ଦୀପାବଳୀରେ ଅଘଟଣ; ହାତରେ ବାଣ ଫୁଟିବାରୁ ପାପୁଲି ନଷ୍ଟ..
ଭୁବନେଶ୍ୱର: ଦୀପାବଳୀ ଅବସରରେ ସୋମବାର ଦିନ ବାଲେଶ୍ୱରର ସୋରୋ ଥାନା ଅନ୍ତର୍ଗତ ଗୋବିନ୍ଦପୁରରେ ଜଣେ ବ୍ୟକ୍ତି ବାଣ ଫୁଟାଇବା ସମୟରେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ଆହତ ହୋଇଥିବା ବ୍ୟକ୍ତିଙ୍କ ନାମ ବାବୁ ମହାନ୍ତି ବୋଲି ଜଣାପଡିଛି। ଘର ନିକଟରେ ବାବୁ ନିଜ ଡାହାଣ ହାତରେ ବାଣ ଧରି…