Latest Odisha News

BREAKING NEWS

ବୁଥ୍ ବଦଳରେ ଏଣିକି ବ୍ଲକରେ ହେବ ପଞ୍ଚାୟତ ଭୋଟ୍ ଗଣତି

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ୍ ଗଣତି ବୁଥରେ ହେବ ନାହିଁ । ବ୍ଲକରେ ଭୋଟ୍ ଗଣନା ହେବ । ଭୋଟ୍ ସରିବା ପରେ ସିଲ୍ଡ ଭୋଟ୍ ବାକ୍ସ ବ୍ଲକରେ ରହିବ । ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନ ସରିବା ପରେ ଗଣତି ହେବ । ଭୋଟ୍ କାଉଣ୍ଟିଂ ନେଇ ପଞ୍ଚାୟତିରାଜ ବିଭାଗ ନୂଆ ନିୟମ ଆଣିବାକୁ…

ଭୁବନେଶ୍ୱରରେ ଫାର୍ମ ହାଉସ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ପରେ ଖୋଳତାଡ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରର ଏକ ଫାର୍ମ ହାଉସରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ନନ୍ଦନକାନନ ଥାନା ଅଞ୍ଚଳରେ ଥିବା ଫାର୍ମ ହାଉସରୁ ମିଳିଛି ମରଶରୀର । ସନ୍ଦେହଜନକ ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଆଜି ପୋଲିସ ଉଦ୍ଧାର କରିବା ପରେ ତନାଘନା ଆରମ୍ଭ ହୋଇଛି । ମୃତକ…

ବାଣପୁର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗମ୍ଭାରୀମୁଣ୍ଡା ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ସହାୟତା ରାଶି । ଏଥିସହ ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଗୁରାଣ୍ଡି ଥାନା OICଙ୍କୁ ୩ ଘଣ୍ଟା ଜେରା

ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରହସ୍ୟର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ଘନ ଘନ ଜେରା ଚାଲିଛି । ଆଜି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ତିନି ଘଣ୍ଟା ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡି ଥାନାରେ ତାଙ୍କୁ ଜେରା ହୋଇଥିଲା । ସେଦିନ ସେ…

ଖୁବ୍‌ ଶୀଘ୍ର ଆଉ ଏକ ସ୍ୱଦେଶୀ ଟିକାକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଭାରତୀୟ ଔଷଧ ନିୟାମକ ବିଶେଷଜ୍ଞ କମିଟି ଜରୁରୀକାଳୀନ ବ୍ୟବହାର (EUA) ପାଇଁ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କରୋନା ଟିକା -ZyCoV-D- ଅନୁମୋଦନ କରିବାକୁ ସୁପାରିଶ କରିଛି। କମିଟି ଆହୁରି ମଧ୍ୟ କହିଛି ଯେ ଜିଡସ୍ ଏହାର ଟିକା ପାଇଁ ଅତିରିକ୍ତ ତଥ୍ୟ ଦାଖଲ…

ପୋଲିସ୍-ମାଓବାଦୀ ମୁହାଁମୁହିଁ,୨ ସୁରକ୍ଷା କର୍ମୀ ସହିଦ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ସହ ମାଓବାଦୀଙ୍କ ଗୁଳିବିନିମୟ । ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି । କଡେନାର ଥାନା ଅନ୍ତର୍ଗତ କରିଆମେଟା ଜଙ୍ଗଲକୁ ଆଇଟିବିପିର ଯବାନ ମାନେ କୁମ୍ବିଙ୍ଗ ଅପରେସନ ରେ ଯାଇଥିବା ବେଳେ…

ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରି ରେ smart health card ବଣ୍ଟନ ଆରମ୍ଭ କରି…

ଟ୍ୱିନ୍‌ସିଟିରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଶୁକ୍ରବାର ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଓଡିଶାର ୨୨ ଟି ଜିଲ୍ଲାର କେତେକ ଅଞ୍ଚଳରେ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିିଛି। ଏହାସହିତ ବଜ୍ରପାତ ହେବାର ଆଶଙ୍କା ମଧ୍ୟ ରହିଥିବା ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଗାମୀ ୩ ଘଣ୍ଟା ପାଇଁ ସମ୍ବଲପୁର,…

ବଲିଉଡ୍‌ ନାୟିକାଙ୍କ ନ୍ୟାସନାଲ କ୍ରସ୍‌ ନୀରଜ!

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନିତ୍ବ କରିଥିବା ଆଥ୍‌ଲେଟ୍‌ ନୀରଜ ଚୋପ୍ରାଙ୍କ ନାଁ ଏବେ ପ୍ରତ୍ୟେକ ଗଳି କନ୍ଦିରେ ଶୁଭୁଛି। ୨୦୦୮ ବେଜିଂ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଅଭିନବ ବିନ୍ଦ୍ରାଙ୍କ ପରେ ନୀରଜ ଚୋପ୍ରା ହେଉଛନ୍ତି ଦ୍ୱିତୀୟ…

ଚମ୍ପଟ୍ ମାରିଲା ଚାଇନା କମ୍ପାନୀ, ଫସିଗଲେ ଆଇଓସିଏଲ୍ ଠିକାଦାର

ପାରାଦ୍ୱୀପ: ଏକ ଚାଇନା କମ୍ପାନୀ ପାଇଁ ଦ୍ୱନ୍ଦରେ ପଡିଛନ୍ତି ଆଇଓସିଏଲର ସବ୍‌-କଣ୍ଟ୍ରାକ୍ଟର । ବକୈୟା ୧୨ କୋଟିରୁ ଅଧିକ ଟଙ୍କା ଦାବିରେ ଆଇଓସିଏଲ ଗେଟ୍ ସାମ୍ନାରେ ଧାରଣା ଦେଇଛନ୍ତି । ତେବେ ଘଟଣା ପଛର ପ୍ରଛଦପଟ୍ଟ କାହାଣୀ ଯେତିକି ରହସ୍ୟମୟ ସେତିକି ସନ୍ଦେହଜନକ ମଧ୍ୟ । ଆଇଓସିଏଲର ପିପି…