ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ଅଚେତ ହୋଇପଡ଼ିଲେ ପୁରୀ ଏସପି !
ପୁରୀ: ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ପୁରୀ ଏସପି ପିନାକ ମିଶ୍ର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ବେହରଣ ଦ୍ୱାର ନିକଟରେ ଅତେତ ହୋଇଥିବା ସୂଚନା ମିଳିଛି। ଏସ୍ପି ଅସୁସ୍ଥ ନେଇ ଗଣେଶ ସିଂହାରୀଙ୍କଠାରୁ ସୂଚନା ମିଳିଛି। ଅଚେତ ପରେ ଏସପିଙ୍କୁ ଚିକିତ୍ସା କରିଛନ୍ତି ଡାକ୍ତର।…