ହାତୀ ମୃତ୍ୟୁ ଘଟଣା; ବାଲିଗୁଡ଼ା ଡିଏଫଓଙ୍କୁ କାରଣ ଦର୍ଶାଅ ନୋଟିସ
ଭୁବନେଶ୍ୱର: ହାତୀର ଅସ୍ୱାଭାବିକ ମୃତ୍ୟୁ ପାଇଁ ଓଡିଶା ସରକାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ)ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ସରକାରୀ ସୂଚନା ଅନୁଯାୟୀ ବେଲଘର ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ଅସ୍ୱାଭାବିକ ମୃତ୍ୟୁକୁ ପରିଚାଳନା କରିବାରେ…