Latest Odisha News

BREAKING NEWS

ମିଶନ ଶକ୍ତିକୁ ନେଇ ବଡ ବୟାନ ଦେଲେ ମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ନିଜ ବିଭାଗର ସମୀକ୍ଷା କରିଛନ୍ତି । ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନରେ ପହଞ୍ଚି ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ଓ ମିଶନ ଶକ୍ତି ନିର୍ଦ୍ଦେଶକ ବିନୀତ ଭରଦ୍ବାଜଙ୍କ ସହ ଆଲୋଚନା ପରେ ବଡ଼ ବୟାନ ଦେଇଛନ୍ତି…

କହିଦେଲେ ମୁଖ୍ୟମନ୍ତ୍ରୀ, ଏଥର ଆକ୍ସନ୍ !

ଭୁବନେଶ୍ବର: ବିଜେଡି ସରକାରର ଦୁର୍ନୀତି ପ୍ରସଙ୍ଗକୁ ନେଇ ନିର୍ବାଚନରେ ଲୋକଙ୍କ ପାଖରେ ପହଞ୍ଚିଥିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି ରାଜ୍ୟ ବିଜେପି ନେତା, ଦୁର୍ନୀତିକୁ ଅସ୍ତ୍ର କରି ପ୍ରଚାର ମଇଦାନରେ ବିଜେଡି ଉପରେ ବାଣ ବର୍ଷାଇଥିଲେ । ବିଜେଡିର ଦୁର୍ନୀତିରେ…

ଘେରିବେ ନା ଛାଡିଦେବେ ?

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ କେମିତି ରହିବ ବିଜେଡି-ବିଜେପି ସଂପର୍କ ? ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ନେଇ ଆଲୋଚନା ହେଲା । ମେଣ୍ଟ ହେଲାନି, ତ ନିର୍ବାଚନ ପ୍ରଚାରରେ ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଜଳପାଇଗୁଡି ନିକଟରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ 'ଏକ୍ସ' ରେ ପୋଷ୍ଟ କରି ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତ ବ୍ୟକ୍ତିଙ୍କ…

ଏକ ଦଶନ୍ଧି ପରେ ଉତ୍ତର ଶିମିଳିପାଳରେ ବାଘର ପ୍ରଜନନ ରିପୋର୍ଟ ରେକର୍ଡ

ଭୁବନେଶ୍ୱର: ପଶୁ ଓ ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ଦୀର୍ଘ ଦିନ ପରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ବାଘ ପ୍ରଜନନ ରେକର୍ଡ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ବାଘର ପ୍ରଜନନ ସମ୍ବନ୍ଧୀୟ ସୂଚନା ଦେଇ ଏକ୍ସ ହ୍ୟାଣ୍ଡେଲରେ ଏକ…

ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ସଲପଗୁଡ଼ା ଗାଁରେ ଅଘଟଣ । ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣକଙ୍କ ପରିଚୟ ଶିବ ମାଣ୍ଡି ବୋଲି…

ସେବାର ମୂର୍ତ୍ତୀ : ସରସ୍ଵତୀ

ଭୁବନେଶ୍ବର : ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାକୁ ରାଜ୍ୟର ସବୁଠାରୁ ଧନୀ ଜିଲ୍ଲାରେ ଗୋଟିଏ ବୋଲି କୁହାଯାଇପାରେ। ଏହି ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲା ସାରା ଓଡ଼ିଶାର ଅର୍ଥନୀତିକୁ ସମ୍ଭାଳିଛି କହିଲେ ଭୁଲ ହେବ ନାହିଁ। କିନ୍ତୁ ଦୂର୍ଭାଗ୍ୟର କଥା ହେଉଛି ଯୁଗ ଯୁଗ ଧରି ଏହି…

୧୦୦ ଦିନରେ ସୁଭଦ୍ରା ଯୋଜନା: କଣ ରହିବ ରୂପରେଖ

ଭୁବନେଶ୍ଵର: ଓଡିଶାରେ ସରକାର ଗଢିଛି ବିଜେପି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଥମ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ଼ ଘୋଷଣା । ଆଗାମି ୧୦୦ଦିନ ଭିତରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବାନେଇ…

ଓଡିଶାରେ ଖୁବ୍ ଶୀଘ୍ର ଆସିବ `ସୁଭଦ୍ରା’ ମାର୍ଗଦର୍ଶିକା

ଭୁବନେଶ୍ଵର: ଓଡିଶାରେ ସରକାର ଗଢିଛି ବିଜେପି । ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ନେଇଛନ୍ତି ବଡ଼ ନିଷ୍ପତ୍ତି । ଆଗାମୀ ୧୦୦ଦିନ ଭିତରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବା…

ବିଧାନସଭା ଜଗିବେ ୮ ପ୍ଲାଟୁନ୍‌ ଫୋର୍ସ, ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର: ବିଧାନସଭା ୩ ଦିନିଆ ଅଧିବେଶନ ପାଇଁ ଜାରି ହେବ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା। ବିଧାନସଭା ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ। ଯାଞ୍ଚ ପରେ ଡିଜିପିଙ୍କ ପ୍ରତିକ୍ରିୟା ଆସିଛି। ଡିଜିପିଙ୍କ କହିବା ଅନୁଯାୟୀ ୩ ଦିନିଆ ଅଧିବେଶନ ପାଇଁ ୭୫ ପୋଲିସ ଅଧିକାରୀଙ୍କ ସହ ୮…