କାନପୁରର ଲାମ୍ବୋର୍ଗିନି ଦୁର୍ଘଟଣା; ଆଇନ ଜାଲରୁ ବଞ୍ଚିବାକୁ ଡମି ଡ୍ରାଇଭର ଆଣିଥିଲେ ଟାଇକୁନଙ୍କ ପୁଅ
କାନପୁର: ଉତ୍ତରପ୍ରଦେଶ କାନପୁରର ଚର୍ଚ୍ଚିତ ଲାମ୍ବୋର୍ଗିନି ଦୁର୍ଘଟଣା ମାମଲାରେ ପୋଲିସ ଅଭିଯୁକ୍ତ ଶିବମ ମିଶ୍ରଙ୍କୁ ଗିରଫ କରିଛି। ପୋଲିସ କୋର୍ଟକୁ ସୂଚନା ଦେଇଛି ଯେ ୮ ତାରିଖରେ ଘଟିଥିବା ଏହି ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ତା' ପରଦିନ ଅର୍ଥାତ୍ ୯ ତାରିଖରେ ଜଣେ ଡମି…