ଅଲିମ୍ପିକ୍ସର ଫ୍ରେଞ୍ଚ କନେକସନ
ନୂଆଦିଲ୍ଲୀ: ଅଲିମ୍ପିକ କ୍ରୀଡା ହେଉଛି ଗ୍ରୀସର ଅବଦାନ । ପ୍ରାଚୀନ ଗ୍ରୀସ ଥିଲା ଅଲିମ୍ପିକ କ୍ରୀଡାର ଉତ୍ପତ୍ତି ସ୍ଥଳ । କିନ୍ତୁ ଜଣେ ଫରାସୀ ଭଦ୍ରଲୋକ ଯଦି ଉଦ୍ୟମ କରିନଥାନ୍ତେ, ତାହା ହେଲେ ଅଲିମ୍ପିକ କ୍ରୀଡା ହୁଏତ ଇତିହାସ ପୃଷ୍ଠାରେ ହିଁ ରହିଯାଆନ୍ତା।
ଅଲିମ୍ପିକ କ୍ରୀଡା ପୁନଃ ଆରମ୍ଭ…