Latest Odisha News

BREAKING NEWS

ମହିଳା ଅସଦାଚରଣରେ ଓଡିଶା ଏକ ନମ୍ବର: ବିଜେଡି

ଭୁବନେଶ୍ୱର: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ବୋଲି ବିଜୁ ଜନତା ଦଳ କହିଛି । ଶନିବାର ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଉପସଭାପତି ସଂଜୟ ଦାସବର୍ମା, ଡବଲ ଇଂଜିନ…

୨୦୩୦ ସୁଦ୍ଧା ଭୁବନେଶ୍ୱର,ପୁରୀରେ ରେଳ ଚଳାଚଳ କ୍ଷମତା ହେବ ଦ୍ୱିଗୁଣ

ଭୁବନେଶ୍ବର: ଆମେ କୋଚିଂ ଟର୍ମିନାଲଗୁଡ଼ିକର ସମ୍ପ୍ରସାରଣ କରୁଛୁ, ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ଏବଂ ଭିଡ଼ ହ୍ରାସ କରିବା ପାଇଁ ବିଭିନ୍ନ ସହରରେ ସେକ୍ସନାଲ ଏବଂ କାର୍ଯ୍ୟକ୍ଷମ କ୍ଷମତା ବୃଦ୍ଧି କରୁଛୁ। ଏହି ପଦକ୍ଷେପ ଆମର ରେଳ ନେଟୱାର୍କକୁ ଉନ୍ନତ କରିବ ଏବଂ ଦେଶବ୍ୟାପୀ…

ନକ୍ସଲ ହିଂସା: ଆତ୍ମସମର୍ପଣ କରିଥିବା ବ୍ୟକ୍ତିଙ୍କୁ ଇନଫର୍ମର କହି ହତ୍ୟା

ମାଲକାନଗିରି: ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା । ଗାଁରେ ପଶି  ଆତ୍ମସମର୍ପଣ କରିଥିବା ପୁନେମ ବୁଧରା(୨୮)କୁ ଘରୁ ଟାଣି ଆଣି ପୋଲିସ ଇନଫର୍ମର ଦର୍ଶାଇ ହତ୍ୟା କରିଥିଲେ ଓ ଏହାପରେ ନକ୍ସଲମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସୂଚନାମୁତାବକ, ପାମେଡ ପୋଲିସ…

ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ ଅଭିଯୋଗ, ସେବକଙ୍କ ବିରୋଧରେ ହେବ କଡା ଆକ୍ସନ…

ପୁରୀ: ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ କହିଛନ୍ତି ଯେ, ଏହା ଏକ ଘୃଣ୍ୟ ଏବଂ ନିନ୍ଦନୀୟ କାର୍ଯ୍ୟ। ଏଭଳି ଘଟଣାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ । ଶ୍ରୀମନ୍ଦିର…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଫାଇଦାରେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ବକ୍ସିଂ ଡେ ଟେଷ୍ଟରେ ଇଂଲଣ୍ଡ ୪ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଆଶେସ ହାତଛଡା କରିଥିଲେ ମଧ୍ୟ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପ୍ରବେଶ ପାଇଁ ଏହି ବିଜୟ ଦଳକୁ ଫାଇଦାରେ ରଖିଛି । ଶୀର୍ଷ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୧୦୦ ରହିଥିବା ବେଳେ…

ସନ୍ତୋଷ ଟ୍ରଫି ଫୁଟବଲ: ଫାଇନାଲ ରାଉଣ୍ଡରେ ଓଡିଶା

ଭୁବନେଶ୍ୱର: ଓଡିଶା ଫୁଟବଲ ଟିମ ସନ୍ତୋଷ ଟ୍ରଫି ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଛି । ପ୍ରିଲିମିନାରୀ ଲିଗରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ୩ଟି ଯାକ ମ୍ୟାଚରେ ବିଜୟ ହାସଲ କରିଥିଲା । ମଧ୍ୟପ୍ରଦେଶକୁ ୪-୦, ତେଲେଙ୍ଗାନାକୁ ୧-୦ରେ ଓ ଛତିଶଗଡକୁ ୩-୧ରେ ଓଡିଶା ପରାଜିତ କରିଛି । ଗ୍ରୁପ ଏଫରେ ୯…

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଗିରଫ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର: ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବଲାଙ୍ଗୀର ଟାଉନ ଥାନା ପୋଲିସ । ଟାଉନ ଥାନା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରମୋଦ ସିଂ, ପ୍ରିନ୍ସ ସିଂ ଓ ରଞ୍ଜନ । ପୋଲିସ ସେମାନଙ୍କ ଠାରୁ ଦେଶୀ…

ବାହାର ଠିକାଦାରଙ୍କୁ କାମ କରିବା ମନା ..ଏହି ଜିଲ୍ଲା ଠିକାଦାର ସଂଘ ନେଲେ ନିଷ୍ପତ୍ତି

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲାରେ ଆଗାମୀ ଦିନରେ ଜିଲ୍ଲା ବାହାର ଠିକାଦାରଙ୍କୁ କାମ କରିବାକୁ ଦିଆଯିବ ନାହିଁ । କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ବିଭାଗ ଦ୍ଵାରା ହେଉଥିବା ରାସ୍ତା କାମ,ପୋଲ କାମ ଓ ଅନ୍ୟାନ୍ୟ କାମରେ ଜିଲ୍ଲା ବାହାରର ଠିକାଦାରଙ୍କୁ ନ ଆସିବାକୁ ଅନୁରୋଧ କରିବା ସହ ଜିଲ୍ଲାର…

ଭାରତର ଏହି ରାଜ୍ୟରେ ରହିଛି ବେନାମି ରେଳ ଷ୍ଟେସନ, ଆଜିବି ଖୋଜୁଛି ନିଜର ପରିଚୟ…

କୋଲକତା: ଭାରତରେ ବିଶ୍ୱର ସବୁଠାରୁ ବଡ଼ ରେଳ ନେଟୱାର୍କ ଅଛି, ଏବଂ ଏହାକୁ ବିଶ୍ୱର ଚତୁର୍ଥ ବୃହତ ରେଳ ନେଟୱାର୍କ ଏବଂ ଦେଶର ଜୀବନରେଖା ବୋଲି ବିବେଚନା କରାଯାଏ । ପ୍ରତିଦିନ, ହଜାର ହଜାର ଯାତ୍ରୀ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ସାରା ଦେଶ ଟ୍ରେନରେ ଯାତ୍ରା କରନ୍ତି । ଆପଣ…

୨୦୨୫: ଭାରତୀୟ କ୍ରୀଡା ପାଇଁ ଥିଲା ଗୌରବାନ୍ୱିତର ବର୍ଷ

୨୦୨୫ ଭାରତୀୟ କ୍ରୀଡା ପାଇଁ ଏକ ସଫଳତାର ବର୍ଷ ଥିଲା କହିଲେ ଭୁଲ ହେବନି । ବିଶେଷ କରି କ୍ରିକେଟରେ ଟିମ ଇଣ୍ଡିଆ ୨ଟି ବିଶ୍ୱକପ ଜିତିଥିଲା । ଏହା ବ୍ୟତୀତ ଅନ୍ୟ କ୍ରୀଡାଗୁଡିକରେ ମଧ୍ୟ ଆଥଲେଟମାନେ ଭାରତକୁ ଗୌରବାନ୍ୱିତ କରିଛନ୍ତି । ଆସନ୍ତୁ ନଜର ପକାଇବା ଭାରତର ସଫଳ ଫର୍ଦ୍ଦ ଉପରେ.. । ମହିଳା…