ଗ୍ଲାମର ନୁହେଁ, ଆତ୍ମବିଶ୍ୱାସ ହିଁ ପ୍ରକୃତ ପରିଚୟ
ମୁମ୍ବାଇ: ଚାକଚକ୍ୟ ଏବଂ ଗ୍ଲାମର ଦୁନିଆରୁ ଆସିଛି ଏକ ବଡ଼ ଖବର। ସୋସିଆଲ ମିଡିଆ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଥିବା ତର୍କ-ବିତର୍କ ଭିତରେ, ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶିନ୍ଦେ ଆଧୁନିକତା ଏବଂ ନାରୀବାଦ ବା ଫେମିନିଜିମ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଶିଳ୍ପାଙ୍କ କହିବା କଥା—…