Latest Odisha News

BREAKING NEWS

ତ୍ୱିଶା ମୃତ୍ୟୁ ମାମଲା: ୨ ଯାଏଁ ରିମାଣ୍ଡରେ ରହିବେ ଶାଶୁ ଓ ସ୍ବାମୀ

ନୂଆଦିଲ୍ଲୀ: ମଡେଲ, ଅଭିନେତ୍ରୀ ତ୍ଵିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ଆସିଛି ବଡ଼ ଖବର। ତ୍ୱିଶା ମୃତ୍ୟୁ ମାମଲାରେ ଅବସରପ୍ରାପ୍ତ ବିଚାରପତି ତଥା ତ୍ୱିଶା ଶର୍ମାଙ୍କ ଶାଶୁ ଗିରିବାଲା ସିଂହଙ୍କୁ ଗତକାଲି ସିବିଆଇ ଗିରଫ କରିଛି। ଆଜି ଶାଶୁ ଗିରିବାଳାଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି।…

Plastic Currency: ସରିବ କାଗଜ ନୋଟର ଏରା! ଏବେ ପକେଟରେ ପ୍ଲାଷ୍ଟିକ୍ ଟଙ୍କା…

ନୂଆଦିଲ୍ଲୀ: ନା ଚିରିବ, ନା ଭିଜିବ…ନା ନଷ୍ଟ ହେବାର ଟେନସନ୍ କାଗଜ ନୋଟର ଚିନ୍ତା ଗଲା ଏଣିକି ପକେଟରେ ରହିବ ପ୍ଲାଷ୍ଟିକ୍ ନୋଟ୍… ଏବେ ଆମର ଏବଂ ଆପଣଙ୍କ ପକେଟରେ ଥିବା କାଗଜ ନୋଟ୍ ଖୁବ୍ ଶୀଘ୍ର ଇତିହାସ ହୋଇଯାଇପାରେ। କାରଣ ଏବେ ପ୍ଲାଷ୍ଟିକ୍ ନୋଟ୍ ଛାପିବ RBI! ନଗଦର ଦ୍ରୁତ…

ସଲମାନ ସାଜିଲେ ମଧ୍ୟସ୍ଥି

ମୁମ୍ବାଇ:‘ଡନ୍ ୩’ ଶୁଟିଂ ଆରମ୍ଭ ହେବାର ମାତ୍ର ୧୦ ଦିନ ପୂର୍ବରୁ ରଣବୀର ସିଂ ହଠାତ୍ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ରଣବୀରଙ୍କ ଏହି ନିଷ୍ପତ୍ତି ଯୋଗୁଁ ନିର୍ଦ୍ଦେଶକ ଫରହାନ ଅଖତରଙ୍କୁ ବଡ଼ ଝଟ୍‌କା ଲାଗିଥିଲା। ପ୍ରି-ପ୍ରୋଡକ୍ସନ ବାବଦରେ ଫରହାନଙ୍କର ପ୍ରାୟ ୪୫ କୋଟି ଟଙ୍କାର ମୋଟା ଅଙ୍କର…

କାନାଡାରେ ପୁଣି ଜଣେ ଭାରତୀୟଙ୍କୁ ବିଭତ୍ସ ହତ୍ୟା

ଅଟାଓ୍ବା: କାନାଡାରେ ଆଉ ଏକ ଭାରତୀୟଙ୍କୁ ହତ୍ୟା କରାଯାଇଛି । ଗୁଜୁରାଟର ଛାତ୍ରୀ ବିଧି ମେଘା(୨୨)ଙ୍କୁ ଆମେରିକା ସୀମା ନିକଟରେ ଛୁରୀ ଭୁସି ହତ୍ୟା କରାଯାଇଛି । ଲୁଟପାଟକୁ ବିରୋଧ କରିବାରୁ ଦୁର୍ବୁତ୍ତ ମାନେ ତାଙ୍କୁ ଛୁରା ମାଡ କରିଥିଲେ । ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ।…

One Emergency Helpline: ଏବେ ୧୦୦, ୧୦୧ କିମ୍ବା ୧୦୮ ନୁହେଁ, କେବଳ ଡାଏଲ୍ କରନ୍ତୁ ଏହି ନମ୍ବର…ପାଆନ୍ତୁ ସବୁ…

ନୂଆଦିଲ୍ଲୀ: ଏବେ ୧୦୦, ୧୦୧ କିମ୍ବା ୧୦୮... ମନେରଖିବାକୁ ପଡିବନି ଅଲଗା ସେବା ପାଇଁ ଅଲଗା ହେଲ୍ପଲାଇନ୍ ନମ୍ବର ଏଣିକି ଗୋଟିଏ ନମ୍ବରରେ ଡାଏଲ୍ କରନ୍ତୁ… ଘର ଆଗରେ ଆସି ପହଞ୍ଚିବ ସୁବିଧା ସୁପ୍ରିମକୋର୍ଟ ସାରା ଦେଶର ରାଜ୍ୟ ସରକାରଙ୍କୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି…

Judgement Within 3 Months: ଦେଶର ସବୁ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ, ୩ ମାସ ଭିତରେ କର…

ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ନ୍ୟାୟାଳୟ, ସୁପ୍ରିମକୋର୍ଟ, ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାୟ ପ୍ରଦାନରେ ବିଳମ୍ବ ରୋକିବା ପାଇଁ ସୁପ୍ରିମକୋର୍ଟ ଦେଶର ସମସ୍ତ ହାଇକୋର୍ଟକୁ ଏକ ବାଧ୍ୟତାମୂଳକ ନିର୍ଦ୍ଦେଶ ଜାରି କରିଛନ୍ତି। ରିପୋର୍ଟ ଅନୁସାରେ, ସମ୍ବିଧାନର ଧାରା 142 ଅନୁଯାୟୀ…

Karnataka leadership change: ପଦ ଛାଡିଲେ ମୁଖ୍ୟମନ୍ତ୍ରୀ, ପଦରେ ବସିବେ ଉପମୁଖ୍ୟମନ୍ତ୍ରୀ!

ବେଙ୍ଗାଲୁରୁ: କଣ୍ଣାଟକରେ କୁର୍ସି ବଦଳ ସିଦ୍ଧରମୈୟା ଉଠିଲେ ବସିବେ ଶିବକୁମାର! କର୍ଣ୍ଣାଟକ ରାଜନୀତିରେ ବଡ ପରିବର୍ତ୍ତନ । ଏବେ ଶେଷ ହୋଇଛି ସବୁ ଧାଁ ଦୌଡ । ଗୁରୁବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସିଦ୍ଧରମୈୟା । ଯାହାକୁ ଏବେ ରାଜ୍ୟପାଳ ଥାୱରଚାନ୍ଦ…

ଫେସବୁକ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ ପାଇଁ ମେଟା ଆଣିଲା ପେଡ୍ ସବସ୍କ୍ରିପସନ ପ୍ଲାନ, ଦେବାକୁ ପଡିବ ଟଙ୍କା

ନୂଆଦିଲ୍ଲୀ: ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଏକ ବଡ଼ ଖବର ଆସିଛି। ସୋସିଆଲ ମିଡିଆ କମ୍ପାନୀ ମେଟା ନିଜର ଲୋକପ୍ରିୟ ଆପ୍ ଗୁଡିକ ପାଇଁ ନୂଆ ପ୍ଲସ ସବସ୍କ୍ରିପସନ ପ୍ଲାନ ଲଞ୍ଚ କରିଛି। ଏବେ ଏହି ଆପ୍ ଗୁଡିକର ପ୍ରିମିୟମ ସୁବିଧା ପାଇବାକୁ ହେଲେ…

ନିଟ୍ ୟୁଜି ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ନେବା ପାଇଁ ବାୟୁସେନାର ସହାୟତା ନେଇପାରନ୍ତି ସରକାର

ଜୁନ ୨୧ରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପରିବହନ ପାଇଁ ଭାରତୀୟ ବାୟୁସେନାର ସହାୟତା ନିଆଯାଇପାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ବିକଳ୍ପ ଉପରେ ଆଲୋଚନା ହୋଇଛି ଏବଂ ପ୍ରଧାନମନ୍ତ୍ରୀ ଚୂଡ଼ାନ୍ତ…

ତାପମାତ୍ରା କମିଲା କିନ୍ତୁ ଖରାରୁ ନାହିଁ ନିସ୍ତାର, ୪୩ ଡିଗ୍ରୀ ପାର କଲା ବଲାଙ୍ଗୀର

ତାପମାତ୍ରା ୪୪ ଡିଗ୍ରୀ ତଳକୁ ଖସିଥିଲେ ବି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି, ବଲାଙ୍ଗୀରରେ ସର୍ବାଧିକ ୪୩.୨ ଡିଗ୍ରୀ ରେକର୍ଡ କଟକ ଓ ଭୁବନେଶ୍ୱରରେ ପାଗ ସାମାନ୍ୟ ଥଣ୍ଡା ରହିବା ଫଳରେ ଲୋକଙ୍କୁ ଗୁଳଗୁଳି ଓ ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି…