ବନ୍ଦେ ମାତରମ୍”କୁ ନେଇ ଚର୍ଚ୍ଚା; ମୋଦି କହିଲେ ଜିନ୍ନାଙ୍କ ଆଗରେ ନଇଁ ଯାଇଥିଲେ ନେହେରୁ
ନୂଆଦିଲ୍ଲୀ: ଲୋକସଭାରେ "ବନ୍ଦେ ମାତରମ୍" ଉପରେ ଆଲୋଚନା ସମୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ "ବନ୍ଦେ ମାତରମ୍" ଗୀତ ଦେଶର ସ୍ୱାଧୀନତାକୁ ଉର୍ଜା ଦେଇଥିଲା।
ସେ କହିଛନ୍ତି ଯେ "ବନ୍ଦେ ମାତରମ୍" ଗୀତରେ ହଜାର ହଜାର ବର୍ଷର ସାଂସ୍କୃତିକ ଶକ୍ତି, ସ୍ୱାଧୀନତାର ଭାବନା…