Latest Odisha News

BREAKING NEWS

ବାତ୍ୟା ମୋନ୍ଥା ପାଇଁ ପାରାଦୀପରେ ସତର୍କ ସୂଚନା

ପାରାଦୀପ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅବପାତ ସୃଷ୍ଟି ହୋଇ ଆନ୍ଧ୍ର ଉପକୂଳ ମୁହାଁ ହୋଇଛି ସମ୍ଭାବ୍ୟ ବାତ୍ୟା ମନ୍ଥା । ଏହା ଏବେ ବିଶାଖାପାଟନମ୍ ଠାରୁ ୯୯୦ ଏବଂ ଗୋପାଳପୁର ଠାରୁ ୧୦୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୭ ତାରିଖରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ…

୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ, ବାନ୍ଧିଲା ପୋଲିସ

ଇନ୍ଦୋର: ଅଷ୍ଟ୍ରେଲିଆର ଦୁଇଜଣ ମହିଳା କ୍ରିକେଟରଙ୍କ ସହ ଇନ୍ଦୋରରେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜଣେ ବାଇକ ଚାଳକ ଏହିପରି କାଣ୍ଡ କରିଥିବା କୁହାଯାଉଛି। ଖେଳାଳି ମାନେ ହୋଟେଲ ରାଡିସନ୍ ବ୍ଲୁ ରୁ ଏକ କାଫେକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିବା ନେଇ ସୂଚନା…

ଗମ୍ଭୀରଙ୍କ ସମ୍ମାନ ରଖିଲେ ହର୍ଷିତ ରାଣା

ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ହର୍ଷିତ ରାଣାଙ୍କୁ ଭାରତୀୟ ଟିମରେ ସାମିଲ କରିବା ନେଇ କୋଚ ଗୌତମ ଗମ୍ଭୀରଙ୍କ ସମାଲୋଚନାର ଶୀକାର ହେବାକୁ ପଡିଥିଲା । ଏପରିକି ଗମ୍ଭୀର ତାଙ୍କ ବ୍ୟକ୍ତିଗତ ପସନ୍ଦକୁ ଗୁରୁତ୍ୱ ଦେଉଥିବା ଅଭିଯୋଗ ହୋଇଥିଲା । ତେବେ ହର୍ଷିତ ତାଙ୍କ…

ଜଗତସିଂହପୁରରେ ପାନ ଦୋକାନୀଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ ଆରମ୍ଭ…

ଜଗତସିଂହପୁର: ଜଗତସିଂହପୁର ବସ ଷ୍ଟାଣ୍ଡ ନିକଟରେ ଜଣେ ପାନ ଦୋକାନ ମାଲିକଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଯେଉଁ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ମୁଖ୍ୟ ବସ୍ ଷ୍ଟାଣ୍ଡ ନିକଟ ଯୋଗଡ଼ାରୀ ଛକ…

Crude Oil Imports: ରୁଷୀୟ ତୈଳ କମ୍ପାନୀ ଉପରେ ଆମେରିକାର ପ୍ରତିବନ୍ଧକ, ଏବେ କେଉଁଠାରୁ ଅଶୋଧିତ ତେଲ କିଣିବ ଭାରତ?

ନୂଆଦିଲ୍ଲୀ: ଆମେରିକା ଦୁଇଟି ରୁଷୀୟ ତୈଳ ଉତ୍ପାଦନକାରୀ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ, ଭାରତୀୟ ରିଫାଇନାରୀ କମ୍ପାନୀଗୁଡ଼ିକ ରୁଷରୁ ଅଶୋଧିତ ତେଲ ଆମଦାନୀ ହ୍ରାସ ପାଇଁ ପଶ୍ଚିମ ଏସିଆ, ଲାଟିନ୍ ଆମେରିକା ଏବଂ ଆମେରିକାରୁ ଅଶୋଧିତ ତେଲ କ୍ରୟ ବୃଦ୍ଧି କରିପାରନ୍ତି। ଅକ୍ଟୋବର ୨୨…

ଫ୍ଲିଂଟଫ କହିଲେ ମୁଁ ସୀମା ଅତିକ୍ରମ କରିଥିଲି, ବ୍ରଡଙ୍କ ଉପରେ ରାଗ ଶୁଝାଇଲେ ଯୁବରାଜ

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର‌୍ୟୁ ଫ୍ଲିଂଟଫ ୧୮ ବର୍ଷ ପରେ ୨୦୦୭ ଟି୨୦ ବିଶ୍ୱକପ କ୍ରିକେଟ ଅବସରରେ କରିଥିବା ଭୁଲ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯୁବିଙ୍କ ସହ ହୋଇଥିବା ଯୁକ୍ତିତର୍କରେ ମୁଁ ସୀମା ଅତିକ୍ରମ କରିଥିଲି । ଏଥିରେ ଯୁବି ରାଗି ଯାଇଥିଲେ । ସେ ସବୁ ରାଗ…

Cyclone ‘Montha’: ଆସୁଛି ବାତ୍ୟା ‘ମୋନ୍ଥା’… କେତେ ବିପଦରେ ଓଡିଶା… ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଲେ…

ଭୁବନେଶ୍ବର: ଅକ୍ଟୋବର ଆସିଲେ ରାଜ୍ୟକୁ ବାତ୍ୟା ଭୟ ଘାରେ । ଏବର୍ଷ ବା ସେଥିରୁ ବାଦ୍ ପଡିବ କିପରି । ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା । ଯାହାର ନାମ ‘ମୋନ୍ଥା’ ରଖାଯାଇଛି । ଯାହା ଅକ୍ଟୋବର ୨୭ରେ ବାତ୍ୟାର…

ବେଙ୍ଗାଲୁରୁ ହିଟ୍ ଆଣ୍ଡ୍ ରନ ମାମଲା; କନ୍ନଡ ଅଭିନେତ୍ରୀଙ୍କ ସଂପୃକ୍ତି ଅଭିଯୋଗ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅକ୍ଟୋବର ୪ରେ ଏକ ହିଟ୍ ଆଣ୍ଡ୍ ରନ ଘଟଣା ଘଟିଥିଲା। ଦୁର୍ଘଟଣାଗ୍ରସ୍ତ କାରଟି କନ୍ନଡ ଅଭିନେତ୍ରୀ ଦିବ୍ୟା ସୁରେଶ ଚଳାଉଥିବା ନେଇ ଶୁକ୍ରବାର ଦିନ ପୋଲିସ ସୂଚନା ପ୍ରଦାନ କରିଛି। ତେବେ କିରଣ ନାମକ ଜଣେ ମହିଳା ତାଙ୍କ ଦୁଇ ସମ୍ପର୍କୀୟ ଭଉଣୀ ଅନୁଷା ଏବଂ…

Silver Gold Rates: ରୂପା ମୂଲ୍ୟ ରେକର୍ଡ ସର୍ବୋଚ୍ଚରୁ ୨୧% ହ୍ରାସ, ସୁନା ବି ୭.୬୪% ତଳକୁ ଖସିଲା: ଜାଣନ୍ତୁ ଏବେ…

ନୂଆଦିଲ୍ଲୀ: ରେକର୍ଡ ସର୍ବୋଚ୍ଚରେ ପହଞ୍ଚିବା ପରେ, ରୂପା ମୂଲ୍ୟରେ ୨୧% ହ୍ରାସ ଘଟିଛି । ଶୁକ୍ରବାର, ରୂପା ମୂଲ୍ୟ ସେମାନଙ୍କର ରେକର୍ଡ ସର୍ବୋଚ୍ଚରୁ ପ୍ରାୟ ୩୧,୦୦୦ ଟଙ୍କା ହ୍ରାସ ପାଇ ୧.୪୭ ଲକ୍ଷ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି। ରୂପାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଲଣ୍ଡନରେ ଉନ୍ନତ ବିତରଣ…