ଦୁର୍ନୀତି ମାମଲାରେ ପୂର୍ବତନ ସରପଞ୍ଚ ଓ ଗ୍ରାମ ସଂଯୋଜକ ଦୋଷୀ ସାବ୍ୟସ୍ତ
ଭୁବନେଶ୍ବର: ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଦାୟର ଏକ ଦୁର୍ନୀତି ମାମଲାରେ କେନ୍ଦୁଝରର ଭିଜିଲାନ୍ସ କୋର୍ଟ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଷଡ଼ଙ୍ଗୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଦାନନ୍ଦ ନାଏକ ଏବଂ ପୂର୍ବତନ ଗ୍ରାମ ସଂଯୋଜକ ଶ୍ରୀପଦ ନାଏକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଅଭିଯୁକ୍ତମାନେ…