Latest Odisha News

BREAKING NEWS

India Book of Recordରେ ନାମ ଲେଖିଲା ପୁରୀର କୁନି ଝିଅ ସମନ୍ୱିତା…

ପୁରୀ: ବୟସ ମାତ୍ର ୨ ବର୍ଷ ୫ମାସ, ହେଲେ ପ୍ରତିଭା ଅକାତ ସମୁଦ୍ର ଭଳି । ମାତ୍ର ୨ ବର୍ଷ ୭ ମାସର ଝିଅ ଅନେକ ଇଂରାଜୀ ବିପରୀତ ଶବ୍ଦ, ଦେଶ ବିଦେଶ, ଗ୍ରହ, ମହାସାଗର, ଜାତୀୟ ସଙ୍ଗୀତ ସବୁ କିଛି ଜିଭ ଅଗରେ । ତାଙ୍କର ଏହି ପ୍ରତିଭା ଆଜି ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ କରିଛି ।…

Flying Man: ପକ୍ଷୀ ଭଳି ମୁକ୍ତ ଆକାଶରେ ଉଡିବ ମଣିଷ!

ନୂଆଦିଲ୍ଲୀ: ମାନବ ବିଶ୍ୱ ପାଇଁ ଆଉ ଏକ ପ୍ରମୁଖ ଉଦ୍ଭାବନ ସହିତ ଚୀନ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚୀନ୍ ବୈଜ୍ଞାନିକମାନେ ଏକ "ଉଡ଼ନ୍ତା ବ୍ୟାକପ୍ୟାକ୍" ତିଆରି କରିଛନ୍ତି ଯାହା ମଣିଷଙ୍କୁ ଘଣ୍ଟା ପ୍ରତି ୧୦୦ ରୁ ୧୫୦ କିଲୋମିଟର ବେଗରେ ଉଡ଼ିବାକୁ ଅନୁମତି ଦେବ। ଏହାକୁ ମାନବ ଉଡ଼ାଣର…

Koraput Coffee: Mann ki baatରେ କୋରାପୁଟ କଫିର ପ୍ରଶାଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ରବିବାର ଦିନ "ମନ କି ବାତ"ର ୧୨୭ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସମୃଦ୍ଧ କଫି ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ସେ ବିଶ୍ୱ ସ୍ତରରେ ଓଡ଼ିଶାର କୋରାପୁଟ କଫିର ବର୍ଦ୍ଧିତ ସ୍ୱୀକୃତି ଉପରେ ମଧ୍ୟ ଆଲୋକପାତ କରିଥିଲେ। ପ୍ରଧାମନ୍ତ୍ରୀ କହିଛନ୍ତି,…

Pak Threatens Afghan: ଆଫଗାନିସ୍ତାନକୁ ଧମକାଇଲା ପାକିସ୍ତାନ, ଯୁଦ୍ଧବିରତି ନେଇ କୌଣସି ନିଷ୍କର୍ସ ନହେଲେ ସିଧା…

ନୂଆଦିଲ୍ଲୀ: ପାକିସ୍ତାନ ଏବେ ଆଫଗାନିସ୍ତାନ ସହିତ ଖୋଲା ଯୁଦ୍ଧ କରିବାକୁ ଅଣ୍ଟା ଭିଡ଼ିଛି। ଟୋଲୋ ନ୍ୟୁଜ ରିପୋର୍ଟ କରିଛି ଯେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ଚେତାବନୀ ଦେଇଛନ୍ତି ଯେ ଯଦି ଇସ୍ତାନବୁଲରେ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହୁଏ, ତେବେ ଇସଲାମାବାଦ କାବୁଲ ସହିତ…

ମୋଦିଙ୍କ ୧୨୭ ତମ ‘ମନ କି ବାତ୍’, ଛଟ୍ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୭ ତମ 'ମନ କି ବାତ୍' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମ ଆରମ୍ଭରୁ ଛଟ୍ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଛଟ୍ ପର୍ବ ହିଁ ଏକତାର ପ୍ରତୀକ ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱଦେଶୀ ଉତ୍ପାଦ କିଣିବାକୁ…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ହସ୍ପିଟାଲରେ ଭର୍ତ୍ତି ହେଲା ପୁଞ୍ଜିଲାଲ ମେହେର

ବଲାଙ୍ଗୀର: ଡାକ୍ତରଖାନାରେ ଭର୍ତ୍ତି ହେଲା ପାଟଣାଗଡ଼ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଗତ ୨୧ତାରିଖରୁ ଅନଶନରେ ରହିଥିବା କାରଣରୁ ଗତ ଶୁକ୍ରବାର ରାତିରେ ଅସୁସ୍ଥ ହୋଇପଡିବାରୁ ତାକୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ପୁରୁଷ ମେଡ଼ିସିନ ୱାର୍ଡରେ ଭର୍ତ୍ତି କରାଯାଇଛି ।…

ମୃତଦେହ ଗ୍ରହଣ କଲେନାହିଁ ପରିବାର, ଥାନାରେ ୮ ଘଣ୍ଟା ହେଲା ପଡିରହିଛି ଶବ

ସୁବର୍ଣ୍ଣପୁର: ମୃତଦେହ ଗ୍ରହଣ କଲେନାହିଁ ପରିବାର। ଥାନାରେ ୮ ଘଣ୍ଟା ହେଲା ପଡିରହିଛି ମୃତଦେହ। ଜଗି ରହିଛନ୍ତି ସ୍ତ୍ରୀ ଓ ପୁଅ। ପାରିବାରିକ କଳହ ପାଇଁ ଶବ ଗ୍ରହଣ କରିଲେନି ପରିବାର। ବିନିକା ଥାନାରେ ଦୀର୍ଘ ୮ ଘଣ୍ଟା ଧରି ପଡ଼ିରହିଛି ମୃତଦେହ। ଶବ ଜଗି ରହିଛନ୍ତି ମୃତକଙ୍କ ସ୍ତ୍ରୀ ଏବଂ ୭…

Nuapada Byboll:ନୂଆପଡ଼ା ଉପନିର୍ବାଚନ: ସିଇଓଙ୍କୁ କଂଗ୍ରେସ ଓ ବିଜେଡିର ଫେରାଦ୍

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର ପ୍ରସାର। ଏହାରି ଭିତରେ ଉପନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର୍‌.ଏସ୍‌. ଗୋପାଳନ୍‌ । ସିଇଓ ଅତିରିକ୍ତ ଡିଜିପି ସଞ୍ଜୟ କୁମାରଙ୍କ ସହ ଗସ୍ତ କରି ତିନିଟି ପର୍ଯ୍ୟାୟରେ ବୈଠକ କରିଥିଲେ। ଏହି…

ସୁନ୍ଦରଗଡ଼ରେ ସ୍କ୍ରବ୍‌ ଟାଇଫସ୍ ସଂକ୍ରମଣରେ ୨ ମୃତ, ୧୫୦୦ ରୋଗୀ ଚିହ୍ନଟ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାରେ ମାତିଛି ସ୍କ୍ରବ୍ ଟାଇଫସ । ଜିଲ୍ଲାବାସୀଙ୍କୁ ଘାରିଛି ସ୍କ୍ରବ୍‌ ଟାଇଫସ୍ ସଂକ୍ରମଣ ଭୟ । ସ୍କ୍ରବ୍ ଟାଇଫସରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଦା ୧୫୦୦ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ମୃତକ ମଧ୍ୟରେ ଜଣେ ବଡ଼ଗାଁ ଅଞ୍ଚଳର ଓ ଆଉ ଜଣେ…

Cyclone Montha: ଗଭୀର ଅବପାତରେ ପରିଣତ ହେଲା ସୃଷ୍ଟ ଲଘୁଚାପ, ୨୪ ଘଣ୍ଟାରେ ବାତ୍ୟା, ଆଲର୍ଟରେ ଓଡିଶା, ଆନ୍ଧ୍ର…

ଭୁବନେଶ୍ବର: ଗଭୀର ଅବପାତରେ ପରିଣତ ହେଲା ସୃଷ୍ଟ ଲଘୁଚାପ । ୨୪ ଘଣ୍ଟା ଭିତରେ ନେଇପାରେ ବାତ୍ୟା ରୂପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ସକାଳ ସାଢେ ୫ଟାରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଆଗାମୀ ୧୨ ଘଣ୍ଟା ଅର୍ଥାତ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା…