ଟ୍ରେଣ୍ଡରେ ଡିଏମକେ ତୃତୀୟ ସ୍ଥାନକୁ ଖସିବା ପରେ, କ୍ୟାମେରା ଆଗରେ କାନ୍ଦି ପକାଇଲେ ଦଳୀୟ କର୍ମୀ
ଚେନ୍ନାଇ: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟରେ, ତାମିଲନାଡୁରୁ ଏକ ଭାବପ୍ରବଣ ଭିଡିଓ ସାମ୍ନାକୁ ଆସିଛି । ଟ୍ରେଣ୍ଡରେ ଡିଏମକେ ପଛରେ ପଡ଼ିବା ପରେ ଜଣେ ଡିଏମକେ କର୍ମୀ କ୍ୟାମେରା ଆଗରେ କାନ୍ଦି ପକାଇଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ…