Latest Odisha News

BREAKING NEWS

କପିଲ ଶର୍ମାଙ୍କ କାଫେରେ ୩ୟ ଥର ପାଇଁ ଗୁଳିଚାଳନା

ଓଟାଓ୍ବା: ପୁଣି ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେ ଉପରକୁ ଗୁଳି ମାଡ ହୋଇଛି । କାନାଡାର ସରେରେ ଥିବା କାପ୍ସ କାଫେ ଉପରକୁ ୩ୟ ଥର ପାଇଁ ଏହି ଗୁଳିମାଡ ହୋଇଛି । ତିନି ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ଜଣା ପଡିଛି । ଏହାର ଏକ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଗୁଳିକାଣ୍ଡ ପାଇଁ…

୧୫ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ, ୪ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ୧୫୦ କେଜି ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି କାର ଜବତ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ଫୁଲବାଣୀ ଜିଲ୍ଲାରେ ହୋଇଥିବା ବେଳେ ଜଣଙ୍କର ଅନୁଗୋଳ ଓ ଅନ୍ୟ ଜଣଙ୍କର ପୁରୀ ଜିଲ୍ଲାର…

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀର ମୁଖ୍ୟ ଦଲାଲ ଗିରଫ

ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । କେଳେଙ୍କାରୀର ମୁଖ୍ୟ ଦଲାଲ ମୁନା ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ମୁନାଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ସୁକାନ୍ତ ମହାରଣା ସମେତ ମୋଟ ୩ ଜଣଙ୍କୁ ଦଶପଲ୍ଲା ନିକଟରୁ ଗିରଫ କରାଯାଇଛି । ମୁନା ପୂର୍ବରୁ ଦଶପଲ୍ଲାର ଏକ ଫାର୍ମ…

Ramayana-Themed Wax Museum: ଏଠାରେ ନିର୍ମିତ ହେଲା ବିଶ୍ୱର ପ୍ରଥମ ମହମ ରାମାୟଣ ସଂଗ୍ରହାଳୟ

ଅଯୋଧ୍ୟା: ରାମ ଜନ୍ମଭୂମି ଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପରେ, ଅଯୋଧ୍ୟା ଏବେ ଆଉ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିବାକୁ ପ୍ରସ୍ତୁତ। ତ୍ରେତୟା ଯୁଗକୁ ପୁନଃନିର୍ମାଣ କରି ବିଶ୍ୱର ପ୍ରଥମ ରାମାୟଣ ମହମ ସଂଗ୍ରହାଳୟ ନିର୍ମାଣ ଶେଷ ହୋଇଛି। ଦୀପୋତ୍ସବ ପାଳନ ସମୟରେ ମୁଖ୍ୟମନ୍ତ୍ରୀ…

ନୁଆପଡାର ସାମଗ୍ରିକ ବିକାଶ ଦାୟିତ୍ୱ ମୁଁ ନେଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନୂଆପଡା ରାଜନୈତିକ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । କେବଳ ନୂଆପଡା ନିର୍ବାଚନମଣ୍ଡଳୀ ନୁହେଁ, ସମଗ୍ର ନୂଆପଡା ଜିଲ୍ଲାର ଜଣେ ଲୋକପ୍ରିୟ ଜନପ୍ରତିନିଧିଙ୍କ ସୁଯୋଗ୍ୟ ଦାୟାଦ ଆଜି ତାଙ୍କ ପିତାଙ୍କ ଅଧୁରା ସ୍ୱପ୍ନକୁ ପୁରଣ କରିବା ପାଇଁ ଭାରତୀୟ ଜନତା ପାର୍ଟୀର…

ଜମି ବିବାଦକୁ ନେଇ ଗଞ୍ଜାମର ୨ ଗାଁରେ ୧୬୩ ଧାରା ଜାରି 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକର ଦୁଇଟି ଗ୍ରାମରେ ଜମି ମାଲିକାନା ନେଇ ଗୁରୁବାର ଦିନ ଉତ୍ତେଜନା ଦେଖାଦେଇଥିଲା। ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରା ୧୬୩ ଅନୁଯାୟୀ କଟକଣା ଜାରି କରାଯାଇଛି। ସୂଚନା ଅନୁଯାୟୀ ସ୍ଥାନୀୟ ପ୍ରଶାସନ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ…

କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆୟୋଜନ ହେଲା ଏସିଆନ ଟିଟି ଚାମ୍ପିୟନଶିପ: ଚୀନର ଡବଲ ବିଜୟ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ ଆଇଟିଟିଏଫ-ଏଟିଟିୟୁ ଏସିଆନ ଟେବୁଲ ଟେନିସ ଚାମ୍ପିୟନଶିପ ସଫଳତାର ସହ ଆୟୋଜନ ହୋଇଛି । ୨୨ ଦେଶର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏହି ମେଗା ଇଭେଂଟରେ ଅଂଶଗ୍ରହଣ କରିଥିଲେ । ଓଡିଶାର ଏହା ପ୍ରଥମ ଥର ଆୟୋଜିତ ହୋଇଛି । ଚୀନ ଟେବୁଲ ଟେନିସରେ…

ବିଜେପି ରାଜ୍ୟ ପଦାଧିକାରୀଙ୍କ ନାଁ ଘୋଷଣା

ଭୁବନେଶ୍ୱର: ଓଡ଼ିଶାରେ ସାଂଗଠନିକ ଗଠନକୁ ଆହୁରି ମଜଭୁତ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ଦିନ ନୂତନ ପଦାଧିକାରୀ ଦଳ ଘୋଷଣା କରିଛି। ବିଜେପିର ଓଡ଼ିଶା ୟୁନିଟ୍ ସଭାପତି ମନମୋହନ ସାମଲଙ୍କ ଦ୍ୱାରା ଅନୁମୋଦିତ ନୂତନ ପଦାଧିକାରୀଙ୍କ ତାଲିକାରେ ବିଭିନ୍ନ ଅଞ୍ଚଳର ଅନେକ…

ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରେ ହତାଶଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଛି: ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ନୂଆପଡାରେ ଦେଇଥିବା ବକ୍ତବ୍ୟ ଉପରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ଦେଇଛି । ନୂଆପଡା ଡବଲ ଇଞ୍ଜିନର ବିକାଶ ଦେଖିବ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ, ଦୀର୍ଘ ୧୬ ମାସରେ ରାଜ୍ୟ ବିକାଶ ପରିବର୍ତ୍ତେ ବିନାଶ…

ନୂଆପଡ଼ା ଉପନିର୍ବାଚନ; ଷ୍ଟିୟରିଂ କମିଟି ଓ ମନିଟରିଂ କମିଟି ଗଠନ କଲା କଂଗ୍ରେସ 

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରେ ଅନୁଷ୍ଠିତ ହେବାକୁ ନୂଆପଡ଼ା ଉପନିର୍ବାଚନର ପରିଚାଳନା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ଷ୍ଟିୟରିଂ କମିଟି ଓ ମନିଟରିଂ କମିଟି ଗଠନ କରିଛନ୍ତି। ଉକ୍ତ କମିଟି ବ୍ୟବସ୍ଥିତ ଭାବରେ ନିର୍ବାଚନ ପରିଚାଳନା କରି କଂଗ୍ରେସ…