ସୋର ସବ୍ ଜେଲରୁ କଏଦୀ ଫେରାର ଘଟଣା, ଦୁଇ ଜେଲ ୱାର୍ଡର ନିଲମ୍ବିତ
ବାଲେଶ୍ବର: କିଛିଦିନ ତଳେ ଚୌଦ୍ବାର ଜେଲ୍ରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହୋଇଥିଲେ । ଏବେ ସୋର ଜେଲ୍ରୁ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ କଏଦୀ ଫେରାର ପାଇଁ ଉଦ୍ୟମ କରିଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ପୋଲିସ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି। ଏହି ଘଟଣାରେ…