ୍ଷା କେନ୍ଦ୍ରରେ ମୋଟ ୯୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏସଓଏସସିରେ ୧୨୧ କେନ୍ଦ୍ରରେ ୨୪,୫୨୦ ପିଲା ପରୀକ୍ଷା ଦେବେ। ଏ…

ଅଗଷ୍ଟରୁ କିମସରେ ହେବ ମାଗଣା ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାର 

ଭୁବନେଶ୍ୱର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍ସ (କିମ୍‍ସ)ରେ ଆସନ୍ତା ଅଗଷ୍ଟ ମାସରୁ ମାଗଣା ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାର କରାଯିବ। ସ୍ମାଇଲ୍‍ ଫାଉଣ୍ଡେସନ୍‍ ସହଯୋଗରେ କିମ୍‍ସରେ ଏହି ସେବା ଯୋଗାଇ ଦିଆଯିବାକୁ ଥିବା ବେଳେ ସମାଜର ସବୁବର୍ଗ ଏହାର ସୁବିଧା ନେଇପାରିବେ।…