Latest Odisha News

BREAKING NEWS

ରାହୁଲଙ୍କ ସମ୍ବିଧାନ ବହି ଧରି ଶପଥ ପାଠ, ସଂସଦରେ ଜରୁରୀକାଳୀନ କଥା କହି ସରକାର ଦେଲେ ଜବାବ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟ ଦେଖିବାରେ ଯେଉଁଭଳି ରୋମାଞ୍ଚ ରହିଥାଏ ସେହିଭଳି ଏକ ରୋମାଞ୍ଚ ଦେଖିବାକୁ ମିଳିପାରେ ଚଳିତ ଅଷ୍ଟାଦଶ ଲୋକସଭା କାର୍ଯ୍ୟକାଳରେ। ସାଂସଦ ଭାବେ ଶପଥ ନେବା ହେଉ ଅବା ସଂସଦରେ ପ୍ରଥମ ଦିନରେ ପ୍ରବେଶ ବେଳେ ବିରୋଧୀ ସାଂସଦ ସମ୍ବିଧାନର ବହି ଦେଖାଇ ସରକାରକୁ କାଉଣ୍ଟର…

‘ଲୋକଙ୍କ ସରକାର’ରେ ବଦଳିନି ପୋଲିସର ମାନସିକତା, ଚାନ୍ଦବାଲି ଘଟଣାରେ କାହିଁକି ଚୁପ୍?

ଭୁବନେଶ୍ୱର: ଭଦ୍ରକ ଚାନ୍ଦବାଲି ଥାନା ପରିସରରେ ମହିଳା ଏବଂ ତାଙ୍କ ନାବାଳିକାକୁ ପୋଲିସ ଯେଉଁଭଳି ଭାବେ ମାଡ଼ ମାରିବା ସହ ନିର୍ଯାତନା ଦେଇଛି ତାହା ଏବେ ପୋଲିସର ଦାଦାଗିରିକୁ ଦର୍ଶାଇଛି। ନିଜେ ବିଧାୟକ ଥିବା ବେଳେ ମୋହନ ମାଝୀ ମଧ୍ୟ ପୋଲିସର ଏଭଳି ବ୍ୟବହାରର ଶିକାର ହୋଇଥିଲେ। ତେଣୁ…

ବର୍ଷାରେ ବେହାଲ ରାଜଧାନୀ: ସମସ୍ୟାର ସମାଧାନ ନୂଆ ସରକାର ପାଇଁ ବଡ଼ ଆହ୍ବାନ୍

ଭୁବନେଶ୍ୱର: ରାଜଧାନୀରେ କେଇ ଘଣ୍ଟା ବର୍ଷା ହେଲା ମାତ୍ରେ ସ୍ଥିତି ଏପରି ହେଉଛି ଯେ ଯେପରି ଉଛୁଳା ବର୍ଷା ପାଣିରେ ଭାସିବା ସ୍ଥିତିକୁ ଆସି ଯାଉଛି ରାଜଧାନୀ। ସଠିକ୍ ଢଙ୍ଗରେ ବର୍ଷା ପାଣି ନିଷ୍କାସନ ହୋଇପାରୁନଥିବାରୁ ଏପରି ଏକ ସମସ୍ୟା ଦୀର୍ଘ ବର୍ଷ ହେବ ରାଜଧାନୀରେ ଦେଖିବାକୁ ମିଳୁଛି। ଏହି…

ଟି୨୦ ର‌୍ୟାଙ୍କିଙ୍ଗ: ସୂର୍ଯ୍ୟକୁମାରଙ୍କୁ ପଛରେ ପକାଇ ହେଡ ହେଲେ ଏକ ନମ୍ବର

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ ଭାରତର ସୂର୍ଯ୍ୟକୁମାର ଯାଦବଙ୍କ ହାତରୁ ଏକ ନମ୍ବର ସ୍ଥାନ ଖସି ଯାଇଛି । ଅଷ୍ଟ୍ରେଲିଆର ଟ୍ରେଭିସ ହେଡ ତାଙ୍କୁ ପଛରେ ପକାଇ ଶୀର୍ଷକୁ ଉନ୍ନୀତ ହୋଇଛନ୍ତି । ଡିସେମ୍ବର ୨୦୨୩ ପରଠାରୁ ସୂର୍ଯ୍ୟକୁମାର ଏକ ନମ୍ବର ସ୍ଥାନରେ ରହି ଆସିଥିଲେ ।…

ହରପାଲ ସିଂ ବେଦୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଓଡିଶା କ୍ରୀଡା ସାମ୍ବାଦିକ ସଂଘ

ଭୁବନେଶ୍ୱର: ଦେଶର ପ୍ରତିଷ୍ଠିତ ଓ ଲୋକପ୍ରିୟ କ୍ରୀଡା ସାମ୍ବାଦିକ ହରପାଲ ସିଂ ବେଦୀଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏ ନେଇ ଓଡିଶା କ୍ରୀଡା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତାଙ୍କ ଦଶାହ ଅବସରରେ ସଭାପତି ସନ୍ଦୀପ ମିଶ୍ର ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି…

ରାମ ମନ୍ଦିର ଗର୍ଭ ଗୃହରେ ପାଣି ଲିକ୍ କରିବା ଘଟଣାରେ ସ୍ପଷ୍ଟିକରଣ ଦେଲା ମନ୍ଦିର ଟ୍ରଷ୍ଟ

ଅଯୋଧ୍ୟା: ରାମ ମନ୍ଦିରରେ ରାମଲଲାଙ୍କ ଗର୍ଭଗୃହରୁ ପାଣି ବାହାରିବା ସମସ୍ୟା ଓ ମନ୍ଦିର ଛାତରୁ ପାଣି ବୋହିବା ଖବରରେ ମୁହଁ ଖୋଲିଲା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ରାମ ମନ୍ଦିର ଗର୍ଭଗୃହରେ ଟୋପାଏ ବି ପାଣି ପଡ଼ିନି ବୋଲି କହିଲା ଟ୍ରଷ୍ଟ । ଏନେଇ ଏକ୍ସରେ ଏକ ପୋଷ୍ଟ କରି ସୂଚନା…

ଓଲୀ ରବିନସନ ଦେଲେ ଗୋଟିଏ ଓଭରରେ ୪୩ ରନ

ଲଣ୍ଡନ: ଇଂଲଣ୍ଡର ପେସ ବୋଲର ଓଲୀ ରବିନସନ କାଂଉଟି ଚାମ୍ପିୟନଶିପରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ଦ୍ୱିତୀୟ ବୋଲର ଭାବେ ସର୍ବାଧିକ ୪୩ ରନ ଗୋଟିଏ ଓଭରରେ ଦେଇଛନ୍ତି । ସସେକ୍ସ ପକ୍ଷରୁ ଖେଳୁଥିବା ଓଲୀ ଲିସେଷ୍ଟରଶୟର ବିପକ୍ଷରେ ଏହି ରେକର୍ଡର…

ଅରବିନ୍ଦ କେଜରିୱାଲଙ୍କୁ ୩ ଦିନ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି । ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୩ ଦିନଆ ରିମାଣ୍ଡରେ ନେଲା ସିବିଆଇ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ଏବେ ସିବିଆଇ ଗିରଫ କରିଛି।…

ଦେଶରେ ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ବାଚସ୍ପତିଙ୍କ ନିନ୍ଦା, ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ: ଦେଶରେ ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ମାନ୍ୟବର ଲୋକସଭା ବାଚସ୍ପତି ନିନ୍ଦା କରିଛନ୍ତି । ବାଚସ୍ପତିଙ୍କ ଏହି ନିଷ୍ପତିକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରି…

ଭାରତ ବିରୋଧରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆଣିଲେ ଇଞ୍ଜାମାମ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ଟିମର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ସଳ ସେମିଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ଅପରପକ୍ଷରେ ଭାରତ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରି ୨୬…