Latest Odisha News

BREAKING NEWS

ଓଡ଼ିଶାରେ ଗବେଷଣା କେନ୍ଦ୍ର ଖୋଲିବ ହାଇଦ୍ରାବାଦର ଏହି ହସ୍ପିଟାଲ

ଭୁବନେଶ୍ବର: ହାଇଦ୍ରାବାଦର ପ୍ରତିଷ୍ଠିତ ଏଆଇଜି ହସ୍ପିଟାଲ ଓଡ଼ିଶାରେ ଗବେଷଣା କେନ୍ଦ୍ର ଖୋଲିବ । TAVR ଟେକନୋଲୋଜିରେ ଚିକିତ୍ସା ଯୋଗାଇବାରେ ଦେଶର ବୃହତ୍ତମ ହସ୍ପିଟାଲ ଏଆଇଜି ହସ୍ପିଟାଲ। ବିନା ଓପନ ହାର୍ଟ ସର୍ଜରୀରେ ହାର୍ଟର ଭାଲଭ ବଦଳାଇବା ଟେକ୍ନୋଲୋଜି ହେଉଛି TAVR। ଏହି ପ୍ରଣାଳୀରେ…

ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ଓଡ଼ିଶା ଉତ୍ସବ;ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ…

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ଥର ଆୟୋଜିତ ହୋଇଛି ଓଡ଼ିଶା ଉତ୍ସବ। କୋଲକାତା ସ୍ଥିତ ନ୍ୟାସନାଲ ଲାଇବ୍ରେରୀ ଅଡ଼ିଟୋରିୟମ୍ ଠାରେ ରବିବାର "ଓଡ଼ିଶା ଉତ୍ସବ" କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଚାଲିଗଲା ୪ଜଣଙ୍କ ଜୀବନ, ଦୁଇ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲା ଗୋଡଭଗାରୁ ସୋନପୁର ରାସ୍ତାର ଭେଡେନ ଥାନା ରୁଷୁଡା ଫାଣ୍ଡି ଅନ୍ତର୍ଗତ ମେହେନା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବୋଲେରୋ ଏବଂ ବିପରୀତ ଦିଗରୁ ଆସୁଥିବା ୨ଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ…

Puri Jagannath temple: ସୋମବାର ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ:ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ହେବ ଖସାପଡା ନୀତି। ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ସୋମବାର ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ । ଏହି ସୂଚନା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ।…

ରାୟଗଡ଼ାରେ ୭ ବର୍ଷର ଶିଶୁକୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ଟଙ୍କା ପାଇଁ ହତ୍ୟା କରିଥିଲା ଦାଦା

ରାୟଗଡା: ରାୟଗଡା ଜିଲ୍ଲା ବିଷମ କଟକ ଥାନା ଚାଟିକଣା ଷ୍ଟେସନସାହିରେ ୭ ବର୍ଷର ଶିଶୁକୁ ହତ୍ୟା କରି ଫିଙ୍ଗି ଦେଇଥିବା ଘଟଣାର ପର୍ଦ୍ଦାଫାଶ । ମୃତ ଶିଶୁଙ୍କୁ ତାଙ୍କ ନିଜ ଦାଦା ଚନ୍ଦନ ଗନ୍ତାୟତ ହତ୍ୟା କରିଥିବା ଖୁଲାସା କରିଛି ରାୟଗଡା ପୋଲିସ । ଏନେଇ ଦାଦା ଚଦନ୍ଦ ଗନ୍ତାୟତଙ୍କୁ ପୋଲିସ ଗିରଫ…

‘ବିଜୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଗଲା ଓ ପୋଡ଼ଗଲା ବେଳେ ଦିଲ୍ଲୀପ ମୁହଁ ଖୋଲି ନଥିଲେ’

ଭୁବନେଶ୍ୱର: ବିଜୁ ବାବୁଙ୍କୁ ଦିଲ୍ଲୀପ ରାୟ ନିଜର ମେଣ୍ଟର ବୋଲି କହି ବିଜୁ ଲିଗାସୀ ମାଧ୍ୟମରେ ରାଜ୍ୟସଭା ନିର୍ବାଚନରେ କିଛି ଭୋଟ ପାଇବେ ବୋଲି ଯେଉଁ ଆଶା କରୁଛନ୍ତି, ସେହି ଆଶାକୁ ରବିବାର ପ୍ରଶ୍ନ ମାଧ୍ୟମରେ ଧୂଳିସାତ କରି ଦେଇଛି ବିଜୁ ଜନତା ଦଳ । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ…

ଦୂର ହେଲା ଅନେକ ଭ୍ରମ: ଭାରତକୁ ତୃତୀୟ ଟି୨୦ ବିଶ୍ୱକପ ଟାଇଟଲ

ଅହମ୍ମଦାବାଦ: ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ଈଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଯଶପ୍ରୀତ ବୁମରାହ ଓ ଅକ୍ଷର ପଟେଲଙ୍କ ଆକର୍ଷଣୀୟ ବୋଲିଂ ସହାୟତାରେ ନ୍ୟୂଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି ଭାରତ ତୃତୀୟ ଥର ପାଇଁ ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଛି । ଏହି ବିଜୟ ସହ ଭାରତ ଅନେକ ଭ୍ରମ…

Minor Girl Rescued: ରାଜଧାନୀରୁ ନିଖୋଜ ଦୁଇ ନାବାଳିକାଙ୍କ ମିଳିଲା ପତ୍ତା

ଭୁବନେଶ୍ବର:ରାଜଧାନୀରୁ ଗୋଟିଏ ଦିନରେ ୩ଜଣ ନିଖୋଜ ଘଟଣା । ଭୁବନେଶ୍ବର ସାଲିଆସାହି ଅଞ୍ଚଳରୁ ନିଖୋଜଆଜି ଦୁଇ ନାବାଳିକା ଉଦ୍ଧାର ହୋଇଛନ୍ତି । ରେଢ଼ାଖୋଲରେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଦୁଇ ନାବାଳିକା । ସେଠାରୁ ମୈତ୍ରୀ ବିହାର ଥାନା ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ଧଉଳି ଥାନା…

ଗିରଫ ହେଲେ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ

କଟକ: ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ପରେ ଆଜି ତାଙ୍କୁ କଟକ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ତଦନ୍ତ ସମୟରେ ପ୍ରମୋଦ ରାୟଙ୍କ ପାଖରୁ କୋଟି କୋଟି ଟଙ୍କାର…

ନବୋଦୟ ବିଦ୍ୟାଳୟର ୩ ଛାତ୍ରଙ୍କ ମୃତ୍ୟୁ ଘଟଣା: ୩ ଜଣ କର୍ମଚାରୀ ନିଲମ୍ବିତ

କୋରାପୁଟ: କୋଲାବ ଜଳଭଣ୍ଡାରରେ ଗତକାଲି ୩ ଜଣ ଛାତ୍ର ବୁଡ଼ିଯାଇ ମୃତ୍ୟୁ ହେବା ଘଟଣା । ଏହି ମାମଲାରେ କର୍ତ୍ତୃପକ୍ଷ ନବୋଦୟ ବିଦ୍ୟାଳୟର ୩ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ସେମାନେ ହେଲେ ପଦାର୍ଥ ବିଜ୍ଞାନ ଶିକ୍ଷକ ଚମନ୍ କୁମାର, କ୍ରୀଡ଼ା ଏବଂ ଶାରୀରିକ ଶିକ୍ଷା ଶିକ୍ଷକ ରାହୁଲ ସିଂ ଓ…