Latest Odisha News

BREAKING NEWS

ଅଗଷ୍ଟରୁ କିମସରେ ହେବ ମାଗଣା ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାର 

ଭୁବନେଶ୍ୱର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍ସ (କିମ୍‍ସ)ରେ ଆସନ୍ତା ଅଗଷ୍ଟ ମାସରୁ ମାଗଣା ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାର କରାଯିବ। ସ୍ମାଇଲ୍‍ ଫାଉଣ୍ଡେସନ୍‍ ସହଯୋଗରେ କିମ୍‍ସରେ ଏହି ସେବା ଯୋଗାଇ ଦିଆଯିବାକୁ ଥିବା ବେଳେ ସମାଜର ସବୁବର୍ଗ ଏହାର ସୁବିଧା ନେଇପାରିବେ।…

କଂଗ୍ରେସରୁ ଇସ୍ତଫା ଦେଲେ ପଞ୍ଚାନନ ଦାଶ 

ଭୁବନେଶ୍ୱର: ଭାରତୀୟ ପରିସଂଖ୍ୟାନ ସେବା (ଆଇଏସଏସ) ଅଧିକାରୀ ପଞ୍ଚାନନ ଦାଶ ମଙ୍ଗଳବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ଏବଂ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରୁ ଇସ୍ତଫା ଦେଇଛନ୍ତି। ଅମଲାତନ୍ତ୍ର ଭାବେ କାର୍ଯ୍ୟ କରୁଥିବା…

ପ୍ରସିଦ୍ଧ କବିଙ୍କ ଘରୁ ଚୋରୀ କରିଥିବା ଜାଣିବା ପରେ ସାମଗ୍ରୀ ଫେରାଇଲା ଚୋର

ମୁମ୍ବାଇ: ଏଠାରେ ଏକ ମଜାଦର ଖବର ସମ୍ମୁଖକୁ ଆସିଛି । ରାୟଗଡ ଜିଲ୍ଲାର ନେରଳରେ ପ୍ରସିଦ୍ଧ ଲେଖକ ତଥା କବି ନାରାୟଣ ସୁର୍ବେଙ୍କ ଘରୁ ଏଲଇଡି ଟିଭି ସମେତ କେତେକ ଦାମୀ ସାମଗ୍ରୀ ଚୋରୀ ହୋଇ ଯାଇଥିଲା । ନାରାୟଣ ଜଣେ ପ୍ରତିଷ୍ଠିତ ମରାଠୀ କବି ତଥା ସମାଜସେବୀ ଥିଲେ । ତାଙ୍କର ପରଲୋକ ହେବା ପରେ ଝିଅ…

ଗଣେଶଙ୍କ ମୂର୍ତ୍ତୀ ସହ ଫଟୋ ଉଠାଇ ସମାଲୋଚିତ ହେଲେ କିମ କାର୍ଦ୍ଦିଶିୟାନ

ମୁମ୍ବାଇ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚେଂଟଙ୍କ ବିବାହ ଉତ୍ସବରେ ଦେଶ ଓ ବିଦେଶର ଅନେକ ସେଲିବ୍ରେଟି ଅଂଶଗ୍ରହଣ କରିଥିଲେ । ଆନ୍ତର୍ଜାତୀୟ ରିୟଲିଟି ଟେଲିଭିଜନ ଷ୍ଟାର କିମ କାର୍ଦ୍ଦିଶିୟାନ ତାଙ୍କ ଭଉଣୀ କଲୋଇ କାର୍ଦ୍ଦିଶିୟାନଙ୍କ ସହ ଏଥିରେ ଅଂଶଗ୍ରହଣ କରିଥିଲେ । ସୋସିଆଲ ମିଡିଆରେ ସେ ଏହି…

ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ ଝଟକା, ପୁଣି ଥରେ ଟ୍ରେନିଂ ଯିବାକୁ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ରର ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ବଡ ଝଟକା । ପୁଣି ଥରେ ଟ୍ରେନିଂ ନେବାକୁ ଆଇଏଏସ୍‌ ଏକାଡେମୀ ଯିବେ ପୂଜା । ପୂଜାଙ୍କ ଜିଲ୍ଲା ଟ୍ରେନିଂକୁ ସ୍ଥଗିତ ରଖିଲେ ମସୌରୀ ଆଇଏଏସ୍‌ ଏକାଡେମୀ । ଜିଲ୍ଲା ଟ୍ରେନିଂ ସ୍ଥଗିତ କରି ପୁଣି ମସୌରୀ ଆସିବାକୁ ନିର୍ଦ୍ଦେଶ…

ଅର୍ଡରର ୪୮ ଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ୍, ନଚେତ…

ଭୁବନେଶ୍ଵର: ଅର୍ଡର ଦେବାର ୪୮ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଗ୍ୟାସ । ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନପହଞ୍ଚିଲେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ । ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ଡିଲର୍‌ ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ । ଖାଉଟିଙ୍କୁ ଉତ୍ତମ ସେବା ପ୍ରଦାନ ଉପରେ…

ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର: ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍। ଜାତୀୟ ରାଜପଥ ୧୬ରେ ଗଞ୍ଜେଇ ଚାଲାଣକାରୀ-ପୋଲିସ ଗୋଡ଼ାଗୋଡ଼ି । ଭୁବନେଶ୍ୱରର ପୋଲିସ କମିଶନର- କଟକ ସଞ୍ଜୀବ ପଣ୍ଡା ସୂଚନା…

ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା

ଯାଜପୁର: ଭଙ୍ଗା ଯିବନି ବିବାଦୀୟ ବଲ୍ଲେ ବଲ୍ଲେ ଢାବା । ବଲ୍ଲେ ବଲ୍ଲେ ଢାବା ଭଙ୍ଗାଯିବନି ବୋଲି କହିଛନ୍ତି ଧର୍ମଶାଳା ବିଡିଓ । ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାରୁ ଢାବା ଭଙ୍ଗାଯିବନି ବୋଲି କହିଛନ୍ତି ବିଡିଓ । ସୂଚନାଯୋଗ୍ୟ ଯେ, ବିନା ସରକାରୀ କାଗଜପତ୍ରରେ ଜଣେ ମହିଳା ବିଜେଡି…

୧୪ଟି ହାଇସ୍କୁଲକୁ ହାୟର ସେକେଣ୍ଡାରୀ ସ୍କୁଲରେ ପରିଣତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ହେଉଥିବା ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି କରାଯିବ । ଏହାସହିତ ସ୍ଵାସ୍ଥ୍ୟ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ କରାଯିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ବାହୁଡାରେ ବି ଅଟକିଲେ ଶ୍ରୀ ବଳଦେବଜୀଉ, ଅଧା ରାସ୍ତାରେ ଅଟକିଲା ବ୍ରହ୍ମ ତାଳଧ୍ଵଜ

କେନ୍ଦ୍ରାପଡା: ରଥଯାତ୍ରା ପରେ ଆଜି ବାହୁଡାରେ ବି ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ । ଓମଫେଡ ଅଫିସ ନିକଟରେ ବାମମୋଡ଼ ନେଇ ଢଳିଲା ରଥ । ଭକ୍ତମାନେ ଯେତେ ଟାଣିଲେ ବି ଆଗକୁ ଗଡୁନି ରଥ। ଫଳରେ ହାଇଡ୍ରୋଲିଂ ମେସିନ ସାହାଯ୍ୟରେ ରଥ ଟାଣିବା ନେଇ ପ୍ରସ୍ତୁତ ହେଉଛି ପ୍ରଶାସନ । ସୂଚନାଯୋଗ୍ୟ ଯେ,…