Latest Odisha News

BREAKING NEWS

ଭତ୍ତା ସମସ୍ୟାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ ସୂଚନା..

ଭୁବନେଶ୍ୱର: ଭତ୍ତା ସମସ୍ୟାର ହେଲା ସମାଧାନ। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଭତ୍ତା ରାଶି ପହଞ୍ଚିଲାଣି। ଅବଶିଷ୍ଟ ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିଯିବ। ଦେଶର ସବୁ ରାଜ୍ୟର ପୋର୍ଟାଲ ସମସ୍ୟା…

ପାଠ୍ୟପୁସ୍ତକ ତ୍ରୁଟି: ୩ ଜଣିଆ କମିଟି ଗଠିତ, ୭ ଦିନରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଆଭାସ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ…

ତୁଟିଲା ରଥଖଳା କଳି, ପୁଣି ଆରମ୍ଭ ହେଲା ରଥ କାମ

ପୁରୀ: ତୁଟିଲା ବିବାଦ, ଚାଲିଲା ରଥକାମ। ରଥଖଳା ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବ ପରି ପୁଣି ଥରେ ରଥଖଳାରେ ଆରମ୍ଭ ହେଲା ତିନି ରଥର ନିର୍ମାଣ କାର୍ଯ୍ୟ। ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ଉନ୍ନୟନ ପ୍ରଶାସକଙ୍କ ସହ ଆଲୋଚନା…

ଚାମେଲି ଓଝା ବିବାଦ; ହାଇକୋର୍ଟରେ ଦାୟର ହେଲା ମାମଲା, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ

କେନ୍ଦ୍ରାପଡ଼ା: ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଜାମିନ ମିଳିଛି। ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ହାଇକୋର୍ଟରେ ଦାୟର ହୋଇଛି ମାମଲା। SIT ତଦନ୍ତ ଦାବିରେ ଦାୟର ହେଲା ଜନସ୍ୱାର୍ଥ ମାମଲା। ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ…

Indo Pacific Command: କମାଣ୍ଡରୁ ‘ଇଣ୍ଡୋ’ ହଟାଇଲା ଆମେରିକା, ପିଓକେକୁ ପାକିସ୍ତାନର ଅଂଶ ଦେଖାଇ ବିବାଦରେ…

ନୂଆଦିଲ୍ଲୀ: ଆମେରିକା ତାହାର ପ୍ରମୁଖ ସାମରିକ କମାଣ୍ଡ ‘US Indo-Pacific Command (USINDOPACOM)’ର ନାମ ପରିବର୍ତ୍ତନ କରି ପୁଣିଥରେ ‘US Pacific Command (USPACOM)’ କରିଛି। ଯାହା ମଧ୍ୟରୁ ଇଣ୍ଡୋ(Indo) ଶବ୍ଦଟି କାଢି ଦିଆଯାଇଛି । ୨୦୧୮ ମସିହାରେ ତତ୍କାଳୀନ ରକ୍ଷାମନ୍ତ୍ରୀ ଜିମ୍…

Medical Negligence Alleged: ମହିଳାଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା;ଡାକ୍ତରଙ୍କୁ କଲେ ଆକ୍ରମଣ

ମାଲକାନଗିରି: ମାଲକାନଗିରି ସଦର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ୮ମାସର ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି ଲୋକ । ମୃତ ମହିଳା ହେଲେ ବନ୍ଦନା ମଣ୍ଡଳ । ପରିବାର ଲୋକଙ୍କ କହିବା ଅନୁସାରେ ,ଗତକାଲି ରାତିରେ…

ମହାରାଷ୍ଟ୍ର ରାଜନୀତିରେ ‘ଅପରେସନ୍ ଟାଇଗର’ ଚର୍ଚ୍ଚା ! ଉଦ୍ଧବଙ୍କ ବଡ଼ ସନ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ବଡ଼ ଧରଣର ହଲଚଲ୍ ଦେଖିବାକୁ ମିଳିଛି। 'ଅପରେସନ୍ ଟାଇଗର'କୁ ନେଇ ଚାଲିଥିବା ଜୋରଦାର ଚର୍ଚ୍ଚା ମଧ୍ୟରେ ଶିବସେନା (UBT) ପ୍ରମୁଖ ଉଦ୍ଧବ ଠାକରେ ଦଳର ସାଂସଦମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ଉଦ୍ଧବ ନିଜ…

ଶୀତଳଷଷ୍ଠୀ ପାଇଁ ୨୦ରେ ସମ୍ୱଲପୁରରେ ସରକାରୀ ଛୁଟି

ଭୁବନେଶ୍ବର: ଓଡ଼ିଶା ସରକାର ପ୍ରସିଦ୍ଧ ଶୀତଳ ଷଷ୍ଠୀ ପର୍ବ ପାଇଁ ଜୁନ୍ ୨୦ ତାରିଖରେ ସମ୍ବଲପୁରରେ ଛୁଟି ଘୋଷଣା କରିଛନ୍ତି। ଉତ୍ତର ଆରଡିସିଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଉପଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।ଏହି ସମୟରେ ମହୋତ୍ସବକୁ…

୨୦୦ତମ ମ୍ୟାଚ୍‌ରେ ମେସିଙ୍କ ମହା-ରେକର୍ଡ

ଫୁଟବଲ୍ ଜଗତର ଜାଦୁଗର ଲିଓନେଲ୍ ମେସି ପୁଣିଥରେ ପ୍ରମାଣ କରିଛନ୍ତି ଯେ ତାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା ମାତ୍ର। ଫିଫା ବିଶ୍ୱକପ୍ ୨୦୨୬ର ପ୍ରଥମ ମ୍ୟାଚ୍‌ରେ ହିଁ ମେସି ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଆର୍ଜେଣ୍ଟିନା ପାଇଁ ନିଜର ୨୦୦ତମ ଆନ୍ତର୍ଜାତୀୟ ମ୍ୟାଚ୍‌କୁ ସେ ଏଭଳି ଭାବେ ସ୍ମରଣୀୟ…

କେନାଲ ନିକଟରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ବୁଧବାର ସକାଳେ ଭୁବନେଶ୍ୱର ଉପକଣ୍ଠ ପାହାଳ ଅଞ୍ଚଳର ଏକ କେନାଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାହା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର। ଅନନ୍ତପୁର ଗ୍ରାମର ପ୍ରଭାତ ବେହେରା ନିର୍ମାଣ ସାମଗ୍ରୀ ର ବ୍ୟବସାୟ କରୁଥିଲେ ବୋଲି…