Latest Odisha News

BREAKING NEWS

ଆକ୍ରମଣ ବନ୍ଦ ହେବା ଉଚିତ: ୩ଟି ବାଣିଜ୍ୟିକ ଜାହାଜ ଉପରେ ଆମେରିକାର ଆକ୍ରମଣ ପରେ ଭାରତର କଡ଼ା ବାର୍ତ୍ତା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷରେ ଭାରତୀୟମାନେ ମଧ୍ୟ ବହୁ ମାତ୍ରାରେ ଟାର୍ଗେଟ ହେଉଛନ୍ତି। ଭାରତ ଗୁରୁବାର ଦିନ ନିରାଶା ପ୍ରକାଶ କରିଛି ଯେ ଗତ ଚାରି ଦିନ ମଧ୍ୟରେ ଓମାନ ଉପକୂଳରେ ଆମେରିକା ନୌସେନା ଭାରତୀୟ କ୍ରୁ ସହିତ ତିନୋଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା,…

ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର କରିବାକୁ ଜାହ୍ନବୀ ଦାବି କରିଥିଲେ ୮ କୋଟି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ପାଇଁ ଏବେ ସମୟ ବହୁତ ଭଲ ଚାଲିଛି। ସାଉଥ୍ ସିନେମା ଜଗତରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇ ସେ ଏବେ ସେଠାକାର ପ୍ରଥମ ପସନ୍ଦ ପାଲଟିଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ବୁଚି ବାବୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ପେଦ୍ଦି'ରେ…

Ahmedabad Plane Crash: “ବାପା, ମୁଁ ଫ୍ଲାଇଟରେ ବସିଗଲି”, ଏବେ ବି କାନରେ ଶୁଭୁଛି…

ଅହମ୍ମଦାବାଦ: ବିତିଯାଇଛି ଦିନ… ହେଲେ ଏବେ ବି ଶୁଖିନି ଅନେକ ପରିବାରଙ୍କ ଆଖିର ଲୁହ… ଜୁନ୍ ୧୨ ତାରିଖର ସେ କଳା ଦିନ ଆତ୍ମୀୟଙ୍କୁ ହରାଇବାର କ୍ଷତକୁ ଭରଣା କରିନି କ୍ଷତିପୂରଣ ୨୦୨୫ ମସିହା ଜୁନ୍ ୧୨ ତାରିଖ । ସମୟ ଅପରାହ୍ନ ୧ଟା ୩୮ ମିନିଟ୍ । ଗୁଜରାଟର ଅହମ୍ମଦାବାଦରୁ ଲଣ୍ଡନ…

ଭାରତର ଶତ୍ରୁମାନଙ୍କୁ ଅସ୍ତ୍ର ଯୋଗାଇଥାଏ ୟୁରୋପ: ରୁଷିଆ ତେଲ କିଣାକୁ ନେଇ ଆମେରିକାକୁ ଧୋଇଲେ ଜୟଶଙ୍କର

ନୂଆଦିଲ୍ଲୀ: ରୁଷଠାରୁ ଭାରତର ତେଲ କିଣାକୁ ନେଇ ଆମେରିକା ଏବଂ ଅନେକ ୟୁରୋପୀୟ ଦେଶକୁ କଡ଼ା ସମାଲୋଚନା କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏସ ଜୟଶଙ୍କର ତେଲ ରାଜନୀତି ଉପରେ ଆମେରିକା ଏବଂ ୟୁରୋପକୁ ଧୋଇଛନ୍ତି। ସେ ରୁଷିଆ ତେଲ କ୍ରୟ ସମ୍ପର୍କରେ ଆମେରିକାକୁ ସ୍ପଷ୍ଟ ବାର୍ତ୍ତା…

ଫିଫା ବିଶ୍ୱକପ୍ ୨୦୨୬ ସୁପରଷ୍ଟାର୍: ଲିଓନେଲ୍ ମେସି

ଆରମ୍ଭ ହୋଇଯାଇଛି ଫୁଟବଲ୍ ଜଗତର ସବୁଠାରୁ ବଡ଼ ମହାକୁମ୍ଭ 'ଫିଫା ବିଶ୍ୱକପ୍ ୨୦୨୬ । ଏହି ସମୟରେ ଫିଫା ସ୍ପଟ୍‌ଲାଇଟ୍‌କୁ ଆସିଛନ୍ତି ଜଣେ ଏମିତି ଖେଳାଳି, ଯାହାଙ୍କୁ ଦୁନିଆ 'ଦି ଆଟୋମିକ୍ ଫ୍ଲି' ବା 'ଜାଦୁଗର' ବୋଲି କହେ। ଆମେ କହୁଛୁ ଆର୍ଜେଣ୍ଟିନାର ସେହି ଆକାଶୀ ରଙ୍ଗର ଜର୍ସି ନମ୍ବର ୧୦ -…

Jaspal Rana: ପ୍ରସିଦ୍ଧ ସୁଟର ଜସପାଲ ରାଣାଙ୍କ ପରଲୋକ, ୪୯ ବର୍ଷ ବୟସରେ ଆଖି ବୁଜିଲେ…

ନୂଆଦିଲ୍ଲୀ: ଭାରତୀୟ ସୁଟିଂ କିମ୍ବଦନ୍ତୀ ଏବଂ ପ୍ରସିଦ୍ଧ ପ୍ରଶିକ୍ଷକ ଜସପାଲ ରାଣାଙ୍କର ଶୁକ୍ରବାର ୪୯ ବର୍ଷ ବୟସରେ ପରଲୋକ ହୋଇଛି। ଏହି ସପ୍ତାହର ଆରମ୍ଭରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭାରତର ପିସ୍ତଲ ସୁଟରମାନଙ୍କ ପାଇଁ…

First Indian PM to visit Slovakia:ସ୍ୱାଧୀନତା ପରେ ସ୍ଲୋଭାକିଆକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (ଜୁନ୍ ୧୩-୧୮) ଠାରୁ ପାଞ୍ଚ ଦିନିଆ ୟୁରୋପ ଗସ୍ତରେ ଯିବେ । ପାଞ୍ଚ ଦିନିଆ ୟୁରୋପ ଗସ୍ତ ସମୟରେ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ କରିବେ ପିଏମ୍ ମୋଦୀ । ସୂଚନାଥାଉକି, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୧୪-୧୬ ରେ ସ୍ଲୋଭାକିଆ ଗସ୍ତ କରିବେ, ଏହା…

El Nino forms:ପ୍ରଶାନ୍ତ ମହାସାଗରରେ ସକ୍ରିୟ ହେଲା ଏଲ୍ ନିନୋ;ପାଣିପାଗରେ ଏକ ବଡ଼ ପରିବର୍ତ୍ତନର ସମ୍ଭାବନା…

ନୂଆଦିଲ୍ଲୀ:ପ୍ରଶାନ୍ତ ମହାସାଗରରେ ଆଜିଠୁ ସକ୍ରିୟ ହେଲା ଏଲ୍‌ ନିନୋ(El Niño) । ଆମେରିକାର ନ୍ୟାସନାଲ ଓସିଆନିକ୍ ଆଣ୍ଡ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ୍ (NOAA) ଏହାର ବିଧିବଦ୍ଧ ଘୋଷଣା କରିଛି।ବିଶେଷଜ୍ଞମାନଙ୍କ ମତରେ, ଆଗାମୀ କିଛି ମାସ ମଧ୍ୟରେ ଏଲ୍ ନିନୋର ପ୍ରଭାବ ଧୀରେ ଧୀରେ ବଢ଼ିବ।…

Sarpanch Chameli Ojha:ଭାଇରଲ ସରପଞ୍ଚ ଚାମେଲି ଓଝାଙ୍କୁ ଉଠେଇ ନେଲା ପୋଲିସ; ଏପଟେ ବାପା ଆଣିଲେ ଅଭିଯୋଗ

କେନ୍ଦ୍ରାପଡା: ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଭିଡିଓ କରି ସରକାରଙ୍କୁ ଟାର୍ଗେଟ୍ କରୁଥିବା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଏବେ ଅଡ଼ୁଆରେ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ଭାଇରଲ ସରପଞ୍ଚ ଚାମେଲି ଓଝା ମହାକାଳପଡ଼ା ପୋଲିସ…

Bribe Case:ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ MCL ସିକ୍ୟୁରିଟି ଇନ୍ସପେକ୍ଟର

ଝାରସୁଗୁଡା: ଡ୍ୟୁଟି ଆଲର୍ଟ କରିବା ନାଁରେ ଜଣେ କର୍ମଚାରୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ସିକ୍ୟୁରିଟି ଇନ୍ସପେକ୍ଟର ବଂଶୀରାମଙ୍କୁ ରଙ୍ଗେହାତ ଗିରଫ କରିଛି ସିବିଆଇ ଟିମ। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଥିବା ଏମ୍‌ସିଏଲ୍‌ ଓରିଏଣ୍ଟ ସବ୍‌ଏରିଆ ଅଫିସର ସିକ୍ୟୁରିଟ ଇନ୍ସପେକ୍ଟର ବଂଶୀରାମ…