Army Officer martyred: ଜମ୍ମୁ ଓ କଶ୍ମୀରରେ ଏକ ସେନା ଶିବିରରେ ଫାୟରିଂ; ଜଣେ ସେନା ଅଧିକାରୀ ସହିଦ
ଶ୍ରୀନଗର:ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାରେ ଏକ ସୈନ୍ୟ ଶିବିର ଭିତରେ ଗୁଳିଚାଳନା ଘଟଣାରେ ସେନାର ଜଣେ ଜୁନିଅର କମିଶନଡ୍ ଅଫିସର (JCO)ସହିଦ ହୋଇଛନ୍ତି । ଜଣେ ପ୍ରତିରକ୍ଷା ମୁଖପାତ୍ର ବୁଧବାର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, "ସାମ୍ବାର ଏକ ଆର୍ମି ୟୁନିଟର ଜଣେ ଜେସିଓଙ୍କୁ…