Latest Odisha News

BREAKING NEWS

ଦିନିକିଆ ଓ ଟି୨୦ ବିଶ୍ୱକପରେ ବଡ ଧରଣର ପରିବର୍ତନ କଲା ଆଇସିସି

ନୂଆଦିଲ୍ଲୀ:ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଦିନିକିଆ ଓ ଟି୨୦ ବିଶ୍ୱକପରେ ବଡ ଧରଣର ପରିବର୍ତନ କରିଛି । ଦିନିକିଆ ବିଶ୍ୱକପ ୧୪ ଟିମ ସହିତ ଥ୍ରୀ ଷ୍ଟେଜ ଫର୍ମାଟରେ ଖେଳାଯିବ । ପ୍ରଥମ ଥର ପାଇଁ ସୁପର ୭ ରାଉଣ୍ଡ ଲାଗୁ ହେବ । ଯାହା ଟୁର୍ଣ୍ଣାମେଂଟର ମୂଖ୍ୟ ଆକର୍ଷଣ ହେବ ବୋଲି କୁହାଯାଉଛି ।…

ବଜ୍ରପାତ ନେଲା ଚାଷୀଙ୍କ ଜୀବନ

ସିମୁଳିଆ:ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତର କଳାଶୁଣି ଗ୍ରାମରେ ଅଘଟଣ । ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ। କଳାଶୁଣି ଗ୍ରାମର ଭରତ ଦାସଙ୍କ ୩୮ ବର୍ଷୀୟ ପୁଅ ପ୍ରଶାନ୍ତ କୁମାର ଦାସ ନିଜ ଚାଷଜମିରେ ଧାନ କାମ କରୁଥିବା ବେଳେ ହଠାତ୍ ପ୍ରବଳ ବର୍ଷା ସହ ବଜ୍ରପାତ…

Mob attacks Assam Rifles camp:ଆସାମ ରାଇଫଲ୍ସ ଶିବିର ଉପରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ;ଫିଙ୍ଗିଲେ ପଥର,ଜାଳିଦେଲେ…

ନୂଆଦିଲ୍ଲୀ: ଜୁଲାଇ ୧୪-୧୫ ରାତିରେ ଏକ ଅଶାନ୍ତ ଭିଡ ମଣିପୁରର ସେନାପତି ସହରରେ ଆସାମ ରାଇଫଲ୍ସ ଶିବିର ଉପରେ ପଥର ମାଡ଼ କରିଥିଲେ, ନିଆଁ ଲଗାଇ ଦେଇଥିଲେ ଏବଂ ଭଙ୍ଗାରୁଜା କରିଥିଲେ, ଫଳରେ ବାହିନୀର ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଜନତା ଦୁଇଟି ଟ୍ରକକୁ ମଧ୍ୟ ଓଲଟାଇ ଦେଇଥିଲେ। ଏହା ପରେ…

Puri Rath Yatra 2026:ସିଂହଦ୍ୱାର ଚକଡାରେ ତିନି ରଥ;ସକାଳ ସାଢ଼େ ୯ରେ ପହଣ୍ଡି, ରଥଟଣା ସମୟ…

ପୁରୀ:ରାତି ପାହିଲେ ପୁରୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା । ମହାପ୍ରଭୁଙ୍କର ଘୋଷଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରଥଯାତ୍ରା ପାଇଁ ଛତିଶା ନିଯୋଗ, ନୀତି ସବ୍ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଵୀକୃତି କ୍ରମେ ନୀତି ନିର୍ଘଣ୍ଟ…

ସତର୍କ ସଂକେତ ଉପରେ ଜଳକା ନଦୀର ଜଳସ୍ତର; ଚିନ୍ତାରେ ନଦୀକୂଳବାସୀ

ବସ୍ତା:ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବଢୁଛି ଜଳସ୍ତର । ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସତର୍କ ସଂକେତ ଉପରେ ଜଳକା ଜଳସ୍ତର । ବାଲେଶ୍ଵର ଜିଲା ବସ୍ତା ବ୍ଲକର ମଥାନୀ ଠାରେ ଜଳକାର ସତର୍କ ସୂଚନା ୬.୦୦ ମିଟର ଥିଲାବେଳେ ବିପଦ ସଂକେତ ୬.୫୦ ମିଟର ରହିଛି । ବୁଧବାର ସକାଳ ୮ଟା…

ପୂର୍ବତନ IICଙ୍କ ବଢିଲା ଅଡୁଆ: ଗଞ୍ଜେଇ ମାଫିଆ ସହ ଲିଙ୍କ ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍

ବୌଦ୍ଧ: ଓଡ଼ିଶାରେ ଆଇଆଇସି (IIC) କିମ୍ବା ପୋଲିସ ଅଧିକାରୀଙ୍କ ଗଞ୍ଜେଇ ବେପାରୀଙ୍କ ସହ ସମ୍ପର୍କ ଏବଂ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗ ନୂଆ ନୁହେଁ। ବିଭିନ୍ନ ସମୟରେ ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଏହି ଗଞ୍ଜେଇ ଚାଲାଣ ମାମଲାରେ ପୁଣି ଚର୍ଚ୍ଚାରେ ବୌଦ୍ଧ ପୋଲିସ। ଗଞ୍ଜେଇ ମାଫିଆଙ୍କ…

ରଥଯାତ୍ରା ପାଇଁ କଡ଼ା ହେଲା ଟ୍ରାଫିକ୍ ବ୍ୟବସ୍ଥା, ବଡ଼ଦାଣ୍ଡ ହେଲା ‘ନୋ ଭେହିକିଲ୍ ଜୋନ୍’

ପୁରୀ: ରାତି ପାହିଲେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସୂର୍ଯ୍ୟ ଉଦୟକୁ ଅପେକ୍ଷା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ପୁରୀରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ସୁପରିଚାଳନା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ତୀର୍ଥଯାତ୍ରୀଙ୍କ ପାଇଁ ବିଭିନ୍ନ…

Aamir Khan Reaction: ‘ଲଭ୍ ଜିହାଦ’ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ଆମିର ଖାନ, କହିଲେ, ‘ ଆହୁରି…

ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାନ ଓ ତାଙ୍କ ଦୀର୍ଘଦିନର ସାଥୀ ଗୌରୀ ସ୍ପ୍ରାଟଙ୍କ ବିବାହକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଜୋର ଧରିଛି। ବିବାହ ପରେ ତାଙ୍କ ବିରୋଧରେ 'ଲଭ୍ ଜିହାଦ' ଅଭିଯୋଗ ହେବା ସହ ଜଣେ ମୁସଲିମ ଧର୍ମଗୁରୁ ତାଙ୍କ ବିରୋଧରେ ଫତୱା ମଧ୍ୟ ଜାରି କରିଛନ୍ତି। ଏହାକୁ ନେଇ…

ଆଉ ଚଳିବନି ମନମାନି, ସରକାରୀ ଡାକ୍ତର ଲେଖିବେ ଜେନେରିକ୍‌ ଔଷଧ

ଭଦ୍ରକ: ରୋଗୀଙ୍କୁ ଶସ୍ତାରେ ଔଷଧ ଉପଲବ୍ଧ କରିବା ଲକ୍ଷ୍ୟରେ ସରକାର ଜେନେରିକ୍ ଔଷଧ ସେବନ ବିଷୟରେ କୁହନ୍ତି। ସରକାରୀ ଡାକ୍ତରଙ୍କୁ ମଧ୍ୟ ଜେନେରିକ ଔଷଧ ଲେଖିବାକୁ ପରାମର୍ଶ ଦିଆଯାଏ। ଏହାପରେ ବି ସରକାରୀ ଡାକ୍ତରଖାନାରେ ନାମିଦାମି ମେଡିସିନ ଲେଖାଯାଉଛି। ରୋଗୀ ଅଯଥାରେ ସେହି ମେଡିସିନ ବାହାରୁ…

Nepal Elephant Revenge: ୧୪ ବର୍ଷ ହେଲାଣି ଭୁଲିନି ହାତୀ, ଖୋଜି ଖୋଜି ମାରୁଛି…ନେଲାଣି ଗୋଟିଏ ପରିବାରର ୪ ଜୀବନ

କାଠମାଣ୍ଡୁ: ୧୪ ବର୍ଷ ହେଲାଣି, ଗୋଟିଏ ପରିବାର ପଛରେ ପଡିଛି ହାତୀ ଘର ଛାଡିଲେ…ଗାଁ ବି ଛାଡିଲେ କିନ୍ତୁ ପିଛା ଛାଡିଲାନି ହାତୀ ନେପାଳର ଗୋଟିଏ ପରିବାରର କାହାଣୀ ଏବେ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ୧୪ ବର୍ଷ ହେଲାଣି ପରିବାର ପାଇଁ ଯମ ପାଲଟିଛି ଗୋଟିଏ ଜଙ୍ଗଲୀ ହାତୀ । ଗୋଟିଏ…