Latest Odisha News

BREAKING NEWS

ଫାଇନାଲରେ ବର୍ଷା ହେଲେ କିଏ ହେବ ବିଜେତା

ବ୍ରିଜଟାଉନ: ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଶନିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ବର୍ଷା ବାଧକ ସାଜିଥିଲା । ବହୁ କଷ୍ଟରେ ମ୍ୟାଚ ସମ୍ପୂର୍ଣ୍ଣ ହୋଇଥିଲା । ଫାଇନାଲ ମ୍ୟାଚରେ ବର୍ଷାର ସମ୍ଭାବନା ୭୫…

ସଂସଦରେ ନିଟ୍ ଝଡ, କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ ଆଲୋଚନା ପାଇଁ ସରକାର ରାଜି

ନୂଆଦିଲ୍ଲୀ: ଶୁକ୍ରବାର ଲୋକସଭାରେ ବିରୋଧୀ ଦଳ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଉଠାଇ ଆଲୋଚନା ପାଇଁ ଦାବି କରିବା ପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସରକାର ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଗୃହର ପରମ୍ପରା ଓ ଶୃଙ୍ଖଳା ଅନୁଯାୟୀ।…

ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ଵର: ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ପେଶାଲ ଟ୍ରେନ୍‌ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ୩୧୫ ସ୍ପେଶାଲ ଟ୍ରେନ୍‌ ଚାଲିବ ଏବଂ ରାଜ୍ୟର ସବୁ ଅଞ୍ଚଳକୁ ପହଞ୍ଚିବ । ଏଥିରେ ୧୫ ହଜାର ଯାତ୍ରୀ ରହିଲା ଭଳି ଟେଣ୍ଟ ଲଗାଯିବ…

କାହିଁକି ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ଭାବେ ନିଯୁକ୍ତି ଦିଆଗଲା?

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୦ ବ୍ୟାଚର ଆଇଏଏସ ଅଫିସର ମନୋଜ ଆହୁଜା ହୋଇଛନ୍ତି ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ଜିଏ ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିବା ପରେ ତାଙ୍କ ନିଯୁକ୍ତି ପଛର କାରଣ କଣ ରହିଛି ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। କାରଣ ସମାନ ବ୍ୟାଚରେ ଆହୁରି…

୧୭ ବର୍ଷ ପରେ ପ୍ରଥମ ଥର ପାଇଁ ଅପରାଜେୟ ଟିମ ହେବ ଚାମ୍ପିୟନ

କିଙ୍ଗଷ୍ଟନ ଓଭାଲ: ଦୀର୍ଘ ୧୭ ବର୍ଷ ପରେ ଏଥର ଟି୨୦ ବିଶ୍ୱକପରେ ଏକ ଅପରାଜେୟ ଟିମ ଚାମ୍ପିୟନ ହେବ । ଫାଇନାଲରେ ପ୍ରବେଶ କରିଥିବା ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଏଥର କୌଣସି ମ୍ୟାଚ ନ ହାରି ଫାଇନାଲରେ ପ୍ରବେଶ କରିଛନ୍ତି । ପୂର୍ବ ୮ଟି ସଂସ୍କରଣରେ ଏଭଳି ଘଟଣା କେବେ ଘଟି ନାହିଁ । ଗ୍ରୁପ…

ଭିଜିଲାନ୍ସ ଜାଲରେ ଡମପଡ଼ା ତହସିଲର ବରିଷ୍ଠ ରାଜସ୍ୱ ସହାୟକ ପ୍ରଶାନ୍ତ ରାଉତ୍

ବାଙ୍କୀ: ଭିଜିଲାନ୍ସ ଜାଲରେ ଡମପଡ଼ା ତହସିଲର ବରିଷ୍ଠ ରାଜସ୍ୱ ସହାୟକ ପ୍ରଶାନ୍ତ କୁମାର ରାଉତ୍ । ଲାଞ୍ଚ ନେବା ବେଳେ କଟକ ଜିଲ୍ଲା ଡମପଡ଼ା ତହସିଲ ଅଫିସର ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ରାଉତଙ୍କୁ ମାଡି ବସିଛି ଭିଜିଲାନ୍ସ । ସମସ୍ତ ଲାଞ୍ଚ ଟଙ୍କା ଜବତ ସହ ପ୍ରଶାନ୍ତଙ୍କ ୨ଟି ସ୍ଥାନରେ…

ମନୋଜ ଆହୁଜା ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ମନୋଜ ଆହୁଜା । ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ…

ଟି୨୦ ବିଶ୍ୱକପ ଫାଇନାଲ: ଟାଇଟଲ ହାସଲ ଲକ୍ଷ୍ୟରେ ଭାରତ

କିଙ୍ଗଷ୍ଟନ ଓଭାଲ: ଟି୨୦ ବିଶ୍ୱକପ ୨୦୨୪ ଶେଷ ପର୍ଯ୍ୟାୟରେ ପଂହଚିଛି । ଶନିବାର ବାର୍ବାଡୋସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଆଫଗାନିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ଏବଂ ଇଂଳଣ୍ଡକୁ ପରାସ୍ତ କରି ଟିମ ଇଣ୍ଡିଆ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଆନ୍ତର୍ଜାତୀୟ…

ରାହୁଲ କ’ଣ ସଂସଦରେ ନିଜ ଡେସ୍କର ମାଇକ୍ ବନ୍ଦ କରି ଶାସକ ଦଳ ବିରୋଧରେ ମିଛ ଅଭିଯୋଗ ଆଣିଲେ?

ନୂୂଆଦିଲ୍ଲୀ: ଲୋକସଭାରେ ନିଟ୍ ପେପର ଲିକ୍ ପ୍ରସଙ୍ଗ ଉଠାଇବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମାଇକ୍ ବନ୍ଦ କରାଯାଇଛି ବୋଲି କଂଗ୍ରେସ ଦାବି କରିଛି। ଏଥିପାଇଁ ବିରୋଧୀ ଦଳ ସରକାରଙ୍କୁ ଦାୟୀ କରିଛନ୍ତି। କଂଗ୍ରେସ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ…

ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା । ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏବେ ସୁଭଦ୍ରା ଯୋଜନାର ମୋଡାଲିଟି ପ୍ରସ୍ତୁତ ଚାଲିଛି, ଏହାପରେ କ୍ରିୟାନ୍ୱୟନ ପ୍ରକ୍ରିୟା ଆରମ୍ଭ ହେବ । ପରେ ଏହାର ବାସ୍ତବ ରୂପରେଖ ଲୋକଙ୍କ ସାମ୍ନାକୁ ଆସିବ ବୋଲି…