ହାଥ୍ରସ ଦଳାଚକଟା ଘଟଣା; ଭୋଲେ ବାବାଙ୍କ ଗିରଫ ଦାବି କଲେ ପୀଡିତଙ୍କ ପରିବାର
ହାଥରସ: ଉତ୍ତରପ୍ରଦେଶ ହାଥରସରେ ଘଟିଥିବା ଦଳାଚକଟାରେ ଚାଲିଯାଇଛି ୧୨୧ ଜୀବନ। ଏବେ ବି ପାଖାପାଖି ୩୦ ଜଣ ଆହତ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ଦୁର୍ଘଟଣା ପରେ ସୁରଜପାଲ ଓରଫ ଭୋଲେ ବାବାଙ୍କ ପତ୍ତା ମିଳୁନଥିବା ଚର୍ଚ୍ଚା ହେଉଥିବା ବେଳେ ଗତକାଲି ବାବା ଗଣମାଧ୍ୟମ ନିଜର…