Latest Odisha News

BREAKING NEWS

ଟ୍ରେନ୍ ଆସିବାରେ ବିଳମ୍ବ ହେବାରୁ ପାଟଳୀପୁତ୍ର ଷ୍ଟେସନରେ ହଙ୍ଗାମା, ପଥର ମାଡ଼ କଲେ ପରୀକ୍ଷାର୍ଥୀ..

ପାଟନା: ରବିବାର ଦିନ ବିହାର ପୋଲିସର ନିଯୁକ୍ତି ପରୀକ୍ଷାକୁ ନେଇ ପାଟଳୀପୁତ୍ର ରେଳ ଷ୍ଟେସନରେ ଉତ୍ତେଜନା ଦେଖାଦେଇଛି। ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବାର ଥିଲା। ସେଥିପାଇଁ ବିଳମ୍ବିତ ରାତିରେ ବହୁ ସଂଖ୍ୟକ ପ୍ରାର୍ଥୀ ଷ୍ଟେସନରେ ପହଞ୍ଚିଥିଲେ। ବିଳମ୍ବରେ ଆସିବାରୁ ଟ୍ରେନ୍‌କୁ…

ରାଜ୍ୟରେ ଜୁନ୍‌ ୧୮ ପର୍ଯ୍ୟନ୍ତ ବର୍ଷା, ଆଜି ପାଇଁ ଏହି ସବୁ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବା ପରେ ପାଗ ଅନୁକୂଳ ରହିଛି । ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା ଦେଇ ଗତି କରୁଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଆଉ କିଛି ଅଂଶକୁ ମୌସୁମୀ ଛୁଇଁବା ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଚଲାଉଥିଲେ ସେକ୍ସ ରାକେଟ୍‌, ଦେହଜୀବୀ ସହ ୩ ଦଲାଲ୍‌ ଗିରଫ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଚାଲିଛି ସେକ୍ସ ରାକେଟ୍। ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଗ୍ରାହକଙ୍କୁ କରୁଛନ୍ତି ଟାର୍ଗେଟ। ବୁକିଂ ଚାର୍ଜ, କ୍ୟାବ୍ ଚାର୍ଜ ଓ ସର୍ଭିସ ଚାର୍ଜ ନାଁରେ ଆଦାୟ କରୁଥିଲେ ଟଙ୍କା। ରାଜଧାନୀରେ ସକ୍ରିୟ ଥିବା ଏଭଳି ଏକ ହାଇଟେକ୍ ଏସ୍କର୍ଟ ରାକେଟର ପର୍ଦ୍ଦାଫାସ କରିଛି…

From Divorce to Reunion: ହାରିଗଲା ଆଇନ୍, ଜିତିଗଲା ପ୍ରେମ!

ନୂଆଦିଲ୍ଲୀ: ଚିରିଦେଲେ ଛାଡ଼ପତ୍ର କାଗଜ.. ସ୍ବାମୀଙ୍କୁ କୁଣ୍ଡାଇ ପକାଇ ଭୋ ଭୋ କାନ୍ଦିଲେ ପ୍ରେମର ଏମିତି କାହାଣୀ ଶୁଣି ଆପଣଙ୍କ ଆଖି ବି ଭିଜିଯିବ… କେବେ ଯୌତୁକ ଅଭିଯୋଗ, କେବେ ଘରୋଇ ହିଂସା ମାମଲା, ଆଉ କେବେ ଛାଡ଼ପତ୍ରର ଲମ୍ବା ଲଢ଼େଇ, ଏମିତି କାହାଣୀ ଆପଣ ଅନେକ ଶୁଣିଥିବେ ।…

DG-Level IPS Appointments: ଦେଶରୁ ୩୩ ଜଣ IPS ଅଧିକାରୀଙ୍କୁ ବାଛିଲେ ମୋଦି ସରକାର, ଦେଲେ ବଡ ଦାୟିତ୍ବ! ତାଲିକାରେ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୩୩ ଜଣ ବରିଷ୍ଠ ଭାରତୀୟ ପୋଲିସ ସେବା (IPS) ଅଧିକାରୀଙ୍କୁ ମହାନିର୍ଦ୍ଦେଶକ(ଡାଇରେକ୍ଟ ଜେନେରାଲ ବା ଡିଜି) ପଦବୀରେ ନିଯୁକ୍ତି ଦେବାକୁ ଅନୁମୋଦନ କରିଛନ୍ତି। କ୍ୟାବିନେଟର ନିଯୁକ୍ତି କମିଟି (ACC) ଏହି ଅଧିକାରୀଙ୍କ ନାମକୁ ଅନୁମୋଦନ କରିଛି। ଏହି ଅଧିକାରୀମାନେ…

ପହିଲି ରଜରେ ସ୍ତ୍ରୀକୁ କଟୁରୀରେ ହାଣିଲେ ସ୍ୱାମୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜରେ ସ୍ତ୍ରୀକୁ ହାଣିଲା ସ୍ବାମୀ। ରଜ ସଜବାଜରେ କିଣାକିଣିକୁ ନେଇ କଳି ନେଲା ଉଗ୍ର ରୂପ। ମଞ୍ଚେଶ୍ବରରେ ନିଶାସକ୍ତ ଅବସ୍ଥାରେ କଟୁରୀରେ ସ୍ବାମୀର ଆକ୍ରମଣ। ଆକ୍ରମଣରେ ଗୁରୁତର ମହିଳା କ୍ୟାପିଟାଲ…

ଡିଭାଇଡରକୁ ପିଟିଲା ତୀର୍ଥଯାତ୍ରୀ ବସ୍‌; ଜଣେ ମୃତ, ୨୦ ଆହତ

ସୋର: ପହିଲି ରଜରେ ଅଘଟଣ । ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍ । ଜଣେ ଯାତ୍ରୀ ମୃତ, ୨୦ ଆହତ । ବାଲେଶ୍ଵର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଆଦିରୁପା ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ସହ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଶ୍ରୀ ଲକ୍ଷ୍ମୀ ନାମକ…

Assam plane crash: ୮ ଦିନ ପୂର୍ବରୁ ଯାଇଥିଲେ ଝିଅ ଦେଖି, ଘରେ ଚାଲିଥିଲା ବିବାହ ପ୍ରସ୍ତୁତି…ଖବର ଆସିଲା ପୁଅ ସହିଦ୍…

ଆଲିଗଡ: ଆସାମ ଜୋରହାଟ ବିମାନ ଦୁର୍ଘଟଣାରେ ସହିଦ୍ ହୋଇଛନ୍ତି ୫ ବୀର ପୁଅ । ସେମାନଙ୍କ ମଧ୍ୟରେ ଥିଲେ ଆଲିଗଡର ପୁଅ ଜିତେନ୍ଦ୍ର ଶର୍ମା । ଘରେ ଖୁସିର ମୂହୁର୍ତ୍ତ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମିଳିଲା ଦୁଃଖଦ ଖବର । ପୂର୍ବରୁ ହାତ ଛାଡିଦେଇଛନ୍ତି ଘରର ମୁଖିଆ । ମାତ୍ର ୩୧ ବର୍ଷ ବୟସରେ…

Raja 2026: ରଜ ପାଳୁଛି ଓଡିଶା: ଦୋଳିର ତାଳେ ତାଳେ, ପୋଡପିଠାର ମଜା ନେଇ ହସୁଛି, ବିଶ୍ରାମ ନେଉଛି ଧରିତ୍ରୀ…

ଭୁବନେଶ୍ବର: ବର୍ଷାର ପ୍ରଥମ ଛୁଆଁ, ମାଟିର ସୁଗନ୍ଧ ଏବଂ ଆମ୍ବ ବଗିଚାରେ ଝୁଲୁଥିବା ରଙ୍ଗିନ ଦୋଳି...ଏହି ସବୁକିଛି ସହ ଆସେ ଓଡ଼ିଶାର ଗଣପର୍ବ ରଜ। ଯେଉଁଠି ଆଜି ବି ଋତୁସ୍ରାବ କଥା ପଡିଲେ ମଣିଷ ଟିକେ ଅସହଜ ହୋଇଉଠେ, ସେଠି ରାଜ୍ୟ ଓଡିଶା ଏହାକୁ ଧୁମଧାମରେ ପାଳନ କରେ । ଧରିତ୍ରୀ ମାତ୍ରା…

Iran War: ସକାଳୁ ସକାଳୁ ବଡ ଦାବି କରିଦେଲେ ଟ୍ରମ୍ପ, “ତେହେରାନ ଆଉ ଚାହୁଁନାହିଁ ପରମାଣୁ ଅସ୍ତ୍ର, ଆଜି ଯୁଦ୍ଧ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଫେବୃଆରୀ ମାସରୁ ଲାଗି ରହିଥିବା ଉତ୍ତେଜନା ଆଜି ଶେଷ ହୋଇପାରେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଶାନ୍ତି ଚୁକ୍ତି ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଶାନ୍ତି ଚୁକ୍ତି ଆଜି ସ୍ୱାକ୍ଷରିତ ହେବ। ଏହାପରେ…