Latest Odisha News

BREAKING NEWS

ରାଜରାସ୍ତାରେ ହୁତୁହୁତୁ ଜଳିଲା ବସ୍, ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଜୈସଲମେର: ରାଜସ୍ଥାନର ଜୈସଲମେରର ଜୈସଲମେର-ଯୋଧପୁର ରାଜପଥରେ ମଙ୍ଗଳବାର ଦିନ ଏକ ଚଳନ୍ତା ଏସି ସ୍ଲିପର ବସ୍‌ରେ ନିଆଁ ଲାଗିଯାଇଥିଲା। ଯେଉଁଥିରେ ୨୦ ଜଣ ଯାତ୍ରୀ ଜୀବନ୍ତ ଜଳି ଯାଇଥିବା ରିପୋର୍ଟ ମିଳିଛି। ତେବେ ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର ଜୈସଲମେରରେ ଏବଂ ଜଣେ ୭୯ ବର୍ଷୀୟ ହୁସେନ…

ଆସନ୍ତାକାଲି ଠାରୁ ଆମେରିକାକୁ ପୁନଃ ଡାକ ସେବା ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୧୫ ତାରିଖରୁ ଇଣ୍ଡିଆ ପୋଷ୍ଟ ଆମେରିକାକୁ ସମସ୍ତ ବର୍ଗର ଡାକ ସେବା ପୁନଃ ଆରମ୍ଭ କରିବ। ଚିଠି, ଡକ୍ୟୁମେଣ୍ଟ, ପାର୍ସଲ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାରର ଡାକ ସେବା ପାଇଁ ସାଧାରଣ ଡାକ ପୁନଃ ଆରମ୍ଭ ହେବା ନେଇ ଏଥିରେ ସୂଚାଇ ଦିଆଯାଇଛି। ତେବେ…

ଦୁର୍ଗାପୁର ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ 

ଭୁବନେଶ୍ୱର: ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଙ୍ଗଳବାର ଦିନ ଦୁର୍ଗାପୁର ‘ଗଣଦୁଷ୍କର୍ମ’ ପୀଡିତାଙ୍କୁ ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲରେ ଭେଟିଥିଲେ। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜେପି କର୍ମୀଙ୍କ ଏକ ଦଳ ସହିତ ଅପରାହ୍ନରେ…

MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ, କାଉନସିଲ୍‌ ବୈଠକ ପରେ ଡିନ୍‌ଙ୍କ ଘୋଷଣା

ବ୍ରହ୍ମପୁର: ବ୍ରହ୍ମପୁର MKCGରେ ଇଣ୍ଟର ମେଡିକାଲ୍‌ ମିଟ୍‌ ଗଣ୍ଡଗୋଳ ପରେ ବୈଠକ । ଟେଲି ମେଡିସିନ୍ ସେଣ୍ଟରରେ MKCG କଲେଜ କାଉନସିଲ୍‌ ବୈଠକ ହୋଇଛି। ଏହି ବୈଠକରେ ଡିନ୍, ଅଧୀକ୍ଷକଙ୍କ ସମେତ ସମସ୍ତ ବିଭାଗର ଏଚ୍‌ଓଡି ପ୍ରମୁଖ ଉପସ୍ଥିତ ଥିଲେ । ଭିତରେ ବୈଠକ ଚାଲିଥିବା ବେଳେ ବାହାରେ…

ସାମୀ କହିଲେ ଫିଟନେସ ନେଇ ଚୟନ କମିଟିକୁ ଅପଡେଟ ଦେବା ମୋ କାମ ନୁହେଁ

ନୂଆଦିଲ୍ଲୀ: ଷ୍ଟାର ପେସ ବୋଲର ମହମ୍ମଦ ସାମୀଙ୍କୁ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିିନିକିଆ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିନି । ଅସନ୍ତୁଷ୍ଟ ସାମୀ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ପରୋକ୍ଷରେ ଟାର୍ଗେଟ କରି କହିଛନ୍ତି ଫିଟନେସ ସମ୍ପର୍କରେ ଅପଡେଟ ଦେବା ମୋ କାର୍ଯ୍ୟ ନୁହେଁ ।…

ପୁଣି ମାତିଲେ ମାଓବାଦୀ, ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା

ବିଜାପୁର: ଛତିଶଗଡ଼ ବିଜାପୁରରେ ପୁଣି ମାତିଲେ ମାଓବାଦୀ। ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା କଲେ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ହତ୍ୟା। ମୃତକ ସତ୍ୟମ ପୁନେମ, ବିଜାପୁରରେ ମଣ୍ଡଳସ୍ତରୀୟ କର୍ମୀ। ପୂର୍ବରୁ ବି ସତ୍ୟମ ପୁନେମଙ୍କୁ ଏକାଧିକ ଥର ଚେତାବନୀ ଦେଇଥିଲେ…

ଭୁବନେଶ୍ୱରରେ ସରକାରୀ କ୍ୱାର୍ଟର୍ସରୁ ଜବରଦଖଲ ଉଚ୍ଛେଦ…

ଭୁବନେଶ୍ୱର: ଖାଲି ପଡ଼ିଥିବା ସରକାରୀ କ୍ୱାର୍ଟର୍ସକୁ ବେଆଇନ ଦଖଲ କରିଥିବା ଅଭିଯୋଗରେ କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଭୁବନେଶ୍ୱରର ୟୁନିଟ୍-୨ ଅଞ୍ଚଳରେ ଏକ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛନ୍ତି। କିଛି ଲୋକ ସରକାରୀ କ୍ୱାର୍ଟର୍ସକୁ ଜୋରଜବରଦସ୍ତ ଦଖଲ କରିଥିବା ସୂଚନା ପାଇବା ପରେ ଭୁବନେଶ୍ୱର…

ବୁଧବାର ୪ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ, ଜାଣନ୍ତୁ କାହିଁକି…

ପୁରୀ: ଆସନ୍ତାକାଲି ଅର୍ଥାତ୍ ବୁଧବାର କାର୍ତ୍ତିକ କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ…

ପୋଲିସକୁ ବଡ଼ ସଫଳତା, ଧରାପଡିଲା ଲୋକଙ୍କୁ ଭୟଭୀତ କରୁଥିବା ଜଣେ ହାର୍ଡକୋର ମାଓବାଦୀ

ରାଉରକେଲା: ଖୁବଶୀଘ୍ର ମାଓ ମୁକ୍ତ ହେବାକୁ ଯାଉଛି ଭାରତ। ଗତ କିଛି ଦିନ ହେବ ଘନ ଘନ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ସମାଜର ମୁଖ୍ୟସ୍ରୋତ ମୁହାଁ ହେଉଛନ୍ତି। ଯାହା ଦେଶର ଭବିଷ୍ୟତ ପାଇଁ ଭଲ ପଦକ୍ଷେପ। ତେବେ ଏହାରି ଭିତରେ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ରାଜ୍ୟକୁ ଦୀର୍ଘ ଦିନ ଧରି…

ପିଚ ନେଇ ଅସନ୍ତୋଷ ବ୍ୟକ୍ତ କଲେ କୋଚ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଅରୁଣ ଜେଟଲୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୭ ୱିକେଟରେ ଜିିତି ନେଇଛି । ଏଥିସହ ସିରିଜରେ କ୍ଲିନ ସୁଇପ କରିଛି । ତେବେ ଟିମ ଇଣ୍ଡିଆର ମୂଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତିି । ପିଚ ପେସ କିମ୍ବା ସ୍ପିନ…