Latest Odisha News

BREAKING NEWS

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର 

ପୁରୀ: ଦୀର୍ଘ ୧୫ ଦିନ ଧରି ଅଣବସର ପିଣ୍ଡିରେ ରହି ଚିକିତ୍ସିତ ହେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଦଇତାପତି ସେବକମାନେ ମହାପ୍ରଭୁଙ୍କ ଆରୋଗ୍ୟ ହେବା ଖବର ଗଜପତି ମହାରାଜାଙ୍କୁ ଜଣାଇବା ପରେ ଏବେ ଶ୍ରୀମନ୍ଦିର ରଥଯାତ୍ରା ଲାଗି ହୋଇ ଉଠିଛି ଚଳଚଞ୍ଚଳ।…

ମର୍ସିଡିଜ୍ କାର୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ୧୦୦ମି. ଘୋଷାଡ଼ି ନେଲା…

ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଶାସ୍ତ୍ରୀ ନଗର ଛକରେ ଏକ ମର୍ସିଡିଜ୍-ବେଞ୍ଜ୍ ଏକ ବାଇକକୁ ଧକ୍କା ଦେଇଛି। ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା ବାଇକ୍। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ…

ହର୍ମୁଜରେ ୟୁଇର ଟ୍ୟାଙ୍କରକୁ ଇରାନର ମିସାଇଲ ମାଡ, ଭାରତୀୟ ମୃତ

ତେହେରାନ: ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଘୋଷଣା କରିଛି ଯେ ହର୍ମୁଜ୍ ପ୍ରଣାଳୀରେ ଦୁଇଟି ୟୁଏଇ ପତାକାଯୁକ୍ତ ଟ୍ୟାଙ୍କର ଉପରେ ଇରାନୀ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣରେ ଜଣେ ଭାରତୀୟ କ୍ରୁଜ୍ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆଠ ଜଣ…

ଗଛ ତଳେ ଚା’ ପିଇବା ହେଲା କାଳ;ଚାଲିଗଲା ବୃଦ୍ଧଙ୍କ ଜୀବନ

ବ୍ରହ୍ମପୁର:ଚା’ ପିଉଥିବା ସମୟରେ ଗଛ ଡାଳ ପଡ଼ି ଜଣେ ବୃଦ୍ଧ ପ୍ରାଣ ହରେଇଛନ୍ତି । ମୃତ ବୃଦ୍ଧ ଜଣକ ହେଲେ କଙ୍କୋରଡ଼ା ପଞ୍ଚାୟତ ଅଧିନସ୍ଥ କରାଖଣ୍ଡି ଗ୍ରାମର ନଟବର ପ୍ରଧାନ । ତେବେ ଏହି ଅଭାବନୀୟ ଘଟଣା ଘଟିଛି ସାନଖେମୁଣ୍ଡି ବ୍ଲକ ଆଡପଡ଼ା ଗ୍ରାମରେ । ସୂଚନାଥାଉକି, ନଟବର ନିଜ ଝିଅ ଘର ଗାଁ…

Puri Rath Yatra:ରଥଯାତ୍ରାରେ ସ୍ଵାସ୍ଥ୍ୟସେବା ଯୋଗାଇବେ ୨୩୦ ଡାକ୍ତର;ବଡଦାଣ୍ଡରେ ହେବ ୮ ଅସ୍ଥାୟୀ ଡାକ୍ତରଖାନା

ପୁରୀ:ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି । ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଜନସାଧାରଣଙ୍କ ସମାବେଶକୁ ନଜରରେ ରଖି ଆବଶ୍ୟକୀୟ ଜରୁରୀକାଳୀନ ପରିସ୍ଥିତି ପାଇଁ ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ବଡଦାଣ୍ଡରେ ଏବଂ ପୁରୀ ସହର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ…

କୋଚିଂ ସେଣ୍ଟର ବିବାଦ ମାମଲା; ଖାନ୍ ସାରଙ୍କୁ ଆଶ୍ବସ୍ତି, ଆଗୁଆ ଜାମିନ ମଞ୍ଜୁର କଲେ କୋର୍ଟ

ପାଟନା: କୋଚିଂ ସେଣ୍ଟର ମାରପିଟ୍ ତଥା ଗୁଳିକାଣ୍ଡ ମାମଲାରେ ଖାନ୍ ସାରଙ୍କୁ ଆଶ୍ବସ୍ତି । ଆଗୁଆ ଜାମିନ ମଞ୍ଜୁର କଲେ କୋର୍ଟ । ଖାନ୍ ସାରଙ୍କ ସହିତ ତାଙ୍କର ଦୁଇ ଜଣ ଅଙ୍ଗରକ୍ଷୀଙ୍କୁ ମଧ୍ୟ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଖାନ୍ ସାରଙ୍କ ଆଗୁଆ ଜାମିନ ଆବେଦନ ଉପରେ ଶୁଣାଣି ପୂର୍ବରୁ…

କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ୨୫ ପ୍ରତିଶତ ବୋନସ, ଖର୍ଚ୍ଚ ହେବ ୭୪.୭୮ କୋଟି

ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ୍ ଷ୍ଟାଫଙ୍କ କଲ୍ୟାଣ ମୋହନ ସରକାରଙ୍କ ବଡ ନିଷ୍ପତ୍ତି । ସେମାନଙ୍କ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି । ଏହା ସହିତ କେରି ଓ ଫାଳର ମୂଲ୍ୟରେ ମଧ୍ୟ…

ବେଆଇନ ଲିଙ୍ଗ ନିରୂପଣ ଓ ବେଆଇନ ଗର୍ଭପାତ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ସୋର: ବାଲେଶ୍ୱରରେ ବେଆଇନ ଲିଙ୍ଗ ନିରୂପଣ ଓ ବେଆଇନ ଗର୍ଭପାତ (MTP) ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପିସି ପିଏନଡିଟି ଆଇନ ଅଧୀନରେ ରାଜ୍ୟ କର୍ତ୍ତୃପକ୍ଷ ଏବଂ ବାଲେଶ୍ୱର ଜିଲ୍ଲା କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ, ପିସି ପିଏନଡିଟି ଆଇନ ଉଲ୍ଲଙ୍ଘନ ସୂଚନା ଆଧାରରେ ସୋର…

ରାଜ୍ୟ ସରକାରଙ୍କର ୨ ବର୍ଷର ବିଫଳ ଶାସନ ବିରୁଦ୍ଧରେ ଓଡ଼ିଶା ଯୁବ ଜନତା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଓଡ଼ିଶା ଯୁବ ଜନତା କଂଗ୍ରେସ ପକ୍ଷରୁ ଭୁବନେଶ୍ୱରର ଖାରବେଳନଗର ଠାରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଓଡ଼ିଶା ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କାଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରିଥିଲା । ଓଡ଼ିଶା ଜନତା…

ଡ୍ରାଭିଡ ହୋଇପାରନ୍ତି ଇଂଲଣ୍ଡ ଟେଷ୍ଟ ଟିମର କୋଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ ରାହୁଲ ଡ୍ରାଭିଡ ଏବେ ଇଂଲଣ୍ଡ ଟେଷ୍ଟ ଟିମର ଗୁରୁ ଦାୟିତ୍ୱ ନେଇପାରନ୍ତି । ରିପୋର୍ଟ ମୁତାବକ ଡ୍ରାଭିଡ ଇଂଲଣ୍ଡ ମୂଖ୍ୟ କୋଚ ଦୌଡରେ ଆଗରେ ରହିଛନ୍ତି । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ସମ୍ଭାବ୍ୟ କୋଚଙ୍କ ତାଲିକାରେ ତାଙ୍କ ନାମ ରଖିଛି ।…