Latest Odisha News

BREAKING NEWS

TOLO ନ୍ୟୁଜ୍ ରିପୋର୍ଟରଙ୍କୁ ନିସ୍ତୁକ ପିଟିଲେ ତାଲିବାନୀ

କାବୁଲ: ଆଫଗାନିସ୍ତାନ କବଜା ପରେ ତାଲିବନର ବର୍ବରତା ବଢ଼ିଲାଣି । ଟୋଲୋ ନ୍ୟୁଜର ଜଣେ ସାମ୍ବିଦିକଙ୍କୁ ତାଲିବାନୀ ମାଡ଼ ମାରିଛନ୍ତି । ତାଙ୍କ ନାଁ ଜାୟର ଖାନ୍ ୟାଦ୍ । ତେବେ ତାଙ୍କୁ ତାଲିବାନ ହତ୍ୟା କରିଥିବା କିଛି ସମୟ ପୂର୍ବରୁ ଖବର ଆସିଥିଲା । ଯାହାକୁ ନିଜେ ଜାୟର ଖଣ୍ଡନ କରିଛନ୍ତି । ସେ…

ତୃତୀୟ ଲହର ମୁକାବିଲା: ଟେଷ୍ଟ କିଟ୍, ଔଷଧ ମହଜୁଦ ରଖିବାକୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ସରକାର । ସଜାଗ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ମହାପାତ୍ର । ଏମର୍ଜେନ୍ସୀ କୋଭିଡ୍ ରେସପନ୍ସ ପ୍ଲାନ ପ୍ରସ୍ତୁତ…

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ହୋମଗାର୍ଡ ସମେତ ୬ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣରେ ହୋମଗାର୍ଡଙ୍କ ସଂପୃକ୍ତି ଅଭିଯୋଗ । ଏହି ମାମଲାରେ ଜଣେ ହୋମଗାର୍ଡଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଜିଲ୍ଲାର ଆମ୍ବାଗୁଡ଼ା ଓ କୋରାପୁଟ-ଜୟପୁର ଘାଟିରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ ।…

କାବୁଲ ବିମାନ ବନ୍ଦରରେ ଅସହାୟ ସ୍ଥିତି: ପାଣି ବୋତଲକୁ ୩୫୦୦, ଭାତ ପ୍ଲେଟକୁ ୭୫୦୦ ଦେବାକୁ ପଡୁଛି

କାବୁଲ: କାବୁଲ ବିମାନ ବନ୍ଦରରେ ଅସହାୟ ସ୍ଥ୍‌ିତି ସୃଷ୍ଟି ହୋଇଛି । ତାଲିବାଦ ଅଧିକାରକୁ ଆସିବା ପରେ ଦେଶ ଛାଡିବା ପାଇଁ ସ୍ଥାନୀୟ ଲୋକ ଏବଂ ବିଦେଶୀମାନେ କାବୁଲ ବିମାନ ବନ୍ଦରରେ ଦିନ ରାତି ଏକକାର କରି ପଡି ରହିଛନ୍ତି । ଏକ ରିପୋର୍ଟ ଅନୁସାରେ ପାଣି ବୋତଲ ୪୦ ଡଲାର (୩୦୦୦ ଟଙ୍କା) ଏବଂ ଭାତ…

ଦେଶରେ କରୋନାର ଲମ୍ବା ଡିଆଁ: ଆଜି ୪୬ ହଜାର ପଜିଟିଭ୍, ଚିନ୍ତା ବଢ଼ାଇଲାଣି କେରଳ

ନୂଆଦିଲ୍ଲୀ: ଦେଶରେ ଗତ ଦୁଇ ଦିନ ହେବ ଦୈନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତକାଲି ଅପେକ୍ଷା ଆଜି ପାଖାପାଖି ୧୦ ହଜାର ନୂଆ କେସ୍ ସାମନାକୁ ଆସିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୪୬ହଜାର ୧୬୪ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୭ହଜାର ୫୯୩ । ୨୪ ତାରିଖରେ…

ତାଜିକସ୍ତାନର ବଡ ବୟାନ: ବଳପୂର୍ବକ ଆସିଥିବା ସରକାରକୁ ମାନ୍ୟତା ଦେବୁନି

କାବୁଲ: ତାଜିକସ୍ତାନ ଆଜି ଆଫଗାନିସ୍ତାନ ଓ ତାଲିବାନ ଘଟଣାରେ ବଡ ବୟାନ ଦେଇଛି । ବଳପୂର୍ବକ କ୍ଷମତାକୁ ଆସିଥିବା ଆତଙ୍କବାଦୀଙ୍କୁ କେବେ ହେଲେ ମାନ୍ୟତା ଦେବୁ ନାହିଁ ବୋଲି ତାଜିକସ୍ତାନର ରାଷ୍ଟ୍ରପତି ଇମୋମଲି ରାହମୋନ କହିଛନ୍ତି । ପଂଜଶିର ଘାଟିରେ ତାଜିକସ୍ତାନର ସେନା ସହଯୋଗ କରୁଛନ୍ତି ।…

ଆଫଗାନିସ୍ତାନ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ଡାକିଛନ୍ତି ସର୍ବଦଳୀୟ ବୈଠକ । ଆଫଗାନ ସ୍ଥିତି ବାବଦରେ ବିରୋଧୀଙ୍କୁ ଅବଗତ କରାଇବେ ସରକାର । ଏଦିଗରେ ଭାରତର ଆଭିମୁଖ୍ୟ, ଆଗାମୀ କାର୍ଯ୍ୟପନ୍ଥା ବାବଦରେ ବୈଠକରେ ଆଲୋଚନା ହେବ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବିରୋଧୀଙ୍କୁ…

ଓଡ଼ିଶାରେ ବଢୁଛି ଛୁଆଙ୍କୁ ସଂକ୍ରମଣ: ଆଜି ୧୮ ବର୍ଷ ଭିତରେ ଆଉ ୧୩୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି । କିନ୍ତୁ ଚିନ୍ତା ବଢ଼ାଇଛି ପିଲାଙ୍କୁ ସଂକ୍ରମଣ । ୧୮ ବର୍ଷରୁ କମ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ପୁରୀ: ଆଜି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସକାଳୁ ସକାଳୁ ସେ ପୁରୀରେ ପହଞ୍ଚିଥିଲେ । ତାଙ୍କୁ ଜିଲ୍ଲାପାଳ ସ୍ୱାଗତ କରିଥିଲେ । ସିଂହଦ୍ୱାର ଦେଇ ପ୍ରବେଶ କରିଥିଲେ ମୁଖ୍ୟ ଶାସନ ସଚିବ । ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ କରୋନା କାଳରେ…

ଆଜି ବସିବ ଶ୍ରୀମନ୍ଦିର ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ

ପୁରୀ: ଆଜି ଶ୍ରୀମନ୍ଦିରର ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ବସୁଛି । ପୁରୀ ନିଳାଦ୍ରୀ ଭକ୍ତ ନିବାସଠାରେ ସକାଳ ୧୧ଟା ରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ…