Latest Odisha News

BREAKING NEWS

୨୦ ତାରିଖକୁ ଦୀପାବଳି ଛୁଟି ଘୋଷଣା ‌କଲେ ରାଜ୍ୟ ସରକାର

ଭୁବନେଶ୍ବର: ଓଡ଼ିଶାରେ ଆସନ୍ତା ୨୦ ତାରିଖ ସୋମବାର ଦିନ ପାଳନ ହେବ ଦୀପାବଳି । ଏନେଇ ଉକ୍ତ ଦିନକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାଜସ୍ବ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ୨୧ ତାରିଖକୁ ଛୁଟି ଘୋଷଣା କରିଥିଲେ ରାଜ୍ୟ…

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଆପରାଧିକ ତଥ୍ୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ଦେଶର ୭ଟି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ସମେତ ନୂଆପଡ଼ା ଉପନିର୍ବାଚନ ମଣ୍ଡଳୀ ପାଇଁ ଭାରତ ନିର୍ବାଚନ ଆୟୋଗ ପ୍ରାର୍ଥୀମାନଙ୍କ ସମସ୍ତ ପୂର୍ବବର୍ତ୍ତୀ ଅପରାଧିକ ତଥ୍ୟ ପରିପ୍ରକାଶ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ୪୮ ଘଣ୍ଟା ମଧ୍ୟରେ ନିଜ ଆପରାଧିକ ତଥ୍ୟ ପ୍ରକାଶ…

Terrorists attack Army camp: ସେନା ଶିବିର ଉପରେ ଗ୍ରେନେଡ୍ ଆକ୍ରମଣ, ତିନି ଯବାନ ଆହତ

ନୂଆଦିଲ୍ଲୀ: ଆସାମର ତିନସୁକିଆ ଜିଲ୍ଲାର କାକୋପାଥରରେ ଏକ ସେନା ଶିବିରରେ ଗ୍ରେନେଡ୍ ଆକ୍ରମଣ ହୋଇଛି। ଏଥିରେ ତିନି ଜଣ ଯବାନ ଆହତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ସେନା ଶିବିରରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଅନେକ ଗ୍ରେନେଡ୍ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା, ଯାହା…

Gujarat New Cabinet: ହର୍ଷ ସାଂଘଭି କିଏ?, ଗୁଜୁରାଟରେ ଭୂପେନ୍ଦ୍ର ପଟେଲଙ୍କ ନୂତନ କ୍ୟାବିନେଟରେ ବନିଲେ ଯୁବ…

ଗାନ୍ଧୀନଗର: ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଶୁକ୍ରବାର ଶେଷ ହୋଇଛି । ମୋଟ ୧୯ ଜଣ ନୂତନ ମନ୍ତ୍ରୀ ଶପଥ ନେଇଛନ୍ତି । ଗୋଟିଏ ଦିନ ପୂର୍ବରୁ, ଗୁରୁବାର, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡ଼ି ସମସ୍ତ ୧୨ ମନ୍ତ୍ରୀ ନୂତନ…

ବ୍ରାଉନ ସୁଗର ଡିଲ୍‌ ବେଳେ ମାଡ଼ି ବସିଲା ସ୍ପେସାଲ କ୍ରାଇମ୍ ୟୁନିଟ୍, ୩ ଗିରଫ

ଭୁବନେଶ୍ବର: ବ୍ରାଉନ ସୁଗର ଡିଲ୍‌ ବେଳେ ମାଡ଼ି ବସିଲା ସ୍ପେସାଲ କ୍ରାଇମ୍ ୟୁନିଟ୍। ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୩ ଗିରଫ। ଖୋର୍ଦ୍ଧାର ଜଣେ ମହିଳା ଓ ନିମାପଡ଼ାର ୨ ଯୁବକ ଗିରଫ। ଦାମୀ କାର୍‌ରେ ଚାଲାଣ ବେଳେ ଖୋର୍ଦ୍ଧାରୁ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍‌। ନଗଦ ୫ ଲକ୍ଷ ୧୦ ହଜାର…

ଖୁବଶୀଘ୍ର ହେବ ଯୁକ୍ତ ଦୁଇ ପରୀକ୍ଷା, ଜାଣନ୍ତୁ କେବେ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହେବ ପରୀକ୍ଷା। ଏନେଇ ସୂଚନା ଦେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ…

୪ କିଲୋ ୭୯୫ ଗ୍ରାମ ଓଜନର ୨ଟି ହାତୀ ଦାନ୍ତ ଜବତ, ୨ ଅଭିଯୁକ୍ତ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକରୁ ୪ କିଲୋ ୭୯୫ ଗ୍ରାମ ଓଜନର ଦୁଇଟି ହାତୀ ଦାନ୍ତ ଜବତ କଲା ଏସଟିଏଫ୍ । ଡିଲ୍ ଚାଲିଥିବା ବେଳେ ଚଢାଉ କରି ଏଥିରେ ସଂପୃକ୍ତ ଥିବା ୨ ଅଭିଯୁକ୍ତ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଚନ୍ଦନ ମହାପାତ୍ର ଓ ଶରତ ଖଟେଇ । ଏନେଇ ସୂଚନା ଦେଲେ…

ଭାରତର ବ୍ରହ୍ମାସ୍ତ୍ର ପ୍ରସ୍ତୁତ…ନାସିକରେ ପ୍ରଥମ ଥର ପାଇଁ ଉଡାଣ ଭରିଲା Tejas Mk-1A ଲଢ଼ୁଆ ବିମାନ…

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ନାସିକରେ ହିନ୍ଦୁସ୍ତାନ ଏରୋନଟିକ୍ସର ନୂତନ ଉତ୍ପାଦନ ସୁବିଧାରୁ ତେଜସ୍ LCA MK-1A ଲଢ଼ୁଆ ବିମାନ ଉଦ୍ଘାଟନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ "LCA MK-1A ର ତୃତୀୟ ଉତ୍ପାଦନ ଲାଇନ" ଏବଂ "HTT-40 ବିମାନର ଦ୍ୱିତୀୟ ଉତ୍ପାଦନ…

ଡିଭାଇଡର ଉପରେ ଚଢିଗଲା କାର୍, ୩ ମୃତ

ବରଗଡ଼: ଡିଭାଇଡର ଉପରେ ଚଢିଗଲା କାର୍, ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରଗଡ଼ ଭଟଲି ଛକ ଓଭର ବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡ଼ିଗଲା କାର୍।…

Odisha Police: ମାଓବାଦୀ ଧରାନ୍ତୁ,ପୁରସ୍କାର ପାଆନ୍ତୁ; ସୂଚନା ଦେବା ପାଇଁ ଏହି ନଂରେ…

ବୌଦ୍ଧ : ବୌଦ୍ଧ ଜିଲାରେ ମାଓବାଦୀ ଧରାଇବା ପାଇଁ ପୋଷ୍ଟର ମାରି ପୁରସ୍କାର ଘୋଷଣା କରିଛି ପୋଲିସ। ହାଡ଼କୋର ମାଓବାଦୀଙ୍କୁ ଧରାନ୍ତୁ, ପୁରସ୍କାର ପାଆନ୍ତୁ ଏଭଳି କିଛି ପୋଷ୍ଟରରେ ଲେଖାହୋଇଛି। ଜିଲ୍ଲା ପୋଲିସ ପକ୍ଷରୁ ପୋଷ୍ଟର ଲଗାଇଥିବା ସୂଚନା । ୧୦ ମାଓବାଦଙ୍କ ପାଇଁ ୪ କୋଟି ୩୦ ଲକ୍ଷ ଟଙ୍କା…