ବଢୁଛି ମହାନଦୀ ଜଳସ୍ତର, ମତ୍ସ୍ୟଜୀବୀଙ୍କ ପାଇଁ ହାଇଆଲର୍ଟ
କଟକ: ହୀରାକୁଦ ଗେଟ୍ ଖୋଲିବା ପରେ ବଢୁଛି ମହାନଦୀ ଜଳସ୍ତର। ଗତକାଲି ହୀରାକୁଦ ଜଳଭଣ୍ଡାରର ୧୦ ଟି ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ଆସିବା ପରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ସକାଳ ସାଢେ ୬ଟାରେ ସୋନପୁରରେ ପହଞ୍ଚିଲା ପ୍ରଥମେ ଛଡାଯାଇଥିବା ୪ଟି ଗେଟର ବନ୍ୟାଜଳ। ସକାଳ ୧୦ ଟା ପରେ ଛଡାଗଲା ଅନ୍ୟ ୬ଟି…