Mahodadhi Alati Annual Festival: ମହୋଦଧି ଆଳତୀ ବାର୍ଷିକ ମହୋତ୍ସବ ଏହି ଦିନ ପାଳନ ହେବ; ଯୋଗ ଦେବେ ପୁରୀ…
ପୁରୀ: ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଂଶତମ ତୀର୍ଥରାଜ ଶ୍ରୀ ମହୋଦଧି ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ପୌଷ ପୂର୍ଣ୍ଣିମା ଅବସରରେ ଇଂରାଜୀ ତିଥି ଅନୁଯାୟୀ ତା ୦୩.୦୧.୨୦୨୬ ଶନିବାର ଦିନ ସ୍ବର୍ଗଦ୍ବାର ସମ୍ମୁଖ ସମୁଦ୍ର ବେଳାଭୂମିରେ ଅନୁଷ୍ଠିତ ହେବ ।
ଏହି…