ରାଜଧାନୀରେ ପଥରରେ ଛେଚି ଯୁବକଙ୍କୁ ବୀଭତ୍ସ ହତ୍ୟା
ଭୁବନେଶ୍ୱର: ଭୁବନେଶ୍ୱରରେ ସୋମବାର ଦିନ ଜଣେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ସହରର ଇନଫୋସିଟି ଥାନା ଅଧୀନରେ ଥିବା ଚୁନୁକୋଳି ବସ୍ତି ନିକଟରେ ମୃତଦେହ ମିଳିଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ…