ଅନଲାଇନ ଠକେଇର ଶିକାର ହେଉଛନ୍ତି କି, RBI ଫେରାଇବ ଟଙ୍କା…
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଡିଜିଟାଲ ପେମେଣ୍ଟ ଠକେଇ ପାଇଁ ଏହାର ଚୂଡ଼ାନ୍ତ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି କେହି ୫୦,୦୦୦ ପର୍ଯ୍ୟନ୍ତ ଠକେଇର ଶିକାର ହୁଅନ୍ତି, ତେବେ ବ୍ୟାଙ୍କ ୨୫,୦୦୦ ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରିବ। ଏହି…