ପାକିସ୍ତାନ ସୀମାରେ ପଶି ଆମ ସେନାକୁ ହତ୍ୟା କରୁଛି ଭାରତ: ଇମ୍ରାନ ଖାନ୍
ନୂଆଦିଲ୍ଲୀ: ଭାରତ ଉପରେ ଏକ ବଡ ଆରୋପ ଲଗାଇଛନ୍ତି ପାକିସ୍ତାନରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ସୀମାରେ ପଶି ଭାରତ ତାଙ୍କର ସେନାଙ୍କୁ ହତ୍ୟା କରୁଛି । ଦେଶରେ ତଥା ଆଫଗାନିସ୍ତାନ ଏବଂ ଭାରତ ସୀମାରେ ଥିବା ଗୁରୁତର ସୁରକ୍ଷା…