Latest Odisha News

BREAKING NEWS

ଓଡ଼ିଶାକୁ ଅତିରିକ୍ତ ୬ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମିଳିଲା ସ୍ୱୀକୃତି

ଭୁବନେଶ୍ଵର: ଓଡ଼ିଶାକୁ ଅତିରିକ୍ତ ୬ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମିଳିଲା ସ୍ୱୀକୃତି । ନୂଆଦିଲ୍ଲୀର ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) ଓଡ଼ିଶାରେ ଅତିରିକ୍ତ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମାନ୍ୟତା ପ୍ରଦାନ କରିଛି । ଯାହା କେବିକେ…

ଯାତ୍ରୀଙ୍କୁ ବଡ଼ ଝଟକା, ୬ଟି ଅର୍ନ୍ତରାଷ୍ଟ୍ରୀୟ ରୁଟରେ ନିଜର ଉଡ଼ାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ସମସ୍ୟା ବଢିଲା । ୬ଟି ଅର୍ନ୍ତରାଷ୍ଟ୍ରୀୟ ରୁଟରେ ନିଜର ଉଡ଼ାଣ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଇଣ୍ଡିଗୋ । ଜୁଲାଇ ୧ରୁ ହଂକଂ, ସଙ୍ଘାଇ, ହୋ ଚି ମିନ୍ହ ସିଟି, ଲଙ୍ଗକ୍ବିଭ୍ ଏବଂ କ୍ରାବି ପାଇଁ ଉଡ଼ାଣ ବନ୍ଦ ରହିବ । କମ୍ବୋଡିଆ ପାଇଁ…

ନିଳାଦ୍ରୀ ବିଜେ ପରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି;ଅଦିନିଆ ରଥଯାତ୍ରା ନେଇ ପିଏମ୍‌ଙ୍କୁ ଭେଟିବ ସ୍ବତନ୍ତ୍ର ଟିମ୍

ପୁରୀ: ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଆଗକୁ ସ୍ନାନଯାତ୍ରା ଓ ଘୋଷଯାତ୍ରା ଥିବାରୁ ଗଣତି ପ୍ରକ୍ରିୟା ସ୍ଥଗିତ ରଖାଯିବ ନୀଳାଦ୍ରି ବିଜେ ପରେ ଗଣତି ମଣତି…

Men’s U-18 Asia Cup 2026:ରୋମାଞ୍ଚକର ସେମିଫାଇନାଲରେ ପାକିସ୍ତାନକୁ ହରାଇଲା ଭାରତ; ଫାଇନାଲରେ ଜାପନ ସହ ଫାଇଟ୍..

ନୂଆଦିଲ୍ଲୀ:୧୮ ବର୍ଷରୁ କମ୍ ଏସିଆ କପ୍ ୨୦୨୬ ର ହାଇଭୋଲଟେଜ୍ ସେମିଫାଇନାଲ ମ୍ୟାଚ୍‌ରେ ଭାରତୀୟ ୧୮ ବର୍ଷରୁ କମ୍ ପୁରୁଷ ହକି ଦଳ ରୋମାଞ୍ଚକର ପ୍ରଦର୍ଶନ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଛି । ତୃତୀୟ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ ୨-୩ରେ ପଛୁଆ ଥିଲା ଭାରତ ।…

ରାହୁଲଙ୍କୁ ଟାର୍ଗେଟ କଲେ ମୋଦି, ‘କିଛି ଲୋକ ନିରାଶବାଦୀ ଅଟନ୍ତି, ଭାରତକୁ ନୀଚ୍ଚ କରିବାକୁ ଚାହୁଁଛନ୍ତି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଜରାଟ ଗସ୍ତରେ ଅଛନ୍ତି । ସେ ସୁରଟରେ ୧୮ ହଜାର ୮୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି । ଯେଉଁଥିରେ ରାସ୍ତା, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ର ସହିତ ଜଡିତ ପ୍ରକଳ୍ପ…

Private Bus Strike:୧୦ରେ ହେବାକୁ ଥିବା ବସ୍‌ ଧର୍ମଘଟ ସ୍ଥଗିତ; ରାଜ୍ୟ ସରକାରଙ୍କୁ ସମୟ ଦେଲା ସଂଘ

ଭୁବନେଶ୍ବର: ୧୦ ତାରିଖରେ ହେବାକୁ ଥିବା ବସ୍‌ ଧର୍ମଘଟ ସ୍ଥଗିତ ରହିଲା । ଶୁକ୍ରବାର STA କମିଶନଙ୍କ ସହ ଆଲୋଚନା ପରେ ବସ୍‌ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ଘରୋଇ ବସ ମାଲିକ ସଂଘ । ୧୪ ଟି ପାରାମିଟର ନେଇ ବସ ଭଡା ବୃଦ୍ଧି…

Mamata’s Lok Sabha Plan: ଦିଦିଙ୍କ ଶେଷ ଅସ୍ତ୍ର…ଲୋକସଭା ଏଣ୍ଟ୍ରି?

ନୂଆଦିଲ୍ଲୀ: ଲୋକସଭାରେ ମମତାଙ୍କ ଏଣ୍ଟ୍ରି? ବଦଳାଇ ଦେବ କି ଟିଏମସି ଭାଗ୍ୟ? ବୁଡୁଥିବା ଟିଏମସି ଡଙ୍ଗାକୁ କୂଳରେ ଲଗାଇବା ପାଇଁ ଏବେ ଶେଷ ଚାଲ୍ ଚଲାଇବାକୁ ଚାଉଛନ୍ତି ମୁଖିଆ ମମତା ବାନାର୍ଜି । ଗୋଟେ ପଟେ ବଙ୍ଗ ହାତରୁ ଗଲା, ଆଉ ଏବେ ଫାଳ ଫାଳ ହେବାକୁ ବସିଲାଣି ତୃଣମୂଳ…

୨୬ ବର୍ଷରେ ଆକାଶଛୁଆଁ ମହଙ୍ଗା ମାଡ଼

ନୂଆଦିଲ୍ଲୀ: ଭାରତ ଅର୍ଥନୀତି କ୍ଷେତ୍ରରେ ଆଗକୁ ତ ବଢ଼ୁଛି, କିନ୍ତୁ ଏହି ବିକାଶ ସହିତ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିଛି ସବୁଠାରୁ ବଡ଼ ଚଡ଼କ । ବିଗତ ୨୬ ବର୍ଷ ମଧ୍ୟରେ ଦେଶରେ ଆକାଶଛୁଆଁ ମହଙ୍ଗା ମାଡ଼ ହୋଇଛି, ଯାହା ଆମ ଆଦମୀର ସାରା ମାସର ବଜେଟ୍‌କୁ ବିଗାଡ଼ି ଦେଇଛି । ଯେଉଁ…

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ସମ୍ଭାବନା !

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ତାର ୧୧ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକା ପ୍ରକାଶ ପାଇବା ପରେ ଦେଶର ରାଜନୀତିରେ ଏକ ବଡ଼ ହଲଚଲ୍ ଦେଖାଦେଇଛି । କାରଣ ମୋଦୀ ସରକାରର ଦୁଇ ବଡ଼ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ରବନୀତ…

ଦୁଷ୍କର୍ମ ଓ ହତ୍ୟା ଧମକ ଘଟଣାରେ ୮ ବର୍ଷ ପରେ ଗିରଫ ହେଲା ମୌଲାନା

କଟକ: ଦୁଷ୍କର୍ମ ଅଭିଯୋଗରେ ଫେରାର ମୌଲାନା ଗିରଫ । ଜାମସେଦପୁରରୁ ଗିରଫ କଲା ଜଗତପୁର ପୋଲିସ । ୨୦୧୮ ମସିହାରେ ଜଣେ ମହିଳା ଆଣିଥିଲେ ଦୁଷ୍କର୍ମ ଅଭିଯୋଗ । ତନ୍ତ୍ର ମନ୍ତ୍ର ବାହାନାରେ ମୌଲାନା ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଦୁଷ୍କର୍ମ ଅଭିଯୋଗ ପରେ ଫେରାର ଥିଲା ପଦ୍ମପୁର ମୁତାରିଫା…