Air pollution: ବିଷ ପାଲଟିଛି ରାଜଧାନୀ ବାୟୁ, ଅନେକ ସ୍ଥାନରେ ଏକ୍ୟୁଆଇ ୪୦୦ ପାର୍
ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଡରାଇଲାଣି ବାୟୁ ପ୍ରଦୂଷଣ। ରାଜଧାନୀର ବାୟୁ ପ୍ରଦୂଷଣ ଉପରମୁହାଁ। ନିଶ୍ୱାସ, ପ୍ରଶ୍ୱାସ ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ। ଗତ କିଛି ଦିନ ଧରି ଅଧିକାଂଶ ଅଞ୍ଚଳ ରେଡ୍ ଜୋନରେ ରହିଛି। ପ୍ରଦୂଷଣ ସ୍ଥିତି ଏତେ ଭୟଙ୍କର ହୋଇଛି ଯେ ଏହା ସ୍ପଷ୍ଟ ଭାବରେ…