Latest Odisha News

BREAKING NEWS

କଥା ଦେଇ କଥା ରଖିଲେ ମୋଦି

ପୁରୀ: କଥା ଦେଇ କଥା ରଖିଲେ ମୋଦି । କହିଥିଲେ ତୁମ ଠିକଣା ଫଟୋରେ ଲେଖ ମୁଁ ତୁମକୁ ଚିଠି ଲେଖିବି । ଆଉ ଆଜି ବାସ୍ତବରେ ସେଇଆ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଥା ରଖି ଚିଠି ଲେଖିଛନ୍ତି ଆଉ ଶୁଭେଚ୍ଛା ବି ପଠାଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭାରେ ଗୋଟିଏ କଥା ବେଶ୍…

ଜିଓ ପରେ ଏୟାରଟେଲ ବଢ଼ାଇଲା ମୋବାଇଲ୍ ଟାରିଫ ଦାମ

ନୂଆଦିଲ୍ଲୀ: ଜିଓ ପରେ ୩ ଜୁଲାଇରୁ ନିଜ ମୋବାଇଲ ରିଚାର୍ଜ ପ୍ଲାନର ଦାମ୍ ବୃଦ୍ଧି କରିବାକୁ ଯାଉଛି ଏୟାରଟେଲ୍ । ଏନେଇ ସୂଚନା ଦେଇଛି ଭାରତୀ ଏୟାରଟେଲ୍।ଏହାର ମୋବାଇଲ୍ ରେଟ୍‌ରେ ୧୦ରୁ ୨୧ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି। ଏହି ବର୍ଦ୍ଧିତ ମୋବାଇଲ୍ ଶୁଳ୍କ ଜୁଲାଇ ୩ରୁ କାର୍ଯ୍ୟକାରୀ ହେବ।…

ସକ୍ରିୟ ରାଜନୀତିରୁ ଓହରିଲେ, ଏକ୍ସରେ ସକ୍ରିୟ ଭିକେ ପାଣ୍ଡିଆନ

ଭୁବନେଶ୍ବର: ସକ୍ରିୟ ରାଜନୀତିରୁ ଓହରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ହେଲେ ସୋସିଆଲ୍ ମିଡିଆ ଏକ୍ସରେ ବେଶ୍ ଆକ୍ଟିଭ ରହିଛନ୍ତି । ମହାନଦୀ ବିବାଦ ହେଉ କି ପୁଞ୍ଜିନିବେଶ ପ୍ରସଙ୍ଗ, ନିଜ ଏକ୍ସ ଆକାଉଣ୍ଟରେ ନିୟମିତ ପୋଷ୍ଟ କରୁଛନ୍ତି। କାର୍ତ୍ତିକ ପାଣ୍ଡିଆନ ନାମରେ ରହିଥିବା ଆକାଉଣ୍ଟରେ…

ଏଥର ଜୋରଦାର ବିରୋଧ କରିବ କି ବିଜେଡି ?

ଭୁବନେଶ୍ବର: ଧୀରେ ଧୀରେ ଶୁଭିଲାଣି ବିଜେଡିର ସ୍ବର । କାଲି ମହାନଦୀ ଆଜି ନିଟ୍। ନିର୍ବାଚନ ପରାଜୟ ପରଠୁ ତୁନି ପଡିଥିବା ବିଜେଡି ନେତା କହିବା ଆରମ୍ଭ କଲେଣି। ନିଟ୍ ପରୀକ୍ଷାକୁ ନେଇ ସାରା ଦେଶରେ ତୁମ୍ବିତୋଫାନ ହେଉଥିବା ବେଳେ ବିଜେଡି ଆଗଧାଡ଼ିର ନେତା ମୁହଁ ଖୋଲୁନଥିଲେ । ତେବେ ଶୁକ୍ରବାର…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୩ ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଉତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଫଳରେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟର ୫ଟି ଜିଲ୍ଲାକୁ ୩ ଘଣ୍ଟା…

ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସର ଖୋଳତାଡ଼

ଗୁଣୁପୁର: ଗୁଣୁପୁର ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢ଼ାଉ। ସହାୟତା ରାଶି ପ୍ରଦାନରେ ଚଞ୍ଚକତା ଅଭିଯୋଗରେ ଖୋଳତାଡ଼ । ଭିଜିଲାନ୍ସର ୪ ଜଣିଆ ଟିମ୍‌ ଯାଞ୍ଚ କରୁଥିବା ନେଇ ସୂଚନା ମିଳିଛି। ସହାୟତା ରାଶି ପ୍ରଦାନରେ ଚଞ୍ଚକତା ନେଇ ଗଣ ମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଉକ୍ତ…

ମର୍ଣ୍ଣିଙ୍ଗ ୱାକ୍ ବେଳେ ଲୁଟ୍, ଧାରୁଆ ଅସ୍ତ୍ର ଦେଖାଇ ମହିଳାଙ୍କ ଠାରୁ ଲୁଟି ନେଲେ ସୁନା ଚେନ୍

କଟକ: ମର୍ଣ୍ଣିଂୱାକ୍‌ ବେଳେ ମହିଳାଙ୍କଠୁ ସୁନା ଚେନ୍‌ ଲୁଟ୍‌।ବାଲିକୁଦା ଜଗନ୍ନାଥ କଲୋନୀରେ ମହିଳାଙ୍କ ଠାରୁ ଲୁଟ୍‌। ୩ ଜଣ  ଦୁର୍ବୃତ୍ତ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା ଚେନ। ଲୁଟ୍‌ ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି ମହିଳା। ସୂଚନା ଅନୁସାରେ, କଟକ ସଦର ଥାନା…

୨ ଝିଅଙ୍କୁ ଧରି ଛାତରୁ ଡେଇଁଲା ମା’

ଝାରସୁଗୁଡ଼ା: ୨ ଝିଅଙ୍କୁ ଧରି ଛାତରୁ ଡେଇଁଲା ମା’। ଟାଉନ ଥାନା ଗୁଆଲାପଡା ସ୍ଥିତ ଏକ ଭଡ଼ା ଘର ଛାତରୁ ଡେଇଁଲେ ମହିଳା। ଗୁରୁତର ଅବସ୍ଥାରେ ମା’ ଝିଅଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କ’ଣ ପାଇଁ ୨ ଝିଅଙ୍କୁ ଧରି ଛାତରୁ…

ନିଟ୍ ବିବାଦକୁ ନେଇ ରାଜ୍ୟସଭାରେ ଗର୍ଜିଲା ବିରୋଧୀ ବିଜେଡି

ନୂଆଦିଲ୍ଲୀ: ବିରୋଧୀ ହୋଇ ଏବେ ଶାସକ ବିଜେପିକୁ ପ୍ରଶ୍ନର କାଠଗଡାକୁ ଟାଣିବା ଆରମ୍ଭ କରିଦେଲାଣି ବିଜେଡି । ବିରୋଧୀ ହୋଇ ଏଥର ସଂସଦରେ ଜନତାଙ୍କ ସ୍ବାର୍ଥରେ ଗର୍ଜିବାକୁ ଦଳକୁ ପରାମର୍ଶ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଆଜି ଏହାର ଝଲକ ସଂସଦର ଉପର ଗୃହରେ ଦେଖିବାକୁ…

ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କୁ କ୍ୟାନ୍ସର, ୩ୟ ପର୍ୟ୍ୟାୟ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ହିନା ଖାନଙ୍କୁ କ୍ୟାନ୍ସର। ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଟେଲିଭିଜନ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ। ସେ ଏହି କର୍କଟ ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ଖବର ସେୟାର କରିଛନ୍ତି । ସେ କର୍କଟ…