ଆଇସିସି ଟି-୨୦ ରାଙ୍କିଙ୍ଗରେ ଈଶାନ କିଷନଙ୍କ ଐତିହାସିକ ସଫଳତା
ମୁମ୍ବାଇ: ଟି-୨୦ କ୍ରିକେଟ୍ରେ ଏବେ ଟିମ୍ ଇଣ୍ଡିଆର ଦବ୍ଦବା। ଆଇସିସିର ନୂଆ ଟି-୨୦ ମାନ୍ୟତାରେ ପ୍ରଥମ ଥର ପାଇଁ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଈଶାନ କିଷନ। ଦୀର୍ଘ ସମୟ ଧରି ନମ୍ବର-୧ ସ୍ଥାନରେ ଥିବା ଅଭିଷେକ ଶର୍ମା ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ତେବେ ଖୁସିର କଥା ହେଉଛି, ଉଭୟ…