ରାଜ୍ୟର ୨୩ ଜିଲ୍ଲାରେ ସରିଲାଣି ସରକାରୀ ଓକିଲ ନିଯୁକ୍ତି
ଭୁବନେଶ୍ବର: ରାଜ୍ୟର ୨୩ ଜିଲ୍ଲାରେ ସରିଲାଣି ସରକାରୀ ଓକିଲ ନିଯୁକ୍ତି। ବାକି ୭ ଜିଲ୍ଲାରେ ଖୁବ୍ଶୀଘ୍ର ନିଯୁକ୍ତି ସରିବ କହିଲେ ରାଜ୍ୟ ବିଜେପି ସଭାପତି। ନିଯୁକ୍ତି ନେଇ ୧୨ ଜିଲ୍ଲାରେ ପ୍ରକାଶ ପାଇଛି ବିଜ୍ଞପ୍ତି। ଛୁଟି ପରେ ବାକି ୧୧ ଜିଲ୍ଳାରେ ବିଜ୍ଞପ୍ତି ପ୍ରକାଶ ପାଇବ। ବୋର୍ଡ ନିଗମ…